ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, 24 ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳାଇଦେବ ! 

ସମସ୍ତ ବ୍ୟକ୍ତି ନିଜ ସୁଖ ସମୃଦ୍ଧି ସଂସାରକୁ ସୁଦୃଢ କରିବା ପାଇଁ ଅନେକ କିଛି କରିଥାନ୍ତି । ବଞ୍ଚିବା ପାଇଁ ଅର୍ଥର ଆବଶ୍ୟକତା ବହୁତ ରହିଥାଏ । ସବୁରି ସବୁରି କ୍ଷେତ୍ରରେ ଧନର ଚାହିଦା ବହୁତ ଥାଏ । ଆଜି ଆପଣଙ୍କୁ ଏପରି ଏକ ଗଛ ବିଷୟରେ ଜଣେଇବୁ ଯେଉଁ ଗଛ ଦ୍ଵାରା ଧନର ବର୍ଷା ହେବ । ତ ଆସନ୍ତୁ ଜାଣିବା କଣ ସେହି ଗଛ ଯାହା ଜୀବନରେ ଧନର ଅଭାବ କରେ ନାହିଁ । ଏହି ଗଛର ଅନେକ ଗୁଣ ରହିଛି ।

ଏହି ଗଛରେ ଆୟୁର୍ବେଦିକ ଗୁଣ ଓ ତାନ୍ତ୍ରିକ ଗୁଣ ମଧ୍ୟ ରହିଛି । ଏହି ଗଛର ନାଁ ହେଉଛି ଅପମାର୍ଗ ଗଛ । ଯେତେବେଳେ ସନ୍ଥ ମହାତ୍ମା ମାନେ ତପସ୍ୟା କରୁଥିଲେ ଏହି ଗଛର ବିଜରେ ଖେଚୁଡି କରି ଖାଉଥିଲେ । ଏହା ଦ୍ଵାରା ଅନେକ ଦିନ ପର୍ଯ୍ୟନ୍ତ ନ ଖାଇ ତପସ୍ୟା କରିପାରିବେ । ଏହା ଖାଇବା ଦ୍ଵାରା ବହୁତ ଶକ୍ତି ଆସିଥାଏ । ସମୁଦ୍ର ମନ୍ଥନ ସମୟରେ କିଛି ବୁନ୍ଦା ଅମୃତ ଧାରିତ୍ରି ଉପରେ ପଡିଥିଲା । ସେହି ଅମୃତ ପଡିବ ହେତୁ ଅପାମାର୍ଗ ଗଛ ସୃଷ୍ଟି ହୋଇଥିଲା ।

ଏହି ଗଛର ମୂଳରେ ମା ଗଙ୍ଗା ବାସ କରନ୍ତି । ଏହି ଗଛର ଆୟୁର୍ବେଦିକ ଗୁଣ ମଧ୍ୟ ରହିଛି । ଯଦି ଆପଣଙ୍କ ଦାନ୍ତ ସମସ୍ଯା ଜନିତ ରୋଗ ରହିଛି । ଏହି ଗଛର ମୂଳରେ ଦାନ୍ତ ଘଷିବା ଦ୍ଵାରା ଦାନ୍ତ ସମସ୍ଯା ଦୂର ହେବ । ଆଁଠୁ ଗଣ୍ଠି ଜନିତ ସମସ୍ଯା ଥିଲେ ଏହି ଗଛର ଚେରକୁ ଶୁଖାଇ ଗୁଣ୍ଡ କରି ଶିରୀର ତେଲରେ ମିଶାଇ ଯେଉଁ ସ୍ଥାନରେ ଯନ୍ତ୍ରଣା ହେଉଛି ଲଗାନ୍ତୁ । ଏହା କରିବା ଦ୍ଵାରା ଏହି ସମସ୍ଯା ଦୂର ହେବ । ଏହି ଗଛର ତାନ୍ତ୍ରିକ ଗୁଣ ରହିଛି ।

ଅପାମାର୍ଗ ଗଛର ବିଜକୁ ଶନିବାର ଦିନ ଆଣି ଏକ ନାଲି କପଡ଼ାରେ ବାନ୍ଧି ସନୀଙ୍କ ପାଠ କରିବା ପରେ ଏମିତି ଜାଗାରେ ରଖନ୍ତୁ ଯେମିତି ସେ ଜାଗାକୁ କେହି ଯାଇ ପାରୁନଥିବେ । ଏହା ଦ୍ଵାରା ଆପଣଙ୍କ ଶତ୍ରୁ ଯେତେବୀ ଶକ୍ତିଶାଳି ହେଉ କିଛି ବି କ୍ଷତି କରିପାରିନଥାଏ । ଏହି ଗଛର ବିଜକୁ ଆଣି ଏକ ଲାଲ କପଡ଼ାରେ ରଖି ସେଥିରେ କିଛି ସିନ୍ଦୁର ଦେଇ ବାନ୍ଧି ଦିଅନ୍ତୁ । ଏହା ପରେ ବ୍ୟବସାୟର ଧନ ରଖିବା ଜାଗାରେ ରଖନ୍ତୁ । ଏହା ଦ୍ଵାରା ଧନର ବୃଦ୍ଧି ହେବ ।

ଏହି ଗଛର ଚେରକୁ ଏକ ତାବିଜରେ ରଖି ଶରୀରରେ ଧରଣ କରିବା ଦ୍ଵାରା କୌଣସି ନକରାତ୍ମକ ଶକ୍ତି ବା କଳା ଯାଦୁର ପ୍ରଭାବ ପଡିବ ନାହିଁ । ଏହି ଗଛର ଚେରକୁ ଶୁଖାଇ ତିଳକରେ ମିଶାଇ ପ୍ରତ୍ୟକଟି କାର୍ଯ୍ୟ କରିବାକୁ ଯାଉଛନ୍ତି ସେଥିରେ ସଫଳ ହେବେ । କୌଣସି ପରୀକ୍ଷା ବା ବ୍ୟବସାୟ କ୍ଷେତ୍ରରେ ଭଲ ହେବ । ଏହା କରିବା ଦ୍ଵାରା ଆପଣଙ୍କର ମଙ୍ଗଳ ଭହୁତ ଭଲ ସ୍ଥିତିକୁ ଆସିଯିବେ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *