October ମାସ ଆରମ୍ଭ ହୋଇଯାଇଛି, କୁମ୍ଭ ରାଶି ରୁହନ୍ତୁ ସାବଧାନ! ଆସୁଛି ବଡ ସଙ୍କଟ, ସବୁ କାମ ଛାଡି ଶୀଘ୍ର ଦେଖନ୍ତୁ ମହାଭବିଷ୍ୟବାଣୀ

ନମସ୍କାର ବନ୍ଧୁଗଣ, ଜୋତିଶ ଶାସ୍ତ୍ରର ବହୁତ ମାନ୍ୟତା ରହିଛି । ଏବଂ ଜୋତିଶ ଶାସ୍ତ୍ର ହିସାବରେ ଗୋଟିଏ ବ୍ୟକ୍ତିର ଭାଗ୍ୟ ଭବିଷ୍ୟ ସବୁକିଛି ତା ରାଶିରୁ ହିଁ ନିରୂପଣ କରାଯାଏ । ତେବେ ୧୨ ଟି ରାଶି ମଧ୍ୟରୁ  ଆଜି ଆମେ ଆପଣଙ୍କୁ ଜଣାଇବୁ କୁମ୍ଭ ରାଶିର ଭାଗ୍ୟ ବିଷୟରେ ଏବଂ କିଭଳି ରହିବ ତାଙ୍କ ପାଇଁ ଅକ୍ଟୋବର ମାସଟି ।  ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ସମ୍ପୂର୍ଣ ଭାବରେ ।

କୁମ୍ଭ ରାଶି: ଏହି ମାସଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଦାୟକ ରହିବ । ସରକାରୀ କାମ କାର୍ଯ୍ୟରେ ଆପଣ ଉପଲବ୍ଧି ପ୍ରାପ୍ତ କରିବେ । ଅଟକି ରହିଥିବା କୌଣସି ସରକାରୀ କାର୍ଯ୍ୟ ବହୁତ ଜଲ୍ଦି ପୂରଣ ହେବ । ଯଦି ଆପଣଙ୍କର କୌଣସି କ୍ଷେତ୍ରରେ ରେଜଲ୍ଟ ଆସିବାର ଅଛି ତେବେ ତାହା ଭଲ ହିଁ ରହିବ । ସମୟକୁ ବ୍ୟର୍ଥ ଯିବା ପାଇଁ ଦିଅନ୍ତୁ ନାହିଁ । ଏହି ସମୟରେ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ।

ନୂଆ ନୂଆ ଜାଗାକୁ ବୁଲା ବୁଲି କରିବା ପାଇଁ ଯାଇପାରନ୍ତି । ସାଙ୍ଗ ସାଥିଙ୍କ ସହ ଅଧିକ ସମୟ ଅତିବାହିତ କରିବେ । କିଛି ନୂଆ ସମ୍ପର୍କରେ ଆପଣ ଯୋଡି ହବାକୁ ଯାଉଛନ୍ତି । ପ୍ରେମ ସମ୍ପର୍କରେ ଥିଲେ ଏହି ସମୟଟି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ କଟିବ ନିଜ ସାଥିଙ୍କ ସହ । ସୂର୍ଯ୍ୟଙ୍କ କୃପାରୁ ପୁତ୍ର ପ୍ରାପ୍ତି ହେବାର ଯୋଗ ରହୁଛି ।

ଯେଉଁ ଲୋକମାନେ ସନ୍ତାନ ହୀନ ଅଟନ୍ତି ସେମାନଙ୍କ ଜୀବନରେ ସନ୍ତାନଙ୍କୁ ନେଇ ଖୁସି ଆସିପାରେ । ଯେଉଁମାନେ ବେକାରି ଅଛନ୍ତି ଚାକିରି ପାଇଁ ଅନେକ ପ୍ରୟାସ କରୁଛନ୍ତି ସେମାନଙ୍କ ପାଇଁ ସମୟଟି ବହୁତ ଭଲ ରହିବ । ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି । ନିଜ ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଆପଣଙ୍କୁ ଧନ କମେଇବାର ନୂଆ ନୂଆ ମାର୍ଗ ପ୍ରାପ୍ତ ହେବ ।

ଗୋଟିଏ କଥାର ଧ୍ୟାନ ରଖନ୍ତୁ ଆପଣଙ୍କୁଏହି ସମୟରେ କୁସଙ୍ଗତି ବା ଖରାପ ଲୋକଙ୍କ ଠାରୁ ଦୂରେଇ ରହିବା ଦରକାର । ଏବଂ କୌଣସି ନିଶା ଦ୍ରବ୍ଯ ସେବନଠାରୁ ଆପଣଙ୍କୁ ବଞ୍ଚି ରହିବାକୁ ପଡିବ । ମାଂସାଶୀ ଭୋଜନକୁ ତ୍ୟାଗ କରନ୍ତୁ ଏହି ସମୟରେ । ନିଜ ଅଜାଣତରେ ମଧ୍ୟ ଆପଣ କୌଣସି ବଡ କ୍ଷତିରେ ପଡ଼ିପାରନ୍ତି । ତେଣୁ କୁସଙ୍ଗତି ଠାରୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ ।

ଯେଉଁ ମାନେ ଅବିବାହିତ ଅଛନ୍ତି ସେମାନଙ୍କୁ ଭଲ ଜୀବନସାଥି ମିଳିବାର ଯୋଗ ରହିଛି । ଏହି ସମୟରେ ଆପଣଙ୍କ ପାଇଁ ଭଲ ଭଲ ପ୍ରସ୍ତାବ ଆସିପାରେ । ଶତ୍ରୁ ଆପଣଙ୍କୁ ଭୟ କରିବେ । ଏବଂ ଆପଣଙ୍କ ସହ ବେସୀ ସମୟ ଶତ୍ରୁତା କରି ରହିପାରିବେ ନାହିଁ । ତର୍କ ବିତର୍କରେ ଆପଣଙ୍କୁ ଜିତିବା କଷ୍ଟ ହେବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *