ପୂଜାଘରେ କେବେବି ଧୂପକାଠି ଜାଳନ୍ତୁ ନାହିଁ- Ajira Anuchinta

ନମସ୍କାର ବନ୍ଧୁଗଣ । ଆଜି ଆମେ ଧୂପ କାଠି ବିଷୟରେ ଆଲୋଚନା କରିବା । କେଉଁ କାରଣରୁ ଆମେ ଠାକୁର ଘରେ ଧୂପ କାଠି ଜାଳିବା ନାହି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସନାତନ ଧର୍ମରେ ଧୂପ କାଠିକୁ ସମ୍ପୂର୍ଣ ଭାବରେ ବର୍ଜନ କରାଯାଇଛି । ଆପଣ ମାନେ ଜାଣିଥିବେ ମଣିଷ ମାଲା ପରେ ତାଙ୍କର ଶବକୁ ବାଉଁଶରେ ଜାଳୁ ନାହି । ତେଣୁ ଆମେ କିପରି ଭାବରେ ଠାକୁରଘରେ ପୂଜା ସମୟରେ ଆମେ ଧୂପକାଠି ଲଗାଇବା । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ବାଉଁଶ କୁ ଜଳିବା ମନା କରାଯାଇଅଛି ।

ଆମେ ଯଦି ଧୂପକାଠି ଠାକୁରଙ୍କ ପାଖରେ ଜାଳିବା ତାହାଲେ ଆମକୁ ପିତୃଦୋଷ ଲାଗିଥାୟ । ଆପଣ ଜାଣିଥିବେ ଶାସ୍ତ୍ରରେ କୌଣସି ଜାଗାରେ ବି ଧୂପକଠି ଠାକୁରଙ୍କ ପାଖରେ ଜାଳିବା ଲେଖାଯାଇନାହି । କିନ୍ତୁ ସବୁ ଜାଗାରେ ଲେଖା ଅଛି ଧୂପ ଜାଲନ୍ତୁ । ବନ୍ଧୁଗଣ ଆପଣ ଜାଣିଥିବେ ଧୂପକାଠି ରସାୟନିକ ପଦାର୍ଥରୁ ତିଆରି ।

ଯଦି ଆମେ କେମିକାଲ ରସାୟନିକ ପଦାର୍ଥ ଓ ବାଉଁଶ କୁ ମିଶାଇ ଜଳିବା ତାହାଲେ ଭାଗବାନ କେବେବି ପ୍ରସନ୍ନ ହୋଇନଥାନ୍ତି । ବନ୍ଧୁଗଣ ଆପଣ ଜାଣିଥିବେ ପୁରୁଣା ଯୁଗର ଲୋକ ମାନେ କୁହନ୍ତି ବାଉଁଶ ଜାଲିଲେ ବଉଁଶ ଜଲିଜାୟ । ଆପଣ ମାନେ ଜାଣିଥିବେ ଧୂପ ସାକାରତ୍ମକଯୁକ୍ତ ଅଟେ ।

ଧୂପ ଜାଲିଲେ ଆମର ସ୍ଥାନ ପବିତ୍ର ହୋଇଥାୟ ଓ ଆମ ମନ ଶାନ୍ତି ହୋଇଥାୟ । ଏହି ଧୂପକୁ ଜାଲିଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାୟ । ତେଣୁ ଆପଣ ସବୁବେଳେ ଧୂପ ଜାଲିଲେ ଉତ୍ତମ ହୋଇଥାୟ । ବାୟୁ ଦୂଷିତ ହୋଇନଥାୟ ଓ ଶୁଭ ହୋଇଥାୟ ।

ଧୂପକାଠି ଜାଲିଲେ ତାହାର ଧୂଆଁ ରୁ ପଲିଏରୋମେଟିକ ହାୟଡ୍ରକାରବାନ ନିରଗତ ହୋଇଥାୟ । ଯାହା ଦ୍ଵାରା ପୂଜା କରୁଥିବା ବ୍ୟକ୍ତି ମାନଙ୍କ ଶରୀରରେ ଆସ୍ତତ୍ମା , ମୁଣ୍ଡବ୍ୟଥା ଆଦି ଶାରୀରିକ ସମସ୍ୟା ଦେଖା ଯାଇଥାୟ । ସୁଗନ୍ଧଯୁକ୍ତ ଧୂପ କାଠିକୁ ଜାଲିଲେ ଆପଣଙ୍କର ବାୟୁ ଦୂଷିତ ହୋଇଥାୟ । ଆପଣଙ୍କ ଘର ଯଦି ବନ୍ଦ ଅଛି ଆପଣ କେବେ ଧୂପକାଠି ଜାଲନ୍ତୁ ନାହି ।

ଯଦି ଆପଣ ସର୍ବଦା ପୂଜାରେ ଧୂପକାଠି ଜାଲୁଛନ୍ତି ତାହାଲେ ଆପଣ ଏହି ଅଭ୍ୟାସ ପରିବର୍ତନ କରନ୍ତୁ । ଆପଣ ପୂଜା ସାମୟେରେ ଧୂପକାଠି ପରିବର୍ତେ ଦୀପ ଜଳାନ୍ତୁ କିମ୍ବା ଧୂପ ଦିଅନ୍ତୁ । ବନ୍ଧୁଗଣ ଯଦି ଆପଣ ଠାକୁର ପୂଜା ସମୟରେ ଧୂପକାଠି ଜଳୁଛନ୍ତି ତାହାଲେ ଆପଣ ଏହି ଅଭ୍ୟସକୁ ପରିବର୍ତନ କରି ଧୂପକାଠି ବଦଳରେ ଘିଅ କିମ୍ବା ତେଲରେ ତିଆରି ଦୀପ ଲଗାନ୍ତୁ ।

ଦେଖିବେ ଆପଣ ଘରେ ଶାନ୍ତି ଦେଖାଦବ ଓ ବାୟୁ ଦୂଷିତ ହେବନାହି ଓ ଆପଣଙ୍କୁ ଶାନ୍ତି ମିଳିବ । ତେଣୁ ବନ୍ଧୁଗଣ ଆପଣ ଧୂପକାଠି କେବେ ଲଗାନ୍ତୁ ନାହି । ଧୂପକଠି ପରିବର୍ତେ ଆପଣ ଧୂପ ଓ ଦୀପ ଲଗାନ୍ତୁ ଦେଖିବେ ଆପଣଙ୍କୁ ବହୁତ ଶାନ୍ତି ମିଳିବ ଓ ଆପଣଙ୍କର ବାୟୁ ଦୂଷିତ ହେବ ନାହି ଓ ଆପଣଙ୍କ ଘରେ ସୁଖ ଦେଖା ଦବ ।

Leave a Reply

Your email address will not be published. Required fields are marked *