ପୁଅ ପ୍ରେମ(Love) କରୁଛି କି ନାହିଁ ଜାଣନ୍ତୁ ଏହି 3 ଟି ଇସାରାରୁ- Love Tips

ବନ୍ଧୁଗଣ ପ୍ରେମ ଜୀବନରେ ପ୍ରତେକ ମଣିଷ କରିଥାଏ । କିନ୍ତୁ ଅନେକ ସମୟରେ ପ୍ରେମ କରୁଥିବା ପୁଅ ବା ଝିଅ ନିଜେ ଜାଣିପାରନ୍ତି ନାହି କି ଅପର ପକ୍ଷେ ତାଙ୍କୁ ପ୍ରେମ କରୁଛନ୍ତି କି ନାହି । ଖାସ କରି ଝିଅମାନେ ଜାଣିପାରନ୍ତି ନାହି ଆଉ ସନ୍ଦେହରେ ରହିଥାନ୍ତି କି ସେମାନେ ଯାହାକୁ ପସନ୍ଦ କରୁଛନ୍ତି କଣ ସେ ପୁଅ ବି ତାଙ୍କୁ ପସନ୍ଦ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ୩ଟି ଇସାରା ବିଷୟରେ କହିବାକୁ ଯାଉଛି ଯାହା ପୁଅ ମାନେ ଦେଇଥାନ୍ତି ଆଉ ଜଣା ପଡିଥାଏ ସେମାନେ ଝିଅଙ୍କୁ ଭଲ ପାଉଛନ୍ତି କି ନାହି । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ ।

୧- ପ୍ରଥମ ଇସାରା ଟି ହେଉଛି ଯେବେ ପୁଅ ଆପଣଙ୍କ ଆଗକୁ ଆସିବେ ନିଜକୁ ଭଲ ହେବାର ଦେଖାଇ ହେବେ ବା ହିରୋ ହୋଇକି ଆସିବେ । ପୁଅ ଦେଖିବାକୁ ଯେମିତି ହୋଇଥାଉ ନା କାହିଁକି କିନ୍ତୁ ସେ ନିଜକୁ ସୁନ୍ଦର ମନେ କରୁଥିବା ଆଉ ଭଲ କପଡା ପିନ୍ଧିବା ସହ ହେୟାର ଷ୍ଟାଇଲ ଏତେ ଜବରଦସ୍ତ କରିଥିବ । ପୁଅଟି ଆପଣଙ୍କ ଆଗରେ ଆସି ନିଜକୁ ଭଲ ହେବାର ଦେଖାଇ ହେବ । ଏହା ଛଡା ପୁଅଟି ଦୁନିଆ ବିଷୟରେ କିଛି ଭଲ ମନ୍ଦ କହିବ । ଯଦି ଆପଣଙ୍କ କ୍ଷେତ୍ରରେ ଏମିତି କିଛି ହେଉଛି କି ପୁଅଟି ନିଜକୁ ଭଲ ହେବାର ଦେଖାଉଛି ଯାହା ପାଇଁ ଆପଣ ତା ଆଡକୁ ଆକର୍ଷିତ ହେଉଛନ୍ତି ତେବେ ଜାଣିବେ ସେ ଆପଣଙ୍କୁ ଲାଇକ କରୁଛି ।

୨- ଦ୍ଵିତୀୟ ଇସାରା ଟି ହେଉଛି ଯଦି ପୁଅଟି ଝିଅକୁ ଭଲ ପାଉଥିବା ତେବେ କିଛି ନା କିଛି ବାହାନାରେ ସାହାଜ୍ଯ କରିବାକୁ ଆଗେଇ ଆସିବ । କାରଣ ଯାହା ବି ହୋଇଥାଉ ନା କାହିଁକି ସେ ନିଶ୍ଚୟ ସାହାଜ୍ଯ କରିବ । ପୁଅ ପାଖରେ ଝିଅ ମାଗିଥିବା ଜିନିଷ ନ ଥିଲେ ବି ସେ କେଉଁ ଠାରୁ ବି ଆଣିକି ଦେବ । କାରଣ ପୁଅଟି ଝିଅକୁ ଖୁସି କରିବାକୁ ଚାହୁଛି ବୋଲି ଜଣ ପଡିବ । ପୁଅଟି ଝିଅକୁ କେବେ କୌଣସି କଥାରେ ନାହି କହିବ ନାହି । ଯଦି ଏପରି କିଛି ସ୍ଥିତି ହେଉଥାଏ ତେବେ ଜାଣିବେ ପୁଅ ଝିଅକୁ ଲାଇକ କରୁଛି ।

୩- ତୃତୀୟ ଇସାରାଟି ହେଉଛି ପୁଅ ଝିଅକୁ ପସନ୍ଦ କରୁଥିଲେ ଲୁଚି ଲୁଚି ଦେଖିବ ଓ ଝିଅକୁ ନୋଟିସ କରିବ ସେ କାହା ସହ କଥା ହେଉଛି କଣ କରୁଛି କେମିତି କପଡା ପିନ୍ଧୁଛି । ଏମିତି ଅନେକ ପ୍ରକାରର କଥା ପୁଅ ଝିଅ ଉପରେ ନୋଟିସ କରିବ । ଯଦି କୌଣସି ପୁଅ ଏମିତି ହରକତ କରିବାର ଦେଖୁଛନ୍ତି ବା ପୁଅଟି ଲୁଚି ଲୁଚି ନଜର ରଖୁଛି ତେବେ ଜାଣିବେ ସେ ଝିଅକୁ ଲାଇକ କରୁଛି ।

ଏମିତି କିଛି ପୁଅ ଅଛନ୍ତି ଯେଉଁ ମାନେ ହିରୋ ହେବାକୁ ଚେଷ୍ଟା କରନ୍ତି ଆଉ ଆଖି ସହ ଆଖି ମିସାଇଥାନ୍ତି । କିନ୍ତୁ ଏମାନେ ସଚ୍ଚା ପ୍ରେମ କରନ୍ତି ନାହି । କାରଣ ସଚ୍ଚା ପ୍ରେମ କରୁଥିବା ପୁଅ କେବେ ଆଖିରେ ଆଖି ମିଶାଇପାରିବ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *