ପ୍ରକୃତରେ ଇଶ୍ଵର କିଏ ? ସେ କେଉଁଠି ଅଛନ୍ତି ସମସ୍ତେ ଜାଣିବା ଆବଶ୍ୟକ

ଆମେ ଜାଣିଛୁ କି ଆମେ ଭଗବାନ ଙ୍କୁ ପୂଜା କିଭଳି କରିଥାଉ । କିନ୍ତୁ ଆଜି ଆମେ କହିବା କି ଭଗବାନ ଅଛନ୍ତି କି ନାଇ । କିଛି ଲୋକମାନେ ନିଜ କଥା ରେ ବେଳେ କହିଥାନ୍ତି କି ଭଗବାନ ନାହାଁନ୍ତି ଏହାର କାରଣ ହେଉଛି କି ହୁଏତ ସେମାନଙ୍କ ମନରେ ଏହି ଭଳି କିଛି ରହିଜାଇ ଥାଏ । ଆଜି ଆମେ ଯଦି ଟିକେ ସଚେତନ ହୋଇକି କାମ କରୁଛୁ ତେବେ ଆମ ବାପା ମା ଙ୍କ ଆଦର୍ଶ ଆମ ଆଗକୁ ଯାଇ ଥାଏ ସେମାନେ ଏକ ଭଳି ଆମର ଭଗବାନ ହୋଇଥାନ୍ତି ।

ଆଜି ଆମେ କହିବା କି ଭଗବାନଙ୍କୁ କିଛି ଲୋକମାନେ ଭଲ ଭାବେ ଜାଣି ନଥାନ୍ତି । ଆମେ ଯଦି ସେମାନଙ୍କୁ ଏହା ବିଷୟରେ ଜଣାଇବା କିମ୍ବା ଭଲ ଭାବେ ଯଦି ଆମେ ଏହାକୁ ବୁଝାଇବା ତେବେ ସବୁ ବେଳେ ସେମାନେ ମଧ୍ୟ ଏହାକୁ ବିଶ୍ଵାଶ କରିନେବେ । ଏହି ଜୀବନର ଅମୂଲ୍ୟ ଶିକ୍ଷା ଆମ କୁ ସତ ମାର୍ଗରେ ନେଇ ଯାଇଥାଏ ।

ଆମେ ଆଜି ଜାଣିବା କି କଣ କଣ ଆମ ଭୁଲ ଅଛି । ଆମେ ସବୁ ବେଳେ ଯୁଗ ଯୁଗ ଧରି ଆମେ ଭଗବାନ ଙ୍କୁ ଖୋଜିବା ପାଇଁ ଲାଗିଛୁ । କିନ୍ତୁ କିଛି ଜଣଙ୍କୁ ଏହା ମିଳିଥିବା ବେଳେ କିଛି ଜଣଙ୍କୁ ଏହା ମିଳି ନଥାଏ । ଆଜି ଆମେ ଏକ କାହାଣୀ ମାଧ୍ୟମରେ ଜାଣିବା । ଦିନେ ଏକ ରାଜା ନିଜର ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବହୁଜାଗା ଖୋଜିବେ ।

ଦିନେ ସେ ଏକ ସାଧୁଙ୍କୁ ଭେଟିଲେ ସେ ଶାଧୁଙ୍କୁ ସେଇ ଭଳି ପ୍ରଶ୍ନ କରିଥିଲେ ଏହା ପରେ ସାଧୁ କହିଲେ ଆପଣ ଏହାକୁ ଏକା ଜାଣିବା ପାଇଁ ଚାହିଁବେ କିମ୍ବା ସବୁଙ୍କ ଆଗରେ ଜାଣିବା ପାଇଁ ଚାହିଁବେ । ରାଜା ଚିନ୍ତା କଲେ କି ସବୁଙ୍କ ଆଗରେ ଜ୍ଞାନ ମିଳିଲେ ସବୁଠାରୁ ଭଲ ହୋଇ ଥାଏ କାରଣ ଯଦି ସବୁ ଏହା ଜାଣିଯିବେ କି ଭଗବାନ କେଉଁ ଜାଗାରେ ଅଛନ୍ତି ଓ କାହା ସାହାଯ୍ୟରେ ଆମେ ତାଙ୍କୁ ପାଇ ପାରିବା ।

ସାଧୁ କହିଲେ କି ସଭାର ଆୟୋଜନ କରିବା ପରେ ଆପଣ ମତେ ଏହା ଜଣାଇବେ । ଏହା ର କିଛି ଦିନ ପରେ ଶାଧୁ ଗଲେ ଓ କହିଲେ କି ରାଜନ ଆପଣ ସ୍ଵର୍ଣ୍ଣ ର ମୁଦ୍ରା ଦିଅନ୍ତୁ ଓ ଏହାକୁ ଗଣିବେ । ଏହା ପରେ ରାଜା କାଢିବାକୁ ଲାଗିଲେ ଓ ଗଣିବା ପାଇଁ ମଧ୍ୟ ଲାଗିଲେ ।

କିନ୍ତୁ ସାଧୁ କହିଲେ କି ଏହା କିଭଳି ହୋଇ ପାରେ ଆପଣ ହାତରେ ତ ଏକ ସ୍ଵର୍ଣ୍ଣ ମୁଦ୍ରା ଧରି ଛନ୍ତି ତେବେ ଆପଣ କିଭଳି ଅନ୍ୟ ସଂଖ୍ୟା କହୁଛନ୍ତି । ରାଜା କହିଲେ ଏହି ଭଳି ହେଲେ ମୁ କେବେହେଲେ ଗଣିପାରିବିନି । ସାଧୁ କହିଲେ ସେହି ଭଳି ଭଗବାନ ଙ୍କୁ ଯିଏ କେହିଭି ନିଜ ହିସାବରେ ଦେଖିଲା ସେହି ଭଳି ନାମ ଦେଲା । ତେଣୁ ଭଗବାନ ଏକ । ଏହାଙ୍କୁ ଆମେ କିଭଳି ପାଇବା ।

ଆପଣ ମୋତେ କିଛି ଖାଇବା ପାଇଁ ଦିଅନ୍ତୁ । ରାଜା କିଛି କ୍ଷୀର ଆଣିକି ଦେଲେ ଖାଇବା ପାଇଁ ଦେଲେ । ଏହା ପରେ ସେ କ୍ଷୀର ରେ ଆଙ୍ଗୁଳି ରେ ହାତ ବୁଲାଇଲେ । ଏହା ପରେ ରାଜା ପଚାରିଲେ କି ଆପଣ କଣ ପାଇଁ ଏହି ଭଳି କରୁଛନ୍ତି ।

ସାଧୁ କହିଲେ କି ଏହା ମଧ୍ୟରେ ଘିଅ ମଧ୍ୟ ଅଛି ଯଦି ଏହା ସାହାଯ୍ୟରେ ମୁ ଏହାକୁ ଖାଇ ନେବି ଏହା କିଭଳି ସମ୍ଭବ ହୋଇଥାଏ ବୋଲି ରାଜା ପଚାରିଲେ ଏହା ପାଇଁ ଏକ ପ୍ରକାର ପ୍ରଣାଳୀ ଅଛି । ସାଧୁ କହିଲେ ଏହା ଉତ୍ତର ଅଟେ କି ଯଦି ଆପଣ ଭଲ ଭାବେ ପୂଜା କରିବେ ତେବେ ଆପଣ ନିଶ୍ଚିତ ଭାବେ ଭଗବାନ ଙ୍କୁ ପାଇବେ । ଏହା ପରେ ରାଜା ସାଧୁ ଙ୍କ ଗୋଡତଳେ ପଡିଗଲେ ।

Leave a Reply

Your email address will not be published. Required fields are marked *