ମାନ କି ନ ମାନ, 70 ବର୍ଷ ପରେ ଏହି Octoberରେ ପଡିଛି “ମହାଲକ୍ଷ୍ମୀ ଯୋଗ”, 7ଟି ରାଶିର ଲାଗିବ ଲଟେରୀ

ନମସ୍କାର ବନ୍ଧୁଗଣ, ଜୋତିଶ ଶାସ୍ତ୍ର ଅନୁସାରେ ୧୨ଟି ରାଶି ରହିଛି । ସମସ୍ତ ରାଶିର ଅଲଗା ଅଲଗା ମହତ୍ଵ ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ ହେତୁ ରାଶି ଉପରେ ପ୍ରଭାବ ପଡିଥାଏ । ସେହି ପ୍ରଭାବ ଫଳରେ ରାଶିର ବ୍ୟକ୍ତିମାନଙ୍କ ସହ ଭଲ ହୋଇଥାଏ ବା ଖରାପ ସମୟର ଆଗମନ ମଧ୍ୟ ହୋଇଥାଏ । ତେବେ ଆଜି ଆମେ ଜଣାଇବୁ ମହାଲକ୍ଷ୍ମୀ ଯୋଗ ଫଳରେ ୧୨ଟି ରାଶି ମଧ୍ୟରୁ ୭ଟି ରାଶି ଉପରେ କେଉଁ ପ୍ରଭାବ ପଡିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମେଷ ରାଶି: ଏହି ରାଶିର ଲୋକଙ୍କୁ ଏହି ମାସରେ କୋଟିପତି ହେବାରୁ କେହି ଅଟକାଇ ପାରିବେ ନାହିଁ । ଜମିବାଡିରୁ ଲାଭ ମିଳିପାରେ । ଧାନ କମେଇବାର ନୂତନ ମାର୍ଗ ଆପଣଙ୍କୁ ମିଳିପାରେ । ଆପଣ ନେଇଥିବା ପଦକ୍ଷେପରେ ଆପଣଙ୍କୁ ଉଚିତ ଫଳ ମିଳିବ ।

ବୃଷ ରାଶି: ଆପଣଙ୍କୁ ଏବେ ଧାନ ପ୍ରାପ୍ତିର ଯୋଗ ରହିଛି । ଜୀବନର ସମସ୍ତ କାମରେ ଆପଣ ସଫଳତା ପାଇବେ । ଅଟକି ରହିଥିବା ସମସ୍ତ ଧନ ଆପଣଙ୍କୁ ଏହିନ ମାସରେ ମିଳିବ । ଘରେ ଆପଣଙ୍କୁ ମାନ ସମ୍ମାନ ମିଳିବ ଆପଣଙ୍କୁ । ଛାତ୍ର ଛାତ୍ରୀଙ୍କ ପାଇଁ ଭଲ ସମୟ ରହିବା ।

ତୁଳା ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ଏହି ମାସରେ ଆପଣଙ୍କ ଘରେ କୌଣସି ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ବହୁତ ସମୟ ଧରି ଜୀବନ ସାଥି ଖୋଜିବାର ଆଶା ପୁରା ହେବ । ଜୀବନରେ ବହୁତ ବ୍ୟସ୍ତ ରହିବେ ଏହି ମାସରେ ।

କନ୍ୟା ରାଶି: ଏହି ମାସରେ ଆପଣଙ୍କ ସ୍ଵସ୍ଥ ଭଲ ରହିବ । ଜୀବନରେ ଆସୁଥିବା ସମସ୍ତ ସମସ୍ଯା ଏବେ ଦୂର ହେବ । ବିଦେଶ ଯିବାର ଯୋଗ ମଧ୍ୟ ରହିଛି ଏହି ସମୟରେ । ଚାକିରିରେ ବଡ ପଦବୀ ମିଳିବ ।

ମୀନ ରାଶି: ଏହି ରାଶିର ବ୍ୟକ୍ତି ନିବେଶ କରିଥିବା ଧନରେ ଦୁଇଗୁଣ ଲାଭ ପାଇବେ । ଅଟକି ରହିଥିବା ସମସ୍ତ ଧନ ଫେରି ପାଇବେ । ଯେଉଁ କାର୍ଯ୍ୟରେ ଆପଣ ହାତ ରଖିବେ ସେଥିରେ ଲାଭ ପାଇବେ । ପ୍ରେମ ସମ୍ପର୍କ ଆପଣଙ୍କର ସୁଦୃଢ ହେବ ।

ମକର ରାଶି: ବ୍ୟାପାର ବାଣିଜ୍ୟରେ ରଖିଥିବା ସମସ୍ତ ଇଚ୍ଛା ପୁରା ହେବ । ଚାକିରି ଖୋଜିବାର ଚିନ୍ତା ଏବେ ଦୂର ହେବ । ବଡ ଭାଇ ଭଉଣୀଙ୍କ ସାଥ ମିଳିବ । ଲୋନ ନେଇପାରିବେ ଏହି ସମୟରେ ବ୍ୟାଙ୍କରୁ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିବ ।

କୁମ୍ଭ ରାଶି: ଏହି ସଂଯୋଗ ଫଳରେ ବହୁତ ପରିବର୍ତ୍ତନ ହେବାକୁ ଯାଉଛି । କରଜରୁ ମୁକ୍ତି ହେବାର ଯୋଗ ରହିଛି । ଆପଣ ଏହି ସମୟରେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବେ । ସାଙ୍ଗ ମାନଙ୍କ ସହ ନୂଆ ନୂଆ ସ୍ଥାନକୁ ବୁଲିଯିବେ ନିଜ ମନକୁ ବହୁତ ଖୁସି ରଖିବେ ଏହି ସବୁରେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *