ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ପୂଜା ପାଠ କରିବା ପାଇଁ ଅନେକ ନୀତି ନିୟମ ରହିଛି । ଆପଣ ଠାକୁର ପୂଜା କରିବା ସମୟରେ ନଡିଆ ନିଶ୍ଚୟ ଭୋଗ ଲଗାଉଥିଲେ । ସାଧାରଣ ଆମେ ମାନେ ନଡିଆକୁ ଖାଇବା ପାଇଁ ବା ପୂଜା କରିବାରେ ବ୍ୟବହାର କରିଥାଉ । କେବଳ ଏତିକି ନୁହେଁ ବରଂ ଶୁଭ କାର୍ଯ୍ୟ ପାଇଁ ମଧ୍ୟ ନଡିଆ ବ୍ୟବହାର କରା ଯାଇଥାଏ । କାରଣ ନଡିଆ ବ୍ୟବହାର କରିଲେ ସବୁ କାର୍ଯ୍ୟ ଶୁଭ ହୋଇଥାଏ । ଶାସ୍ତ୍ରରେ ନଡିଆକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ କୁହାଯାଇଛି । ଆଜି ଆମେ ଆପଣଙ୍କୁ ନଡିଆ ବିଷୟରେ କିଛି ବିଶେଷ କଥା କହିବାକୁ ଯାଉଛୁ ।
ଶାସ୍ତ୍ର ଅନୁଯାୟୀ ପୂଜାରେ ନଡିଆ ବ୍ୟବହାର ନ ହେଲେ ପୂଜା ଅଧୁରା ରହିଥାଏ । ତେଣୁ ପ୍ରତେକ ପୂଜାରେ ନଡିଆ ବ୍ୟବହାର କରାଯାଏ । ପୂଜା କରିବା ସମୟରେ ନଡିଆ ଶୁଖିଲା, କଞ୍ଚା ଓ ଖରାପ ବାହାରିଥାଏ । ତେବେ ଏହାକୁ ନେଇ ଆମ ମନରେ ଅନେକ ପ୍ରକାରର ଆଶଙ୍କା ରହିଥାଏ କି ଏହା ଶୁଭ ନା ଅଶୁଭ ସଂକେତ ଅଟେ ।
ଏମିତିକି ଦୁନିଆରେ କେହି ନାହାନ୍ତି କି ନଡିଆକୁ ଉପରଉ ଦେଖି କହି ପାରିବେ ନଡିଆ ଭଲ କି ଖରାପ ଅଟେ । ଅନେକ ସମୟରେ ପୂଜା କରିବା ସମୟରେ ନଡିଆ ଖରାପ ବାହାରିଥାଏ ଯାହାକୁ ଲୋକ ମାନେ ଅଶୁଭ ବୋଲି କହିଥାନ୍ତି । ଲୋକ ମାନଙ୍କ କହିବା ଅନୁଯାୟୀ ଖରାପ ନଡିଆ ଭଗବାନ ଙ୍କ ତରଫରୁ ଗୋଟିଏ ଅଶୁଭ ସଂକେତ ହୋଇଥାଏ ।
କିନ୍ତୁ ବାସ୍ତବରେ ପୂଜାରେ ବାହରିଥିବା ଖରାପ ନଡିଆ ବହୁତ ଶୁଭ ଅଟେ । ଯଦି ପୂଜା କରା ଯାଇଥିବା ନଡିଆ ଖରାପ ବାହାରି ଥାଏ ତେବେ ଜାଣିବେ ଆପଣଙ୍କ ଜୀବନରେ କିଛି ଶୁଭ ଘଟିବାକୁ ଯାଉଛି । ହିନ୍ଦୀ ଧର୍ମ ଅନୁଯାୟୀ ଯଦି ପୂଜା କରିବା ସମୟରେ ନଡିଆ ଖରାପ ବାହାରେ ବା ସଢା ବାହାରେ ତେବେ ଏହାର ଅର୍ଥ ଆପଣଙ୍କ ପ୍ରସାଦ କୁ ଭଗବାନ ଗ୍ରହଣ କରିଛନ୍ତି ।
ତେଣୁ ଏହି କଥାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହି । ଏହି କଥା ଖୁସି ହେବା ଦରକାର ଭଗବାନ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି । ବହୁତ ଜଲ୍ଦି ଆପଣଙ୍କର ସବୁ ଇଚ୍ଛା ପୂରଣ ହେବାକୁ ଯାଉଛି । କୁହାଯାଏ ଯଦି ପୂଜା ସମୟରେ ଶୁଖିଲା ନଡିଆ ବାହାରିଥାଏ ତେବେ ବହୁତ ଜଲ୍ଦି ସବୁ ଅସୁବିଧା ଦୂର ହୋଇଥାଏ ।
ଏହା ସହ ଯଦି ନଡିଆ ଭଲ ବାହାରେ ଥାଏ ତେବେ ଅନ୍ୟ ମାନଙ୍କୁ ବାଣ୍ଟି ଦିଅନ୍ତୁ । ଏପରି କରିଲେ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ତେବେ ଆପଣ ମାନେ ବୁଝି ସାରିଥିବେ ପୂଜା କରିବା ସମୟରେ ଖରାପ ନଡିଆ ବାହାରିଲେ କିଛି ବି ଅଶୁଭ ନୁହେଁ ବରଂ ଶୁଭ ହୋଇଥାଏ । ଆପଣଙ୍କର ଯାହା ବି ଅଭିଳାସା ରହିଛି ତାହା ବହୁତ ଜଲ୍ଦି ପୁରା ହେବାର ସୂଚନା ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।