ରହସ୍ୟମୟ ଗଛ ଯାହା ଆପଣଙ୍କ ଉପରେ ଥିବା ଖରାପ ପ୍ରଭାବ କୁ ନିଜ ଉପରକୁ ନେଇ ଯାଇ ଥାଏ ।

ଆଜି ଆମେ କହିବା କି ବାସ୍ତୁ ଶାସ୍ତ୍ର ଆମର ଭାଗ୍ୟ କୁ କିଛି ମାତ୍ରାରେ ବଦଳାଇବା ପାଇଁ ତିଆରି ହୋଇଛି । ଏହି ଶାସତର ଅନୁସାରେ କିଛି ଲୋକମାନେ କାମ କରିବା ଅପରେ ସେମାନେ ଏହାର ପରିଣାମ ଦେଖିକି ଏବେ ସବୁ ଲୋକମାନେ ନିଜକୁ ଏହି ଶାସ୍ତ୍ର ର ଟିପ୍ସ ଅନୁସାରେ ଚଳାଇବା ପାଇଁ ଚେଷ୍ଟା କରୁଛନ୍ତି । ଆଜି ଆମେ କହିବା କି ଏହି ରାଶିର ଲୋକମାନେ ଏବେ ଭଲ ପରିଣାମ ପାଇବେ ଓ ନିଜ କାମ ସହ ଏମାନେ ଅନ୍ୟ ମାନଙ୍କ ଭାଗ୍ୟ ପରିବବାରତାନ କରି ପାରିବେ ମଧ୍ୟ ।

ଆଜି ଆମେ କହିବା କି ଆପଣ କେଉଁ ଗଛ କୁ କେଉଁ ଜାଗାରେ ରଖିବା ଭଲ ହୋଇଥାଏ । ଆପଣ କଦଳୀ ଗଛ କୁ ଘର ଆଗରେ ରଖିବା ଭଲ ହୋଇ ନଥାଏ । ଆପଣ ଯଦି ଏକ କଥା ଜାଣି ଥିବେ ତ ଏକ କଥା ଅଛି । “ଆଗରେ ବେଳ ପଛରେ କଦଳୀ ଗଛ ଦେଖ ମା ଲକ୍ଷ୍ମୀ ଙ୍କ ଖେଳ” ।

ଏହା ବୃହସ୍ପତି ଙ୍କ ଗଛ ଥାଏ ଏହା ଦ୍ଵାରା ଏହା ଆମକୁ ସନ୍ତାନ ଧନ ଓ ସମ୍ପତ୍ତି ଆଣିଥାଏ । ଯଦି ଏହି ଗଛ ଆପଣଙ୍କ ଘରେ ତେବେ ଆପଣ ଭାଗ୍ଯବାନ ଅଟନ୍ତି । ଏହା ପରେ ଆଉ ଏକ ଗଛ ଅଛି ଏହା ହେଉଛି ତୁଳଶି ଗଛ । ଏହା ଆମକୁ ଜୀବନ ଦେବା ସହ ଆମ ଘରର ଲକ୍ଷ୍ମୀ ଙ୍କ ଆସ୍ଥାନ ଥାଏ ।

ଯଦି ଏହା ଆମ ଘରେ ଅଛି ତେବେ ଏହା ଭଲ ଅଟେ । ଘରେ ଯଦି ନକାରାତ୍ମକ ଶକ୍ତି ବଢିବାରେ ଲାଗିଥାଏ ସେତେବେଳେ ଏହା ଝଡି ଯାଇ ଥାଏ ଓ ହଳଦିଆ ପଡିଥାଏ । ଏହି ଗଛ ଯେତେବେଳେ ହଳଦିଆ ପାତ୍ର ଦେବା ଆରମ୍ଭ କରି ଦେବ । ଜଣାଇ ନିଅନ୍ତୁ କି ଏହା ଆମ ଘର ଊର୍ଜା କୁ ନିଜ ଭିତରକୁ ଶୋଷୀ ନେଉଛି ଓ ଏହାକୁ ଆମ ଘରର ଯେଉଁ ଜାଗାରେ ତୁଳଶି ଚଉଡ଼ା ଅଛି ତାହାର ମାଟି ତଳେ ପୋତି ଦେବା ଭଲ ହୋଇ ଥାଏ ।

ଏହା ପରେ ଅଁଳା ଗଛ ଏହା ଆମ ବୁଦ୍ଧ ଗ୍ରହକୁ ସାନ୍ତ କରିବା ପାଇଁ ଭଲ ହୋଇଥାଏ । ଏହାକୁ ଆପଣ ଘରର ସାମନାରେ ଲଗାଇବା ଭଲ ହୋଇ ଥାଏ । ଆପଣ ଏହାକୁ ଘର ପୂର୍ବ ଦିଗରେ ଲଗାଇବା ଭଲ ହୋଇ ଥାଏ ।

ଯଦି ଆପଣଙ୍କ ପିଲା ପଢିବା ପାଇଁ ଇଛା କରୁନି ତେବେ ଆପଣ ଏହାର କିଛି ପାତ୍ର ସବୁଜ ଥିବା ତାକୁ କିମ୍ବା ତେନ୍ତୁଳୀ ର କିଛି ପାତ୍ର କୁ ନେଇକି ଆପଣ ଏକ ହଳଦିଆ କାନାରେ ବାନ୍ଧିକି ଏହାକୁ ତାଙ୍କ ପୁସ୍ତକ ରେ ବାନ୍ଧି ଦିଅନ୍ତୁ ଦେଖିବେ ଏହା ଦ୍ଵାରା ଆପଣଙ୍କ ପିଲାର ସ୍ମରଣ ଶକ୍ତି ବଢିବ । ବେଦେନା ଗଛ ଏହା ଅମା ଘରେ ରହିଲେ ଭଲ ହୋଇ ଥାଏ । ଆମ ଘରେ ଯଦି ଏହି ଗଛ ଅଛି ମାନେ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଆମ ଘର ଛାଡି ଯାଇ ନଥାନ୍ତି ।

ଧନଲାଭ ପାଇଁ ଆପଣ ଏହାର ଫଳର ମଞ୍ଜି କୁ ନେଇକି ଆପଣ ମହୁରେ ବୁଡାଇକି ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ଦେଖିବେ ଭଲ ପରିଣାମ ପାଇବେ । ଏହା ଶହ ଆପଣ ଏହାର ଏକ ଡାଳ ର ଏକ ଅଂଶ କୁ ନେଇକି ହଳଦିଆ କପଡାରେ ନିଜ ପିଲାଙ୍କ ବେଡ ରୁମରେ ରଖି ଦିଅନ୍ତୁ ଦେଖିବେ ସବୁ ନକାରତ୍ମକ ଦୂରେଇ ଜୀବ ଓ ପିଲାମାନେ ଭଲ ପରିଣାମ ପାଇବେ ।

Leave a Reply

Your email address will not be published. Required fields are marked *