ପେଟରେ ଥିବା ଛୁଆ ପୁଅ ନା ଝିଅ, ଜାଣନ୍ତୁ ଏହି 6ଟି ଉପାୟରେ – Pregnancy Tips

ଯେତେବେଳେ ମହିଳା ଗର୍ଭବତୀ ହୋଇଥାଏ ତାଙ୍କର ଜାଣିବା ପାଇଁ ଆଗ୍ରହ ହୋଇଥାଏ ଯେ ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନା ଝିଅ । ଆମ ଦେଶରେ ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ । ତଥାପି ପ୍ରତେକ ନାରୀ ମାନେ ନିଜର ପୁଅ ବା ଝିଅ ଜାଣିବାକୁ ଇଚ୍ଛା କରିଥାନ୍ତି । କିନ୍ତୁ ଆମ ଗୁରୁଜନ ମାନେ ଏମିତି କିଛି କଥା କହିଛନ୍ତି ଯେଉଁଥିରୁ ଜଣା ପଡିବ କି ଗର୍ଭରେ ପୁଅ ବା ଝିଅ ରହିଛି । ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଜଣା ପଡିବ ଗର୍ଭରେ ପୁଅ ନା ଝିଅ ରହିଛି ।

୧- ପେଟର ଆକାର : ପେଟରେ ପୁଅ ନା ଝିଅ ଅଛି ଜାଣିବା ପାଇଁ ପେଟର ଆକାର ଉପରେ ଧ୍ୟାନ ଦିଅନ୍ତୁ । ଗର୍ଭବତୀ ନାରୀର ପେଟର ଆକାର ଗୋଲ ଓ ବାହାରକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ହୋଇଥାଏ । ସେହିପରି ପେଟର ଆକାର ଚଉଡା ଓ ଗୋଲେଇ ଅଛି ତେବେ ଝିଅ ହେବାର ଲକ୍ଷଣ ହୋଇଥାଏ ।

୨- ମିଞ୍ଜାସରେ ପରିବର୍ତ୍ତନ : ଜେନେରାଲ ସାଇକୋଲୋଜିରେ କରାଯାଇଥିବା ଏକ ଗବେଷଣାକୁ ଆଧାର କରି କୁହାଯାଇଛି କି ଯେଉଁ ନାରୀର ଗର୍ଭବତୀ ହେବାର ପ୍ରଥମ ୩ ମାସରେ ଦୁଖ ଅନୁଭବ ବା ପରବର୍ତ୍ତି ସମୟରେ ଅଧିକାଂଶ ସମୟରେ ଦୁଖ ଓ ଅନୁତାପ ଅନୁଭବ ହୋଇଥାଏ ତେବେ ପୁଅ ହେବାର ଲକ୍ଷଣ ହୋଇଥାଏ । ଅନ୍ୟ ପକ୍ଷରେ ପେଟରେ ଝିଅ ଥିଲେ ମା ମାନେ ମେଳାମେଳା ଭାବନା ପ୍ରକାଶ କରିଥାନ୍ତି ।

୩- ଖାଦ୍ୟରୁ ଘୃଣା ହେବା : ଗର୍ଭବତୀ ସମୟରେ ଅନେକ ମହିଳା ପ୍ରଚୁର ପରିମାଣରେ ଖାଦ୍ୟ ହାଇଥାନ୍ତି । ଆଉ କେତେକ ମହିଳାଙ୍କୁ ଖାଦ୍ଯର ଘୃଣା ହୋଇଥାଏ । ଗବେଷଣାରୁ ଜଣା ଯାଇଛି କି ଯେଉଁ ମହିଳାଙ୍କୁ ଖାଦ୍ଯରେ ଘୃଣା ଭାବ, ଖାଇବା ପରେ ବାନ୍ତି ସମସ୍ଯା ବେସୀ ହୋଇଥାଏ ପୁଅ ହେବାର ଲକ୍ଷଣ ହୋଇଥାଏ ।

୪- ବେକିଙ୍ଗ ସୋଡା ଟେଷ୍ଟ : ଆପଣ ବେକିଙ୍ଗ ବା ଖାଇବା ସୋଡାର ଟେଷ୍ଟ କରି ଗର୍ଭରେ ଥିବା ପିଳାର ଲିଙ୍ଗ ନିରୂପଣ କରିପାରିବେ । ଏଥିପାଇଁ ଗୋଟେ ପାତ୍ରରେ ସକାଳର ପ୍ରଥମ ପରିସ୍ରା ନେବେ । ଏଥିରେ ଗୋଟେ ଚ୍ମାଚ ବେକିଙ୍ଗ ସୋଡା ପ୍କାଇବେ । କୁହାଯାଏ ଯଦି ବେକିଙ୍ଗ ସୋଡା ପରିସ୍ରାରେ ପକାଇବା ପରେ ଫେଣ ବା ଫୋଟକା ହେବାକୁ ଲାଗେ ତେବେ ଗର୍ଭରେ ଝିଅ ଅଛି । ଯଦି ବେକିଙ୍ଗ ସୋଡା ପକାଇବା ପରେ କିଛି ପରିବର୍ତ୍ତନ ନ ଆସିଲା ତେବେ ଗର୍ଭରେ ପୁଅ ହୋଇଥାଏ ।

୫- ଚଟପଟା ବା ମିଠା ଖାଇବାର ଇଚ୍ଛା : ଗର୍ଭବତୀ ସମୟରେ ନାରୀଙ୍କୁ ଅଧିକ ମିଠା ଖାଇବାକୁ ଇଚ୍ଛା ହେଲେ ଗର୍ଭରେ ଝିଅ ରହିଥାଏ । ଅଧିକ ଖଟା, ମସାଲା ଖାଦ୍ୟ, ଲୁଣୀ ବା ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହେଲେ ପୁଅ ହେବର ଲକ୍ଷଣ ହୋଇଥାଏ ।

୬- ଗର୍ଭବତୀ ମହିଳାଙ୍କ ଫେସରେ ବ୍ରଣ ହେଲେ ପୁଅ ହେବାର ଲକ୍ଷଣ ହୋଇଥାଏ । ମହିଳାଙ୍କ ରୂପରେ ନିଖାର ଆସିଥାଏ ଝିଅ ହେବାର ଲକ୍ଷଣ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *