ପଇସା ଗଣି ଗଣି ଥକିଯିବେ, ଦୀର୍ଘ 100 ବର୍ଷ ପରେ ‘ମହାଲକ୍ଷ୍ମୀ ଯୋଗ’… ଏହି 6ଟି ରାଶି ହେବେ ମାଲାମାଲ 

ବନ୍ଧୁଗଣ ମା ଲକ୍ଷ୍ମୀଙ୍କ କୃପାରୁ ଅକ୍ଟୋବର ମାସରେ ହେବେ କିଛି ରାଶି ହେବେ କୋଟିପତି । ଏହି ରାଶି ମାନଙ୍କର କିସ୍ମତ ଚମକିବା ସହ ଏମାନଙ୍କର ଜୀବନରେ ମା ଲକ୍ଷ୍ମୀଙ୍କ ଆଗମନ ହେବାକୁ ଯାଉଛି । ଅକ୍ଟୋବର ୨୦୨ରେ ଏହି ୬ଟି ରାଶି ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ମା ଲକ୍ଷ୍ମୀଙ୍କ କୃପା ୧୨୧ଟି ରାଶିଙ୍କ ମଧ୍ୟରୁ ଏହି ୬ଟି ରାଶିଙ୍କ ଉପରେ ପଡି ସାରିଛି । ତେବେ ଦୀର୍ଘ ୧୦୦ ବର୍ଷ ପରେ ଅକ୍ଟୋବର ମାସରେ ହେବାକୁ ଯାଉଛି ମହାଲକ୍ଷ୍ମୀ ଯୋଗ ଯାହା କାରଣରୁ ଏହି ରାଶି ହେବେ ଧନବାନ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

ମେଷ ରାଶି : ମା ଲକ୍ଷ୍ମୀ ଙ୍କ କୃପାରୁ କିସ୍ମତ ଚମକିବ । ମା ଲକ୍ଷ୍ମୀଙ୍କ କୃପା ଲାଗତର ରହିବ ଯାହା ଦ୍ଵାରା ପାରିବାରିକ ସମସ୍ଯା ଦୂର ହେବ । ଆଗାମୀ ସମୟରେ ଆପଣଙ୍କୁ ବଡ ଧରଣର ଧନ ଲାଭ ହେବ । ଯାହା ଦ୍ଵାରା ଆର୍ଥିକ ସ୍ଥିତି ଭଲ ରହିବ । ନୂଆ କମ କରିବା ପାଇଁ ସମୟ ଅନୁକୂଳ ଅଟେ । ମା ଲକ୍ଷ୍ମୀଙ୍କ କୃପାର କରଯ ରୁ ମୁକ୍ତି ପାଇବେ ।

କନ୍ୟା ରାଶି : ମା ଲକ୍ଷ୍ମୀ ଆପଣଙ୍କ ଉପରେ ବହୁତ ମେହରବାନ ହେବାକୁ ଯାଉଛନ୍ତି । ଯାହା କାରଣରୁ ଆପଣଙ୍କର ଅଟକି ରହିଥିବା କାର୍ଯ୍ୟ ସଫଳତା ପୂର୍ବକ ପୂରା ହେବ । ଆପଣ କାହାକୁ ଟଙ୍କା ଉଧାର ଦେଇଥିଲେ ତାହା ଫେରି ପାଇବେ । ଆପଣଙ୍କ ଦ୍ଵାରା କରା ଯାଇଥିବା ଚେଷ୍ଟା ସଫଳ ହେବ ।

ବୃଷ ରାଶି : ଏହି ରାଶିର ଲୋକଙ୍କ ପାଇଁ ମା ଲକ୍ଷ୍ମୀଙ୍କ କୃପାରୁ ସମୟ ଶୁଭ ଆସିବାକୁ ଯାଉଛି । କୌଣସି କ୍ଷେତ୍ରରୁ ଧନ ଲାଭ ହେବ ଜୀବରେ ଖୁସି ହିନ ଖୁସି ହେବ । ମା ଲକ୍ଷ୍ମୀଙ୍କ ନାମ ନେଇ କୌଣସି କାମ ଆରମ୍ଭ କରିଲେ ନିଶ୍ଚୟ ସଫଳ ହେବେ । ବଡ ଲୋକଙ୍କର ସହଯୋଗରେ ସହଜରେ କାମ କରିବେ ।

ସିଂହ ରାଶି : ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କ ବିଶେଷ କୃପା ରହିକି । ଯାହା ଫଳରେ ଆଗାମୀ ସମୟ ଭଲ ରହିବ । ଅଫିସରେ ସବୁ କିଛି ଠିକ ହେବ । ସମୟ ଆପଣଙ୍କ ପକ୍ଷରେ ଅଛି ତେଣୁ ଏହାର ଭରପୁର ଲ୍ବାହ ଉଠାନ୍ତୁ । ମନରେ ନୂଆ ବିଚାର ଆସିବ ।

ତୁଳା ରାଶି : ମା ଲକ୍ଷ୍ମୀଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିବ । ଦାଂପତ୍ଯ ଜୀବନ ସୁଖମୟ ରହିବା ଦ୍ଵାରା ମନ ପ୍ରସନ୍ନ ହେବ । ଚାକିରିରେ ପଦୋନ୍ନତି ଓ ବେତନରେ ବୃଦ୍ଧି ହେବ । ବେପାରରେ ଲାଭର ଅବସର ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ ।

କୁମ୍ଭ ରାଶି : ଆପଣଙ୍କ ଉପରେ ଧନର ଦେବୀ ମା ଲକ୍ଷ୍ମୀ ଙ୍କ ଅପାର କୃପା ଦ୍ରୁଷ୍ଟି ରହିଛି । ଧନ ଜନିତ ସମସ୍ଯା ଦୂର ହେବ । ଆପଣଙ୍କୁ ଅପାର ଧନ ପ୍ରାପ୍ତି ହେବ । କାର୍ଯ୍ୟ କ୍ଷେତ୍ରରେ ଅପାର ସଫଳତା ହାସଲ କରିବେ । ବିବାହ ହେବାର ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ଆଗକୁ ବଢିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *