ଆମେ ଓଡିଆ ଘରର ଲୋକମାନେ କାର୍ତ୍ତିକ ମାସରେ ଆମିଷ ଖାଇବା ଛାଡି ଦେଇ ଥାଉ । ଏହା କରିବାର କାରଣ କଣ ଥାଏ ଆମେ ଆପଣଙ୍କୁ କହିବୁ ଯାଉଛୁ ଉଭୟ ବୈଜ୍ଞାନିକ ମତରେ ଓ ଶାସ୍ତ୍ର ମତ ଅନୁସାରେ । କିଛି ଜଣ ଥାନ୍ତି କାର୍ତ୍ତିକ ମାସ ସାରା ଛାଡି ନ ଥିଲେ ମଧ୍ୟ ସେମାନେ ପଞ୍ଚୁକ ପାଞ୍ଚଦିନ ଯାଏ ଏହାକୁ ଛାଡି ଦେଇ ଥାନ୍ତି । ବିଜ୍ଞାନ ମତରେ ଦେଖିବା ପାଇଁ ଯଦି ଯିବା ତ ଆମେ ଜାଣି ପାରିବା କି ଏହି ମାସରେ ମାଛ ଦେହରେ ଏକ ପ୍ରକାର ରୋଗ ହୋଇ ଥାଏ ତେଣୁ ଆମେ ଏହାକୁ ଖାଇ ନଥାଉ ।
କିନ୍ତୁ ଶାସ୍ତ୍ର ମତ ଅନୁସାରେ ଦେଖିବା ପାଇଁ ଗଲେ ଆମେ ଜାଣି ପାରିବା କି ଆମେ ଏହାକୁ ଭଗବାନ ଶିବ ଙ୍କ ପୁଅ କାର୍ତ୍ତିକ ଙ୍କ ମାସ ବୋଲି ମନୟ ଥାଉ ସେ ବହୁତ ଉଦାର ହୃଦୟ ର ଅଟନ୍ତି ସେ ସବୁ ପଶୁ ପକ୍ଷୀ ଙ୍କୁ ଭଲ ପାଇ ଠନଟି ତାଙ୍କ ପାଇଁ ଏହି ମାସରେ ଆମିଷ ଖାଇବା ମନା ହୋଇ ଥାଏ ପଞ୍ଚୁକ ପାଞ୍ଚଦିନ ଯାଏ ଏହାର ମହତ୍ଵ ଅଧିକ ହୋଇ ଯାଇ ଥାଏ । ଏହାକୁ ପୂଣ୍ୟର ମାଷ କୁହା ଯାଏ କିଛି ଘରେ ତ ଆମିଷ କଣ ପିଆଜ ରଶୁଣ ମଧ୍ୟ ପଶି ନଥାଏ । ଏହି ମାସ ସାରା । କିନ୍ତୁ ଏହାର ଆଉ ଏକ ମହତ୍ଵ ଅଛି । ରାମ ଚନ୍ଦ୍ର ଯେତେବେଳେ ସୀତା ମାତା ଙ୍କୁ ଅକୁଳ ହୋଇ ଖୋଜୁ ଥିଲେ ତାଙ୍କୁ ରାବଣ ନେଇ ଜୀବ ସମୟରେ ।
ସେତେବେଳେ ଏକ ବଗ ଭଗବାନ ଙ୍କୁ କହି ଥିଲା କି ଆପଣଙ୍କ ପତ୍ନୀ ମାତା ସୀତା ଙ୍କୁ ରାବଣ ହରଣ କରି ନେଇଛି । ଯାହା ଦ୍ଵାରା ଆମ ଚନ୍ଦ୍ର ଆଶ୍ଵସ୍ତ ହୋଇ ତାଙ୍କୁ ଏକ ବାର ମାଗିବା ପାଇ କହି ଥିଲେ । ସେହି ସମୟରେ ବଗ କହିଲା ପ୍ରଭୁ ସ୍ଵାମମିର ଧର୍ମ ମୁ ପାଳନ କରୁଛି ଏହା ଶ ପରିବାର ର ଧର୍ମ ମଧ୍ୟ ମୁ ପାଳନ କରୁଛି । ଆପଣ ତ ଜାଣି ଥିବେ କି ମୁ ସବୁ ଦିନ ଖାଦ୍ୟା ଖୋଜିବା ଅପାଇନ ଯାଇକି ଖାଦ୍ଯ ଆଣିକି ମୋ ପିଲା ଓ ସ୍ତ୍ରୀ କୁ ଖାଇବା ପାଇ ଦେଉଛି । ଭଗବାନ କହିଲେ ହଁ ଏହା ତୁମର କାମ ।
ସେହି ଠାରେ ଭଗବାନ ଙ୍କୁ ବଗ କହିଲା ବର୍ଷା ବେଳେ ମୁ ଆଉ ବାହାରକୁ ଜୀବିନୀ ଏହା ପାଇଁ ମୋ ସ୍ତ୍ରୀ ଜୀବ ଖାଇବା ଆଣିବା କୁ ସେ ଯାଇକି ମୋ ପାଇଁ ଖାଇବା ଆଣିକି ଆସିବ । ଭଗବାନ ଙ୍କୁ ବଗ କହିଲା କି ଆପଣ ମତେ ଏହି ବରଦାନ ଦିଅନ୍ତୁ ନହେଲେ ମୋର ଆଉ କିଛି ଦରକାର ନାଇ ରାମଚନ୍ଦ୍ର ବାଧ୍ୟ ହୋଇକି ତାକୁ ବାର ଦାନ ଦେଲେ ଏହା ପରେ ସେ କହିଲା ଭଗବାନ ମୋ ସ୍ତ୍ରୀ ଆଇଂଠା ମୁ ଖାଇଲେ ଏହା ପାପ କିଭଳି କଟିବ ଭଗବାନ କହିଲେ କି ତୁ ଏହାକୁ କା-ଟି-ବା ପାଇଁ ମୁ ଏକ ଉପାୟ କହୁଛି ଯେଉଁ ମାନେ ପଞ୍ଚୁକ ରେ ଆମିଷ ଖାଇବେ ସେମାନେ ଏହି ପାପକୁ ଧାରଣ କରିବେ । ତୁ ମୁକ୍ତ ହୋଇଯିବୁ । ତେଣୁ ଆପଣ ମାନେ ମଧ୍ୟ ପଞ୍ଚୁକ ରେ ଏହାକୁ କ୍ଷାନ୍ତୁ ନି ।