ଶୋଇବା ସମୟରେ ତକିଆ ତଳେ ମାତ୍ର ଗୋଟିଏ ଜିନିଷ ରଖନ୍ତୁ ଏବଂ ଦେଖନ୍ତୁ ବଡ ଚମତ୍କାର । ଦେଖିବେ ଆପଣଙ୍କ ଭାଗ୍ୟ ରାତାରାତି ଚମକିବା ସହ ଧନ ଦୁଇ ଗୁଣା ବଢିଯିବ । ରାତିରେ ଶୋଇବା ସମୟରେ ତକିଆ ର ଆବଶ୍ୟକ ପଡିଥାଏ । ତକିଆ ଦେଖିବାକୁ ସାଧାରଣ ହୋଇଥିଲେ ବି ଏହା ଶାମାନ୍ୟ ନୁହେଁ । ପ୍ରାୟତ ମଣିଷ କେତେ ବି ଧନୀ ହୋଇଥାନ୍ତୁ ନା କାହିଁକି ଶୋଇବା ପାଇଁ ସୁନାର ତକିଆ ନୁହେଁ ବରଂ ସାଧାରଣ ତକିଆର ଆବଶ୍ୟକତା ପଡିଥାଏ । ତକିଆର ଠିକ ଉପୋଯୋଗ କରିଲେ ରାତାରାତି ଭାଗ୍ୟ ଚମକାଇ ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଜିନିଷ ତଳିଆ ତଳେ ରଖିଲେ ବ୍ଯକ୍ତିର ଭାଗ୍ୟ ବଦଳି ଯାଇଥାଏ ।
୧- ସଫଳ ମଣିଷ ଓ ସାକାରତ୍ମକ ଊର୍ଜା ପାଇଁ ଆପଣ ନିଜର ତକିଆ ତଳେ ଗୋଟେ ମୟୁର ପର ରଖନ୍ତୁ । ଏହାର ପ୍ରଭାବ ଲାଭକାରି ସିଧା ହୋଇଥାଏ । ଏହା ଦ୍ଵାରା ବ୍ୟକ୍ତି କୁଣ୍ଡଳୀରେ ଥିବା ଦୋଷ ଧୀରେ ଧୀରେ ଶେଷ ହୋଇଯାଏ । ଦୁର୍ଘଟଣାରୁ ଏହି ମୟୁର ପର ବଞ୍ଚାଇ ପାରେ । ସକାଳୁ ଉଠିବା ପରେ ତକିଆ ତଳୁ ମୟୁର ପର ଉଠାଇ ଏହାର ଦର୍ଶନ କରିଲେ ଶୁଭ ପରିଣାମ ମିଳିଥାଏ ।
୨- ରାତିରେ ଶୋଇବା ସମୟରେ ତଳିଆ ତଳେ ୪ରୁ ୫ ଟି ତୁଳସୀ ପାତ୍ର ରଖନ୍ତୁ । ସକାଳୁ ସ୍ନାନ କରିବା ପରେ ତୁଳସୀ ପତ୍ର ଖାଇବା ଦ୍ଵାରା ଖରାପ ଶକ୍ତି ଶେଷ ହେବା ସହ କୌଣସି ରୋଗ ଛୁଇଁପାରେ ନାହି । ରାତିରେ ତୁଳସୀ ପତ୍ର ଛିଣ୍ଡାଇବା ଅନୁଚିତ ।
୩- ଶୋଇବା ସମୟରେ ରଖି ଦିଅନ୍ତୁ ତକିଆ ତଳେ ଏକ ରୂପାର କଏନ । ସକାଳୁ ଉଠିବା ପରେ ଏହି କଏନକୁ କୌଣସି ଗରିବ ବ୍ୟକ୍ତିଙ୍କୁ ଦାନ ଅରନ୍ତୁ । ଏପରି କରିବା ଦ୍ଵାରା ଚିନ୍ତା ଦୂର ହୋଇଥାଏ । ଭାଗ୍ୟ ଚମକି ଯାଇପାରେ । ଏହି ଉପାୟକୁ ଲଗାତାର ଏକ ମାସ କରିଲେ ସମସ୍ଯା ଦୂର ହୋଇଥାଏ ।
୪- ଯଦି ଆପଣଙ୍କର କୁଣ୍ଡଳୀରେ ଚନ୍ଦ୍ରମାଙ୍କ ସ୍ଥିତି ଠିକ ନ ଥାଏ ତେବେ ଚାନ୍ଦିର କଏନ ରଖନ୍ତୁ । ଯଦି ଆପଣଙ୍କ ଜୀବନରେ ମଙ୍ଗଳ ଓ ବୁଧ ଗ୍ରହର ଦୋଷ ରହିଛି ତେବେ ଶୋଇବା ସମୟରେ ତକିଆ ତଳେ ରୂପା ଓ ସୁନାରେ ମିଶ୍ରିତ ଗୋଟେ ଜିନିଷକୁ ରଖନ୍ତୁ । ଏପରି କରିଲେ ଗ୍ରହ ଦୋଷ ଦୂର ହୋଇଥାଏ ।
୫- ତକିଆ ତଳେ ଧାର୍ମିକ ବସ୍ତୁ ରଖିବା ଦ୍ଵାରା ବ୍ଯକ୍ତିର ଭାଗ୍ୟ ବଦଳି ଯାଇଥାଏ । ଏମିତି କରିଲେ ସଫଳ ଜୀବନ ବ୍ଯତୀତ କରିପାରିବେ । ଯଦି ଆପଣଙ୍କର ରାତି ଅଧରେ ନିଦ ଭାଙ୍ଗି ଯାଉଛି ଆବ ଖରାପ ସ୍ଵପ୍ନ ଦେଖୁଛନ୍ତି ତେବେ ଏଥିପାଇଁ କେଉଁ ଥରେ ମନ ଲାଗିବ ନାହି । ଖରାପ ସ୍ଵପ୍ନ ଦେଖି ପ୍ରାୟତ ଭୟ ଲାଗିଥାଏ ।
ରାତିରେ ଶୋଇବା ପୂର୍ବରୁ ଗୋଡ ହାତ ଧୋଇ ହାତ ଯୋଡି ଭଗବାନଙ୍କୁ ସ୍ମରଣ କରିବେ । ଆଉ ତା ପରେ କିଛି ନ ଭାବି ଶୋଇ ପଡିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।