ପିରିୟଡ ହେବାର କେତେ ଦିନ ପରେ ସମ୍ବନ୍ଧ ରଖିଲେ ସ୍ତ୍ରୀ ଗର୍ଭବତୀ ହୋଇଥାଏ ! ଏହା ସହ ଆହୁରି Anuchinta

ଯେଉ ଲୋକର ସ୍ତ୍ରୀ ଥାଇ ପର ସ୍ତ୍ରୀ ସହ ସମ୍ପର୍କ ରଖେ । ସେହି ନାରୀକୁ ଚରିତ୍ରହୀନା କୁହାଯାଏ । ଯେଉ ପୁରୁଷ ନିଜ ସ୍ତ୍ରୀ ବା ପର ସ୍ତ୍ରୀ କୁ ଅ-ତ୍ୟା-ଚା-ର କରେ ସେହି ପୁରୁଷ ଙ୍କର ପୁରୁଷତ୍ଵ ନଷ୍ଟ ହୋଇଥାଏ । ଯେଉ ପୁରୁଷ ଅନ୍ୟଠାରେ ସ୍ତ୍ରୀ ର ନିନ୍ଦା କରେ ତାର ଅର୍ଥହାନି ହୋଇଥାଏ । ଋତୁଶ୍ରାବାର ପଞ୍ଚମ ଦିନ, ସପ୍ତମ ଦିନ ,ଏକଦଶ ଦିନ ସମ୍ବନ୍ଧ ରଖିଲେ ନାରୀ ଗର୍ଭବତୀ ହୁଏ । ହେଲେ କନ୍ୟା ସନ୍ତାନ ଜାତ ହୁଏ ।

ଋତୁଶ୍ରବର ଅଷ୍ଟମ ,ଦଶମ ,ତ୍ରୟୋଦଶ ,ଚତୁର୍ଦଶ ,ପଞ୍ଚଦଶ ନାରୀ ଗର୍ଭବତୀ ହେଲେ ପୁତ୍ର ସନ୍ତାନ ଜାତ ହୁଏ ।ଯେଉ ପୁରୁଷ ବିବାହ ପରେ କୁଳଧର୍ମ ରକ୍ଷା କରେ ବା ଭଲ କାମ କରେ । ସେହି ପୁରୁଷ ଙ୍କୁ ସର୍ବ ଦେବା ଦେବୀ ଅଭୟ ବର ପ୍ରଦାନ କରନ୍ତି । ଯେଉ ପୁରୁଷ ସର୍ବଦା ସ୍ତ୍ରୀ ସହ ସମ୍ପର୍କ ରଖିବାକୁ ଚାହେ ସେହି ପୁରୁଷର ବଳ କ୍ଷୟ ହୁଏ । ଯେଉ ପୁରୁଷ ବୀନା କାରଣରେ ନିଜ ସ୍ତ୍ରୀ ବା ପିଲାଙ୍କ ସହ ହଇରାଣ କରେ ସେ ପୁରୁଷ ଜନ୍ମ ଜନ୍ମାନ୍ତର ପାଇ ନପୁରୁଷକ ହୋଇ ଜନ୍ମ ନେଇଥାନ୍ତି ।

ନାରୀ ଯଦି ଘର କଥାକୁ ବାହାରେ ପ୍ରକାଶ କରେ ତେବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଆସନ୍ତି ସୃଷ୍ଟି ହୁଏ । ଯେଉ ନାରୀ ନିଜ ସ୍ଵାମୀ କି ଛାଡି ଅନ୍ୟ ପୁରୁଷଙ୍କୁ ଭଲପାଏ । ସେହି ନାରୀ ର ଜୀବନରେ ବହୁତ ଯନ୍ତ୍ରଣା ରେ କଟେ ବା ମାରିବା ଶୟରେ ଶରୀରରୁ ଦୁର୍ଗନ୍ଧ ବାହାରେ ।  ଯେଉ ସ୍ତ୍ରୀ ସ୍ଵାମୀ କୁ ଦେବତା ପାଇ ମାନେ ସେହି ସ୍ତ୍ରୀର ବଂଶ ଓ ପାରିବର କୁ ସବୁ ଦେବାଦେବୀ ସହାୟ ହୁଅନ୍ତି । ଯେଉ ନାରୀ ଅନ୍ୟ ସନ୍ତାନକୁ ପର ଭାବି ଅମଙ୍ଗଳ ଚିନ୍ତା କରିଥାଏ ।

ତ ନିଜ ସନ୍ତାନର କ୍ଷତି ହୋଇଥାଏ । ଯେଉ ନାରୀ ବୀନା କାରଣରେ ସର୍ବଦା ରାଉରାଉ ହୋଇଥାଏ । ପର ଜନ୍ମରେ କୁକୁର ଜନ୍ମ ପାଇଥାଏ । ଯେଉ ସ୍ତ୍ରୀ ର ପର ପୁରୁଷ ସହ ଖରାପ ସମ୍ପର୍କ ଥାଏ ତାର ମରିବା ପରେ ସେ ପେଚାଷୁଣୀ ହୋଇଥାଏ । ଯେଉ ବ୍ୟକ୍ତି ସମ୍ପର୍କୀୟ ବା ଗୁରୁଜନଙ୍କୁ ବଳତ୍କାର କଲେ ବ୍ରହ୍ମହତ୍ୟା ଦୋଷ ଲାଗିଥାଏ । ପର ଜନ୍ମରେ ନର୍କ ଭୋଗ କରିଥାନ୍ତି । ରାତିରେ ଦହି ଖାଇଲେ ବା ପରିଶ୍ରମ କାଲେ କିମ୍ବା ଦିନ ସମୟରେ ମୈଥୁନ କାଲେ ଆୟୁଷ କମି ଯାଏ ।

ସନ୍ଧ୍ଯା ସମୟରେ ମୈଥୁନ କଲେ , ଖାଇଲେ , କୁକଥା ହେଲେ ରୋଗରେ ପଡିବେ । ଏହା ଦ୍ଵାରା ଦେବତା ଓ ପୂର୍ବ ପୁରୁଷ ଆସନ୍ତି ହୁଅନ୍ତି । ଯେଉ ପୁରୁଷ  ପର ସ୍ତ୍ରୀ ,ପରନାରୀ , ପରଝିଅ , ବୋହୁଙ୍କୁ ସଙ୍ଗମ କରେ ସେ ସତ ଜନ୍ମ ପାଇ ନର୍କ ଭୋଗ କରେ । ଯେଉ ନାରୀ ସର୍ବଦା ସ୍ଵାମୀ ମନରେ ଦୁଃଖ ଦେଇଥାଏ । ସେ ପରିବାରରେ ଅସାନ୍ତି ,ନାନାଦି ବାଧାବିଗ୍ନ ଆସିଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ ତ ଲାଇକ ,କୋମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *