ମୃତୁ ପୂର୍ବରୁ ରାବଣ କହିଥିବା 6ଟି କଥା ଯାହା ଜାଣିଲେ ଆପଣଙ୍କ ଭାଗେ ବଦଳିଯିବ, ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ପୌରଣିକ ଗାଥାରେ ଅନେକ କିଛି ଶିକ୍ଷା ଦିଆଯାଇଛି । ଯାହାକୁ ମନେରଖି କାର୍ଯ୍ୟ କାଲେ ନିଶ୍ଚୟ ଉନ୍ନତି ହେବ ଜୀବନରେ । ସମସ୍ତେ ଭବିଥାନ୍ତି ଖରାପ ବ୍ୟକ୍ତିଙ୍କ ପାଖରେ କିଛି ଶିକ୍ଷଣୀୟ କଥା ନଥାଏ । ତେବେ ଆଜି ଆମେ ଜଣାଇବୁ ଦଶାନନ ରାବଣ ଲକ୍ଷ୍ମଣଙ୍କୁ କେଉଁସବୁ କଥା କହିଥିଲେ ଯାହାକୁ ଜାଣିବାଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଉଠିବ । ଆଉ ଡେରି ନକରି ଆସନ୍ତୁ ଜାଣିବା 6ଟି ମହତ୍ବପୂର୍ଣ କଥା ବିଷୟରେ ସମ୍ପୂର୍ଣ ଭାବରେ ।

ପ୍ରଥମ: ରାବଣ ଲକ୍ଷ୍ମଣଙ୍କୁ କହିଥିଲେ କି ଅଶୁଭ କାର୍ଯ୍ୟକୁ ଟାଳି ଦିଅନ୍ତୁ । ଶୁଭ କାର୍ଯ୍ୟର ଆରମ୍ଭ ଯେତେ ଶୀଘ୍ର ପାରୁଛନ୍ତି ଆରମ୍ଭ କରିଦିଅନ୍ତୁ । ଅଶୁଭ କାର୍ଯ୍ୟକୁ ଯେତେ ଘୁଞ୍ଚାଇ ଚାଲିବେ ସେତେ ଭଲ । ରାବଣ କହିଲେ ଯେ ମୁ ରାମଚନ୍ଦ୍ରଙ୍କୁ ନ ଚିହ୍ନି ପରି ତାଙ୍କ ଶରଣାପନ୍ନ ହେବାରେ ଡେରି କରିଦେଲି । ଦିତୀୟ: ଶତ୍ରୁକୁ କେବେ ମଧ୍ୟ ଦୁର୍ବଳ ଭାବିବା ଉଚିତ ନୁହେଁ ।

ରାବଣଙ୍କ କହିବ ଅର୍ଥ ଥିଲା କି ନିଜ ପ୍ରତିଦ୍ଵନ୍ଦୀଙ୍କୁ କେବେ ମଧ୍ୟ ନିଜ ଠାରୁ କମ ଭାବନ୍ତୁନି । ସେ ଯାହାକୁ ସାମାନ୍ୟ ମାଙ୍କଡ ଓ ଭାଲୁ ବୋଲି ଭାବିଥିଲେ ସେମାନେ ତାଙ୍କର ସମସ୍ତ ସେନାଙ୍କୁ ନଷ୍ଟ କରିଦେଲେ । ସେ ଯେତେବେଳେ ବ୍ରହ୍ମାଙ୍କ ଠାରୁ ଅମର ବାର ମାଗିଥିଲେ କହିଥିଲେ କି ମନୁଷ୍ୟ ଓ ବାନର ଛଡା କେହି ମୋର ବଧ ନକରିପାରନ୍ତୁ ବୋଲି କହିଥିଲେ । କାରଣ ସେ ଏମାନଙ୍କୁ ତୁଚ୍ଛ ମାନେ କରୁଥିଲେ ।

ତୃତୀୟ: ନିଜ ଜୀବନର ଗୁପ୍ତ କଥା ଓ ରହସ୍ୟକୁ କାହାକୁ ମଧ୍ୟ କହିବା ଉଚିତ ନୁହେଁ । ଏହି ଭୁଲ ମଧ୍ୟ ରାବଣ ଦ୍ଵାରା ହୋଇଥିଲା । କାହିଁକି ନା ଭିବିଷଣ ରାବଣର ମୃତୁର ରହସ୍ୟ ଜାଣିଥିଲା । ଏହା ରାବଣ ଜୀବନର ସବୁଠାରୁ ବଡ ଭୁଲ ଥିଲା ବୋଲି ସେ ଲକ୍ଷ୍ମଣଙ୍କୁ କହିଥିଲେ ।  ଚତୁର୍ଥ: ଜୀବନରେ କେବେ ମଧ୍ୟ ନିଜ କ୍ଷମତା ଉପରେ ବହୁତ ଆତ୍ମବିଶ୍ଵାସ କରିବା ଉଚିତ ନୁହେଁ ।

ବିଜୟ ମିଳିବା ପୂର୍ବରୁ ବିଜୟ ବିଷୟରେ ବଡ ବଡ କଥା କହିବା ଉଚିତ ନୁହେ । ସେ ନିଜକୁ ଶକ୍ତିଶାଳୀ ଜାଣି ରାମଙ୍କ ଭଳି ଯୋଦ୍ଧାଙ୍କ ସହ ଯୁଦ୍ଧ କରି ବହୁତ ବଡ ଭୁଲ କରିବସିଲେ ବୋଲି ଲକ୍ଷ୍ମଣକୁ କହିଥିଲେ । ପଞ୍ଚମ: ଜୀବନରେ କେବେ ମଧ୍ୟ ପର ସ୍ତ୍ରୀ ଉପରେ ନଜର ପକେଇବା ଉଚିତ ନୁହେଁ ।

ନିଜ ପତିଙ୍କ ପ୍ରତି ସମର୍ପିତ ହୋଇଥିବା ସ୍ତ୍ରୀଙ୍କ ଉପରେ ଖରାପ ନଜର ରଖିବା ବ୍ୟକ୍ତିଙ୍କ ଅନ୍ତ ନିଶ୍ଚିନ୍ତ ହୋଇଯାଇଥାଏ । ଷଷ୍ଠ: କର୍ମ କରିବାଦ୍ବାରା ଭାଗ୍ୟ ନିରୂପଣ ହୋଇଥାଏ । ଖରାପ କର୍ମର ଫଳ ଅବଶ୍ୟ ମିଳିଥାଏ । ତେଣୁ କେବେ ଖରାପ କର୍ମ କରିବାର ବିଚାର ମଧ୍ୟ ନିଜ ମନକୁ ଆଣିବେ ନାହିଁ । ରାବଣର ଏହିସବୁ କଥାକୁ ମନେରଖି କାର୍ଯ୍ୟ କରନ୍ତୁ ଜୀବନରେ ନିଶ୍ଚିନ୍ତ ସଫଳତା ପାଇବେ ।

Leave a Reply

Your email address will not be published. Required fields are marked *