ପଇସାକୁ ଚୁମ୍ବକ ପରି ଟାଣେ ଏହି 1 ଜିନିଷ, 24 ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳିଯିବ

ନମସ୍କାର ବନ୍ଧୁଗଣ : ସମସ୍ତ ମନୁଷ୍ୟ ଭଗବାନଙ୍କୁ ପୂଜା କରନ୍ତି । ନିଜ ଘରର ବା ନିଜ ପରିବାରର ସୁଖ ସମୃଦ୍ଧି ପାଇ । କିଛି ଲୋକ ଏହା ମାନନ୍ତି ତ ଆଉ କିଛି ଲୋକ ମାଣନ୍ତି ନାହି ।ଆସନ୍ତୁ ଜାଣିବା କଣ କଲେ ଧନର ଅଭାବ ରହିବା ନାହି । ସପ୍ତାହର ସାତଦିନ କୌଣସିନା କୌଣସି ଦେବୀ ଦେବତାଙ୍କୁ ସମର୍ପିତ ହୋଇଥାଏ । ଯେପରି ଶନିବାର ଦିନ ଶନି ମହରାଜା ଙ୍କୁ ସମର୍ପିତ ଅଟେ । ଶନୀଙ୍କ କୁଦୃଷ୍ଟିରୁ କୌଣସି ଦେବୀ ଦେବତା ବଞ୍ଚି ପାରନ୍ତି ନାହି ।

ଶନୀଙ୍କୁ ନ୍ୟାୟ ର ଗ୍ରହ କୁହାଯାଏ ।ଯଦି ଶନି ଗ୍ରହରୁ ବଞ୍ଚିବାକୁ ଚାହୁଛନ୍ତି ତ କଳା ଘୋଡାର ନାଲରେ ଆଙ୍ଗୁଠି ପିନ୍ଧିବା ଉଚିତ । ଯଦି ଆପଣଙ୍କୁ ଶନିଦସା ଲାଗିଛି ତ ଶନିବାର ଦିନ କଳା କୁକୁରକୁ ସୋରିଷ ରେ ତିଆରି ରୁଟି ଖାଇବାକୁ ଦିଅନ୍ତୁ ଏହା ଦ୍ଵାରା ଶନିଦଶା ଦୂର ହୁଏ । ଶନିବାର ଦିନ ଝିଅ ମାନଙ୍କୁ ଶଶୁରଘର ଜୀବା ମନା କାରଣ ଏହା ଦ୍ଵାରା ଜୀବନରେ ବହୁତ ସମସ୍ଯା ଆସିଥାଏ । ଶନିବାର ଦିନ କିଛି ନା କିଛି ଦାନ କରନ୍ତୁ ଏହା ଦ୍ଵାରା ଶନି ପ୍ରସନ୍ନ ହୋଇଥାନ୍ତି ।

ଶନିବାର ଦିନ ବିଧି ବିଧାନର ସହ ପୂଜା କାଲେ ଶନି ସନ୍ତୁଷ୍ଟ ହୋଇଥାନ୍ତି । ସେଥିଲାଗି ଶନୀଙ୍କୁ ନ୍ୟାୟର ଗ୍ରହ କୁହାଯାଏ । ସେକେବେ କାହାର ଅମଙ୍ଗଳ କରିନଥାନ୍ତି କର୍ମ ଅନୁସାରେ ଫଳ ପ୍ରଦାନ କରିଥାନ୍ତି । ଶନି ମହାରାଜା ଶିବଙ୍କର ଶିଷ୍ୟ ଅଟନ୍ତି । ଶନିବାର ଦିନ ଶିବ ,ହନୁମାନ ଙ୍କୁ ପୂଜା କରିବା ଦ୍ଵାରା ଶନି ସନ୍ତୁଷ୍ଟ ହୁଅନ୍ତି । ଶନିବାର ଦିନ କୌଣସି ଲୁହା ଜିନିଷ ଘରକୁ ଆଣନ୍ତୁ ନାହି । ଶନିବାର ଦିନ ସୋଇକି ଉଠିବା ପରେ ନିଜ ମୂହକୁ ଦେଖିବେ ନାହି ।

ନିଜ ଛାଇକୁ ଦେଖିବେ ନାହି ,କୌଣସି ଜଙ୍ଗଲି ପଶୁଙ୍କ ଫଟ ଦେଖିବେ ନାହି । ଶୋଇବା ସମୟରେ ତକିଆ ତଳେ ରସୁଣ ଓ ଲବଙ୍ଗ ରଖିବା ଦ୍ଵାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଘରେ ଲବଙ୍ଗ ଜଳାଇବା ଦ୍ଵାରା କଳା ବିଦ୍ୟାର ପ୍ରଭାବ ପଡିନଥାଏ । ଶନିଙ୍କର ପ୍ରିୟା ରାଶି ହେଛି କୁମ୍ଭରାଶି । ଦୁଇଟି ରାଶି କୁ ସନୀଙ୍କର ସ୍ଵାମୀ ମାନାଯାଇଛି ମକରରାଶି ଓ କୁମ୍ଭରାଶି ,ତୁଳାରାଶି କୁ ଉଚ୍ଚ ମାନାଯାଇଥାଏ । ଏବଂ ମେଶରାଶିକୁ ନିଚ୍ଚ ମନାଯାଇଥାଏ ।

ଶନିବାର ଦିନ କ୍ଷୀର ,ଦହି ଖିବେ ନାହି ଏହା ଦ୍ଵାରା କାଳସର୍ପ ଦୋଷ ଲାଗିଥାଏ । ଶନିବାର ଦିନ ଠାକୁରଙ୍କ ବସ୍ତ୍ର କିଣିବା ବହୁତ ଭଲ ହୋଇଥାଏ । ଓସ୍ତ ଗଛର ପରିକ୍ରମା କରିଥାଏ ତ ସବୁ ମନସ୍କାମନା ପୂର୍ଣା ହୋଇଥାଏ । ଶୋଇବା ସମୟରେ ଏକଟଙ୍କା ରାଖୀ ଶୋଇବେ ତ ଧନର ପ୍ରାପ୍ତି ହେବ । ଏହି ଦଶଟି ନାମ ଜପ କରିବା ଦ୍ଵାରା ସବୁ ଦୋଷ ଖଣ୍ଡନ ହେବ । ସମସ୍ତ ସମସ୍ଯା , ଧନ ଦୌଲତରେ ଅଭାବ ରହିବା ନାହି । ପ୍ରଥମେ କୋଣସ୍ଥଙ୍ଗ , ପିଙ୍ଗଳ ,ବବୃ , କୃଷ୍ଣ , ରୌଦ୍ରାନ୍ତକ , ୟମ , ସୌରି ,ସନିଶ୍ଚର , ମନ୍ଦ ,ପିପଲାଦ ଏହି ଦଶଟି ନାମର ଜପ ଦ୍ଵାରା ଶନି ମହାରାଜ ପ୍ରସନ୍ନ ହୋଇଥାନ୍ତି । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତ ଏହି ପେଜକୁ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *