ଯେତେବେଳେ ଜଣେ ନାରୀ ଗର୍ଭବତୀ ହୋଇଥାଏ ତେବେ ଜାଣିବା ପାଇଁ ଆଗ୍ରହ ହୋଇଥାଏ କି ତାଙ୍କ ଗର୍ଭରେ ପୁଅ ନା ଝିଅ ରହିଛି । ଏମିତିରେ ନାରୀ ମାନେ ପୁଅ ନା ଝିଅ ଅଛି ତାହା କିଛି ମାତ୍ରାରେ ଜାଣିଥାନ୍ତି । କାରଣ ସେମାନେ ସେହି ଅନୁସାରେ ସ୍ଵାଗତ କରି ପାରିବେ । ଆମ ଦେଶରେ ଓ ବିଦେଶରେ ଏମିତି ମୁରବି ଅଛନ୍ତି ଯେଉଁମାନେ ଫେସ ରିଡିଂ ଓ ଲକ୍ଷଣ ଦେଖି ଜାଣି ପାରନ୍ତି କି ପୁଅ ନା ଝିଅ ହେବ । ଏହା ସବୁ କ୍ଷେତରେ ସଠିକ ସାବ୍ୟସ୍ତ ହୁଏ ନାହି । ଆଜି ଆମେ ଆପଣ ମାନଙ୍କୁ ଗର୍ଭରେ ପୁଅ ନା ଝିଅ ଅଛି ତାହା ଜାଣିବା ପାଇଁ କେଉଁ ଲକ୍ଷଣ ଦେଖାଯାଏ ସେହି ବିଷୟରେ କହିବାକୁ ଯାଉଛୁ ।
୧- ପେଟରେ ପୁଅ ନା ଝିଅ ଅଛି ତାହା ଜାଣିବା ପାଇଁ ଗର୍ଭବତୀ ମହିଳାଙ୍କ ପେଟର ଆକାର ଗୋଲ ଓ ବାହାରକୁ ଫୁଲିଥାଏ ତେବେ ପୁଅ ହେବାର ସମ୍ଭାବନା ରହିଥାଏ । ସେହିପରି ଯଦି ପେଟର ଆକାର ଚଉଡା ଓ ଗିଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।
୨- ଜେନେରାଲ ସାଇକୋଲୋଜି ଅନୁଯାୟୀ ଯେଉଁ ନାରିଙ୍କ ଗର୍ଭବତୀ ହେବାର ୩ ମାସ ଯାଏଁ ମିଞ୍ଜାସ ରେ ଦୁଖ ଅନୁଭବ ହୋଇଥାଏ ପରବର୍ତ୍ତୀ ୩ ମାସ ଯାଏଁ ଦୁଖ ଓ ଅନୁତାପ ଅନୁଭବ ହୋଇଥାଏ ତେବେ ହେବାକୁ ଥିବା ଛୁଆ ପୁଅ ହୋଇପାରେ । ଅନ୍ୟ କ୍ଷେତ୍ର ରେ ଗର୍ଭରେ ଝିଅ ଥିଲେ ଆମ ମାନେ ମେଳାମେଳା ଭାବନା ପ୍ରକାଶ କରିଥାନ୍ତି ।
୩- ଗର୍ଭବତୀ ସମୟରେ ଅନେକ ମହିଳା ପ୍ରଚୁର ଖାଦ୍ୟ ଖାଇଥାନ୍ତି ତ ଆଉ କିଛି ଖାଦ୍ୟ କୁ ଦେଖିଲେ ମାତ୍ରେ ଘୃଣା କରିଥାନ୍ତି । ସାଧାରଣତ ଏହି ପରିବର୍ତ୍ତନ ଗହରେ ଥିବା ଛୁଆର ଲିଙ୍ଗ ଉପରେ ଜଣା ପଡିଥାଏ । ଏକ ଗବେଷଣାରୁ ଜଣା ଯାଇଛି ଯେ ଯେଉଁ ମହିଳା ମାନଙ୍କୁ ଖାଦ୍ୟ ରେ ଘୃଣା ଭାବ ବା ଖାଇବା ପରେ ବାନ୍ତି ଅଧିକ ହୋଇଥାଏ ସେମାନଙ୍କର ପୁଅ ହୋଇପାରେ । କାରଣ ଗବେଷଣାରୁ ଜଣା ପଡିଛି ଯେ ଗୋଟେ ଝିଅର ଭୃଣ ଅପେକ୍ଷା ପୁଅର ଭ୍ରୁଣ ଅଧିକ ଅସୁରକ୍ଷିତ ହୋଇଥାଏ । ତେଣୁ ତାକୁ ସୁରକ୍ଷା ଦେବାର ଅଧିକ ଆବଶ୍ୟକତା ଥାଏ ।
୪- ଖାଇବା ସୋଡାର ବ୍ୟବହାର କରି ମଧ୍ୟ ଆପଣ ଗଭରେ ଥିବା ଶିଶୁ ପୁଅ ନା ଝିଅ ଜାଣି ପାରିବେ । ଏଥିପାଇଁ ଗୋଟିଏ ପାତ୍ରରେ ସକାଳର ପ୍ରଥମ ପରିସ୍ରା ନେବେ । ତିରେ ଗୋଟିଏ ଚାମଚ ବେକିଙ୍ଗ ସୋଡା ପକାଇବେ । କୁହାଯାଏ ଯଦି ବେକିଙ୍ଗ ସୋଡା ପକାଇବା ପରେ ପରିସ୍ରାରେ ଫେଣ ବା ଫୋଟକା ହେବାକୁ ଲାଗେ ତେବେ ଗହରେ ଝିଅ ଅଛି । ଯଦି ସୋଡା ପକାଇବା ପରେ କିଛି ପରିବର୍ତ୍ତନ ହୁଏ ତେବେ ପୁଅ ହୋଇପାରେ ।
୫- ଗର୍ଭବତୀ ମହିଳା ଅଧିକ ମିଠା ଖାଇଲେ ଝିଅ ହେବାର ସମ୍ଭାବନା ରହିଥାଏ । ଯଦି ଖଟା, ଚଟପଟା, ଲୁଣୀ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ପୁଅ ହୋଇପାରେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।