ପୁରୁଷମାନଙ୍କର ଯୌନ ରୋଗର ପ୍ରତିକାର ଜାଣନ୍ତୁ- Ajira Anuchinta

ନମସ୍କାର ବନ୍ଧୁଗଣ, ଯଦି ଆପଣଙ୍କର ସନ୍ତାନ ସମ୍ଭବ କରିବାର ଶକ୍ତି ହ୍ରାସ ପାଇଛି ବା ଆପଣ ସକ୍ଷମ ନୁହନ୍ତି, ତଥାପି ଅନେକ ପୁରୁଷ ଲଜ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ନେଉନାହାନ୍ତି । ତେଣୁ ଗୋଟେ ଛୋଟ ଅସୁବିଧା ମଧ୍ୟ ବଡ ରୂପ ନେଇଯାଏ ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବୁ କେଉଁ ଭଳି ପୁରୁଷ ମାନେ ଘରେ ବସି ଯୌନାଙ୍ଗର ଉପଚାର କରିବେ ଜାଣନ୍ତୁ ।

ବୟସ ଅଧିକ ହେଲେ କିମ୍ବା ଡାଇବେଟିସ ହେଲେ, ବା ବ୍ଲଡ ପ୍ରେସର ହେଲେ ବା ଶରୀର ଦୁର୍ବଳ ହେଇଯାଉଥିଲେ ସନ୍ତାନ ସମ୍ଭବ କରିବାର ଶକ୍ତି ହ୍ରାସ ପାଇଯାଉଥିଲେ, ଯେଉଁଥିପାଇଁ ଆପଣଙ୍କ ସ୍ତ୍ରୀ ବା ଧର୍ମ ପତ୍ନୀ ଅସନ୍ତୁଷ୍ଟ । ଆପଣ ଜାଣୁଛନ୍ତି ଆପଣଙ୍କ ଦୁର୍ବଳତା କଣ ଏବଂ ବିକାର କେଉଁଠି ଅଛି । ଯଦି ଏହିସବୁ ଅସୁବିଧା ହେଉଅଛି ତେବେ ଗୋଟିଏ ଉପାୟ ନିଶ୍ଚୟ କରିବେ । ତାହା ହେଉଛି ଯେତେବେଳେ ପାଣି ପିଇବେ ଟିକେ ଉଷୁମ ପାଣିରେ ସେଥିରେ ମହୁ ଟିକେ ଗୁଡ ଟିକେ ପକାଇ ୬ ମାସ ଆପଣ ପ୍ରୟୋଗ କରନ୍ତୁ ।

ଏବଂ ଗୋଟିଏ ଲେଖା ଲବଙ୍ଗ ପାଟିରେ ପକାନ୍ତୁ । ଏହା କଲେ ରୋଗ ସମ୍ପୂର୍ଣ ରୂପେ ଶେଷ ହୋଇଯିବ । ଆପଣ ଯଦି ଅଧିକ ପରିମାଣରେ ମାଛ ମାଂସ ଅଣ୍ଡା ଖାଉଛନ୍ତି ତେବେ ଆପଣ ସମ୍ପର୍କ ରଖିଲା ବେଳେ ଶୀଘ୍ର ଆପଣଙ୍କ ଇଚ୍ଛା ପୂର୍ଣ ହୋଇଯିବ । ଯାହାଦ୍ୱାରା ଆପଣଙ୍କ ସାଥି ଆପଣଙ୍କ ଉପରେ ସବୁବେଳେ ଅସନ୍ତୁଷ୍ଟ ରହିବେ ଏବଂ ଦୂରେଇଯିବେ । ତେଣୁ ଟିକେ ଏସବୁ ଅମିଶ ଖାଦ୍ୟ ଖାଇବା କମ କରନ୍ତୁ । ଯଦି ଆପଣଙ୍କର ଏସିରିଟି ସମସ୍ୟା ଅଛି ତେବେ ତାକୁ ପ୍ରଥମେ ଦୂର କରନ୍ତୁ ।

ଶୀତଳ ଜଳରେ ସନ୍ଧ୍ଯା ସମୟରେ ଆଉଥରେ ସ୍ନାନ କରିନିଅନ୍ତୁ । ଏହାର ଉପଚାର ପାଇଁ ଘରୋଇ ପ୍ରକ୍ରିୟା ମଧ୍ୟ ରହିଛି । ଯୌନ ଅକ୍ଷମତାର କାରଣ ଗୁଡିକ ହେଉଛି, ଅତ୍ୟଧିକ ମଦ୍ୟପାନ କରିବା, ଜୀବନ ଶୈଳୀ ରେ ପରିବର୍ତ୍ତନ, ଅଧିକ ଆମିଷ ଖାଇବା, ମାନସିକ ଚିନ୍ତା ଓ ଠିକ ସମୟରେ ନ ଖାଇଲେ ଏବଂ ଅତ୍ୟଧିକ ଫାଷ୍ଟଫୁଡ ଖାଇବା । ଏବଂ ଯଦି ଆପଣ ଡେରିରେ ବିବାହ କରିଥାନ୍ତି ତେବେ ମଧ୍ୟ ଅସୁବିଧା ଦେଖା ଦେବ ।

ଏହିସବୁର ନିରାକରଣ ଗୁଡିକ ହେଉଛି, ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ । ଫାଷ୍ଟଫୁଡ ଖାଇବା କମ କରନ୍ତୁ । ଉଚିତ ସମୟରେ ବିବାହ କରନ୍ତୁ । ଏବଂ କ୍ଷୀର ଘିଅ ଖାନ୍ତୁ । କୌଣସି କାରଣ ପାଇଁ ଚିନ୍ତା ନେଉଥିଲେ ବା ଅତ୍ୟଧିକ ଟେନସନରେ ଥିଲେ ମଧ୍ୟ ଏହା ହୋଇଥାଏ । ତେଣୁ ଅଯଥାରେ ବେଶି ଚିନ୍ତା କରନ୍ତୁ ନାହିଁ ।

ସବୁବେଳେ ଚେଷ୍ଟା କରନ୍ତୁ ନିଜ ଦେହକୁ ସୁସ୍ତ ରଖିବା ପାଇଁ । ଏହା ଫଳରେ ଆପଣଙ୍କର ସବୁକିଛି ଠିକ ହିଁ ରହିବ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ । ଆଶା କରୁଛି ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ । ଧନ୍ୟବାଦ

Leave a Reply

Your email address will not be published. Required fields are marked *