ପୁରୁଷ ମାନଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି ଏହି 3ଟି ନାମର ଝିଅମାନେ- Jyotisha Shastra

ବିବାହ ପରେ ପ୍ରତେକ ପୁଅ ଓ ଝିଅର ଜୀବନ ବଦଳି ଯାଇଥାଏ । ଗୋଟେ ପକ୍ଷରେ ଝିଅଙ୍କର ବିବାହ ପରେ ସବୁ କିଛି ନୂଆ ହୋଇଥାଏ, ଏମିତି କି ସେମାନଙ୍କର ଘର ମଧ୍ୟ ବଦଳି ଯାଇଥାଏ । ଠିକ ସେହିପରି ପୁରୁଷଙ୍କ ଜୀବନରେ ନୂଆ ଜୀବନ ସାଥିଙ୍କ ଏଣ୍ଟ୍ରି ହୋଇଥାଏ । ସିଧା ଶବ୍ଦରେ କହିବାକୁ ଗଲେ ବିବାହ ପରେ ଖାଲି ଝିଅଙ୍କର ନୁହେଁ ବରଂ ପୁରୁଷଙ୍କର ଜୀବନ ମଧ୍ୟ ବଦଳି ଯାଇଥାଏ । ଏହି ମାମଲାରେ ଝିଅମାନଙ୍କୁ ଅଧିକ ଆଡଜଷ୍ଟ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏମିତି ୩ଟି ନାମର ଝିଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ବିବାହ ପରେ ନିଜ ସ୍ଵାମୀଙ୍କୁ ବହୁତ ଖୁସିରେ ରଖିଥାନ୍ତି ।

୧- A ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି । କାରଣ ଏହି ନାମର ଝିଅ ମାନେ ଟଙ୍କା ଅପେକ୍ଷା ମଣିଷକୁ ଭଲ ପାଇଥାନ୍ତି । ଏମାନେ ନିଜ ସ୍ଵାମୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାନ୍ତି । କେବେ ବି କୌଣସି ପରିସ୍ଥିତି ରେ ଏମାନେ ନିଜ ଲାଇଫ ପାର୍ଟନରଙ୍କ ସାଥ ଛାଡନ୍ତି ନାହିଁ । ଏମିତି ଝିଅଙ୍କୁ ବିବାହ କରିଥିବା ପୁରୁଷ ମାନେ ବହୁତ ଲକି ସାବ୍ୟସ୍ତ ହୋଇଥାନ୍ତି । ଯଦି ଆପଣଙ୍କ ଜୀବନରେ ଏହି ଅକ୍ଷର ର କୌଣସି ଝିଅ ଅଛନ୍ତି ତେବେ ଚିନ୍ତା କରିବାର କିଛି ନାହିଁ ।

୨- B ନାମର ଝିଅ ମାନେ : ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କୁ ସବୁବେଳେ ଖୁସି ରେ ରଖିଥାନ୍ତି । ଏମାନେ କେବେ ବି ନିଜ ସ୍ଵାମୀ ଙ୍କୁ ମିଛ କୁହନ୍ତି ନାହିଁ କି ଧୋକା ଦିଅନ୍ତି ନାହିଁ । ଏଭଳି ଝିଅ ଯଦି ଆପଣଙ୍କ ଜୀବନରେ ଆସିଛନ୍ତି ତେବେ ତାଙ୍କୁ ନିଜ ଜୀବନରୁ ଯିବାକୁ ଦିଅନ୍ତୁ ନାହିଁ । ଯଦି ଆପଣଙ୍କ ଜୀବନରେ ଏହି ନାମର କୌଣସି ଝିଅ ଅଛନ୍ତି ତେବେ ଜାଣନ୍ତୁ ଆପଣଙ୍କୁ ବହୁତ ଭଲ ପାଉଥିବା ଜୀବନସାଥୀ ମିଳିଛି ।

୩- S ନାମର ଝିଅ ମାନେ ; ଯେଉଁ ଝିଅ ମାନଙ୍କର ନାମ ଏହି ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଇଥାନ୍ତି । ଏହି ନାମର ଝିଅ ମାନେ ନିଜ ସ୍ବାମୀଙ୍କର ସବୁ ଦୁଃଖ ବୁଝିଥାନ୍ତି ଓ ସାଥ ମଧ୍ୟ ଦେଇଥାନ୍ତି । ଏହା ବ୍ୟତୀତ ଏହି ନାମର ଝିଅ ମାନେ କୌଣସି କଥାକୁ ନେଇ ଜିଦି କରନ୍ତି ନାହିଁ । ଏମାନେ ବିବାହ ପରେ ନିଜ ସ୍ଵାମୀଙ୍କୁ ବହୁତ ଖୁସି ରେ ରଖିଥାନ୍ତି । ଏମାନେ ନିଜ ସ୍ଵାମୀଙ୍କ ହାତ କେବେ ବି ଛାଡନ୍ତି ନାହିଁ । ଯାହା ପାଇଁ ଦୁହିଁଙ୍କ ମଧ୍ୟରେ ଭଲ ପାଇବା ବହୁତ ଗଭୀର ରହିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ସାଙ୍ଗ ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published.