ପତ୍ନୀ ଙ୍କ ଗୁଲାମି କରନ୍ତି ଏହି 4 ନାମର ପୁରୁଷ, ଦେଖନ୍ତୁ ଆପଣଙ୍କ ସ୍ଵାମୀଙ୍କ ନାମ ନାହିଁ ତ !

ଗୋଟିଏ ସଂସାରରେ ଉଭୟ ନାରୀ ପୁରୁଷଙ୍କ ର ସମାନ ଦାୟିତ୍ୱ ରହିଥାଏ । ସଂସାର ହେଉଛି ଏକ ଗାଡି ଭଳି ଏହାର ଚକ ସ୍ୱରୂପ ସ୍ୱାମୀ ଓ ସ୍ତ୍ରୀ ରହିଥାନ୍ତି । ଦୁଇଟି ଯାକ ମଧ୍ୟ ରୁ ଜଣେ ଯଦି ଭାରସାମ୍ୟ ହରାଇଥାନ୍ତି ତେବେ ସେହି ସଂସାର ବେଶୀ ଦିନ ଚାଲି ନ ଥାଏ । ତେଣୁ ସେହି ଭଳି ଉଭୟ ସ୍ୱାମୀ ସ୍ତ୍ରୀ ଙ୍କର ସମାନ ଦାୟିତ୍ୱ ସମାନ ଯୋଗଦାନ ସଂସାର ପ୍ରତି ରହିବା ଉଚିତ । ତେବେ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ଙ୍କର କିଛି ଆଶା ରଖିଥାନ୍ତି ।

ପ୍ରତେକ ପୁଅ ବା ଝିଅ ନିଜର ଭାବି ସ୍ୱାମୀ ବା ସ୍ତ୍ରୀଙ୍କ ଠାରୁ କିଛି ନା କିଛି ଆଶା ଉପେକ୍ଷା ରଖିଥାନ୍ତି । ତେଣୁ ସେହି ଭଳି ଝିଅ ମାନେ ନିଜର ଭାବି ସ୍ୱାମୀ ଠାରୁ ବହୁତ କିଛି ଆଶା ରଖିଥାନ୍ତି । ଝିଅ ମାନେ ପ୍ରାୟତଃ ନିଜର ବାପା ମାନଙ୍କର ବହୁତ ଗେଲ୍ହା ହୋଇଥାନ୍ତି ।

ତେଣୁ ସେମାନେ ସବୁବେଳେ ନିଜର ସ୍ୱାମୀ ନିଜର ପୁରୁଷ ପାର୍ଟନର ବା ପ୍ରେମିକ ଙ୍କ ଠାରୁ ସେହି ଭଳି ବ୍ୟବହାର ଓ ସେହି ଭଳି ଭଲ ପାଇବା ଆଶା କରିଥାନ୍ତି । ଝିଅ ମାନେ ବହୁତ ସୂକ୍ଷ୍ମ ହୋଇଥାନ୍ତି । ତେଣୁ କରି ସେମାନେ ସର୍ବଦା ଏହି ଭଳି ପାର୍ଟନର ଖୋଜିଥାନ୍ତି ଯିଏ ତାଙ୍କ କଥା ଶୁଣିବ ।

ଯିଏ ତାଙ୍କର କଥା ବୁଝି ପାରୁଥିବ । ଯିଏ ତାଙ୍କ ର ସବୁ କଥା ରଖିବା ର ପ୍ରୟାସ କରିପାରିବ । ତେବେ ସେହି ଭଳି କିଛି ପୁରୁଷ ଅଛନ୍ତି ଯେଉଁମାନେ ନିଜର ସ୍ତ୍ରୀ କୁ ବହୁତ ଭଲ ପାଇଥାନ୍ତି ଓ ନିଜର ସ୍ତ୍ରୀ ର ଯତ୍ନ ନେଇଥାନ୍ତି । ନିଜର ସ୍ତ୍ରୀଙ୍କ ର ସବୁ କଥା ଶୁଣିଥାନ୍ତି ।

ତେଣୁ କିଛି ଲୋକ ଏମାନଙ୍କୁ ସ୍ତ୍ରୀର ଗୁଲାମ ବୋଲି ମଧ୍ୟ କହିଥାନ୍ତି । ତେବେ ସେହି ଭଳି କିଛି ପୁଅଙ୍କ ବିଷୟରେ ଆଜି ଆମେ କହିବୁ । ଏହି ନାମର ଅକ୍ଷରର ପୁଅ ମାନେ ବହୁତ ଭଲ କେୟାର କରିଥାନ୍ତି ନିଜର ସ୍ତ୍ରୀ ର । A ନାମ ର ପୁଅ – ଏମାନେ ନିଜର ସ୍ତ୍ରୀଙ୍କୁ ବହୁତ ଭଲ ପାଇଥାନ୍ତି ।

ତାଙ୍କ ସ୍ତ୍ରୀର ସମ୍ପୂର୍ଣ୍ଣ ଯତ୍ନ ନେଇଥାନ୍ତି । ତାଙ୍କର ସ୍ତ୍ରୀ ର ସବୁ କଥା ଶୁଣିଥାନ୍ତି । ତେଣୁ ଅନେକ ଲୋକ ଏମାନଙ୍କୁ ସ୍ତ୍ରୀ ର ଗୁଲାମ କହିଥାନ୍ତି । k ନାମ ର ପୁଅ – ଏମାନେ ନିଜର ସ୍ତ୍ରୀଙ୍କର ସବୁ କଥା ଶୁଣିଥାନ୍ତି । ନିଜର ସ୍ତ୍ରୀ ଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜର ସ୍ତ୍ରୀ କୁ ବହୁତ ମହତ୍ୱ ଦେଇଥାନ୍ତି ।

R ନାମର ପୁଅ – ଏମାନେ ଟିକେ ରାଗି ସ୍ଵଭାଵ ର ହୋଇଥାନ୍ତି । କିନ୍ତୁ ରାଗ ରେ ମଧ୍ୟ ନିଜର ସ୍ତ୍ରୀ ଙ୍କ ପ୍ରତି ଭଲ ପାଇବା କମେଇ ନ ଥାନ୍ତି । ସେମାନେ ଯେତେ ରାଗିଥିଲେ ମଧ୍ୟ ସ୍ତ୍ରୀ ପ୍ରତି କର୍ତ୍ତବ୍ୟ ରେ ହେଲା କରି ନ ଥାନ୍ତି ।

Leave a Reply

Your email address will not be published. Required fields are marked *