ପାନ ପତ୍ରର ଏହି ଛୋଟ ଉପାୟ ଆପଣଙ୍କର ସବୁ ସମସ୍ୟାର ସମାଧାନ କରିପାରିବ, ଜାଣି ନିଅନ୍ତୁ

ବନ୍ଧୁଗଣ ନମସ୍କାର । ଆସନ୍ତୁ ଜାଣିବା ଶାସ୍ତ୍ରର କଥା ହିନ୍ଦୁ ଧର୍ମରେ ପ୍ରତ୍ୟକ ପୂଜା ପାଠରେ ବିଭନ୍ନ ପ୍ରକାର ସାମଗ୍ରୀ ଲାଗିଥାଏ । ତାହା ମଧ୍ୟରୁ ଅନ୍ୟତମ ହଉଛି ପାନ ପତ୍ର । ଶାସ୍ତ୍ର ଅନୁସାରେ ସମସ୍ତ ପୂଜା ପାଠ ସମୟରେ ପାନ ପତ୍ର  ର ଗୁରୁତ୍ଵ ଦିଆ ଯାଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଉପାୟ କହିବୁ ପାନପତ୍ର  ଦ୍ୱାରା ଆପଣଙ୍କର ଲାଗି ରହିଥିବା ସମସ୍ତ ପ୍ରକାର ସମସ୍ୟା ଓ ଚିନ୍ତା ରୁ କିପରି  ମୁକ୍ତି ପାଇବେ । ଧର୍ମ ଶାସ୍ତ୍ର ଅନୁସାରେ ପବନ ପୁତ୍ର ହନୁମାନଙ୍କ ଅତି ପ୍ରିୟ ହେଉଛି ପାନ ପତ୍ର ।

ମଙ୍ଗଳବାର ଓ ଶନିବାର ଦିନ ଯଦି ଆପଣ ହନୁମାନ ମନ୍ଦିର ଯାଇ ପାନର ପୁଡିଆ ଯଦି ଆପଣ ହନୁମାନଙ୍କୁ ଅର୍ପଣ କରିବେ ତା ହେଲେ ଆପଣଙ୍କର ସବୁ ଇଛା ପୂର୍ଣ୍ଣ ହେବ । ଆପଣଙ୍କର ଲାଗି ରହିଥିବା ଧନର ଅଭାବ ଦୁର ହୋଇଯିବ ଓ  ସମସ୍ତ ସମସ୍ଯାର ସମାପ୍ତ ଘଟିବ । ହନୁମାନ ଜୀ ସଙ୍କଟରେ ଆପଣ ଥିଲା ବେଳେ ଯଦି ପାନପତ୍ର  ଅର୍ପିତ କରାଯାଇ ତା ହେଲେ ଆପଣଙ୍କର ସବୁ ସମସ୍ଯା ଦୂର ହୋଇଯିବ । ଆପଣ ଖୁସିରେ ଜୀବନ ଅତିବାହିତ କରନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଆସନ୍ତୁ ଜାଣିବା ଉପାୟ –  ଯଦି କୌଣସି ବ୍ୟକ୍ତିଙ୍କ ଦୋକାନରେ ତାଙ୍କର ବେପାର ମାନ୍ଦା ହେବା ପାଇଁ  କୌଣସି ତାନ୍ତ୍ରିକ କିଛି ବିଦ୍ୟା ପ୍ରୟୋଗ କରିଛନ୍ତି ତାଙ୍କର ବେପାରରେ କିଛି ମାନ୍ଦା ହେଉଛି ତାହାଲେ ଆପଣ ଏକ ଶନିବାର ଦିନ ସକାଳୁ 5ଟି ଓସ୍ତ ପତ୍ର ଓ 8ଟି ପାନପତ୍ରକୁ ଏକ ନାଲି କପଡାରେ ବାନ୍ଧିବେ ।

ଏହା ପରେ ଦୋକାନର ପୂର୍ବ ଦିଗରେ ଏହାକୁ ବାନ୍ଧିବେ ଶାସ୍ତ୍ର ଅନୁସାରେ ଏହି ଉପାୟ 5ଟି ଶନିବାର କରିବେ । ଦେଖି ଏହା କରିବା ଦ୍ଵାରା ଆପଣଙ୍କର ବେପାର ବଢିବ ଓ ଦୋକାନରେ ଗ୍ରାହକଙ୍କ ସଂଖ୍ୟା ବଢିବ । କିନ୍ତୁ ଧ୍ୟାନ ରଖନ୍ତୁ ପୁରୁଣା ପତ୍ରକୁ କେବେ ବି ଦୋକାନରେ ରଖିବେ ନାହିଁ । ଏହାକୁ କୌଣସି ଏକ ନଦୀ କିମ୍ବା ପୁଷ୍ପରିଣୀ ରେ ବିସର୍ଜନ କରିବେ । ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଲେଖା ଯାଇଛି। ସବୁ ପୂଜା କର୍ମରେ ଓ ଗୃହରେ ହେଉଥିବା ସବୁ ସବୁ ଶୁଭ କାମରେ ପାନ ଆଗ ବ୍ୟବହାର କରାଯାଇ ।

କାରଣ ପାନରେ ସବୁ ଦେବୀ ଦେବତା ବାସ କରିଥାନ୍ତି । ତେଣୁ କରି ଗୃହ ହେଉ କି ମନ୍ଦିର ହେଉ ପୁଜା ସମୟରେ ପ୍ରଥମେ ପାନକୁ ବ୍ୟବହାର କରା ଯାଇଥାଏ । ଏହା କରିବା ଦ୍ଵାରା ଗୃହରେ ନାକାରାତ୍ମକ ଶକ୍ତି ହ୍ରାସ ହୋଇ ସାକାରାତ୍ମକ ଚିନ୍ତା ଧାରା ସୃଷ୍ଟି ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ପାନପତ୍ର ସାହାଜ୍ଯରେ ଗୃହରେ ଲାଗି ରହିଥିବା ସମସ୍ତ ସମସ୍ଯା କିପରି ଭାବେ ଦୂର ହୋଇଯାଏ ଓ ଗୃହରେ ଶୁଖ ଶାନ୍ତି ଦେଖା ଦେଇଥାଏ ।

Leave a Reply

Your email address will not be published. Required fields are marked *