ରାମ ନବମୀ ଦିନ ଏହି ଜିନିଷ ଖାଇଦିଅନ୍ତୁ, ଧନର ଅଭାବ ରହିବ ନହିଁ… ଆଜି ରାତି ହିଁ ଖାଇ ନିଅନ୍ତୁ, ଆଉ ତା ପରେ ଦେଖନ୍ତୁ ଚମତ୍କାର

ବର୍ଷକ ବାରମାସ ଯାକ ସବୁ ପର୍ବ ପର୍ବାଣି ପଡିଥାଏ । ସମସ୍ତ ପର୍ବକୁ ସମସ୍ତ ମନୁଷ୍ୟ ବହୁତ ଆଦରର ସହିତ ପାଳନ କରିଥାନ୍ତି । ଚୈତ୍ର ମାସ ଶୁକ୍ଲପକ୍ଷ ନବମୀ ତିଥିରେ ଶ୍ରୀ ରାମ ନବମୀ ପାଳନ କରାଯାଏ । ଏହି ପର୍ବରେ ଅନେକ ଲୋକ ବ୍ରତ ରଖିଥାନ୍ତି । ନାରାୟନଙ୍କ ଏକୋଇଶି ଅବତାର ରୂପରେ ତ୍ରେତୟା ଯୁଗରେ ମହାରାଜା ଦଶରଥ ଓ ମହାରାଣୀ କୌଶଲ୍ୟାଙ୍କ କୋଳରେ ମଧ୍ୟାହ୍ନ ସମୟରେ ମର୍ଯ୍ୟାଦା ପୁରୁଷ ଶ୍ରୀ ରାମଙ୍କ ଜନ୍ମ ଅଯୋଧ୍ୟାରେ ହୋଇଥିଲା ।

ଏହି ରାମ ନବମୀକୁ ବହୁତ ଖାସ ମାନାଯାଇଥାଏ । ଯଦି ଏହି ରାମ ନବମୀ ଦିନ କୌଣସି ଶୁଭ କାମ ବା କୌଣସି କାର୍ଯ୍ୟର ଆରମ୍ଭ କରୁଛନ୍ତି ତ ବହୁତ ଶୁଭ ହୋଇଥାଏ । ଏହି ପବତ୍ର ରାମ ନବମିରେ କଣ ଖାଇବା ଦ୍ଵାରା ବ୍ଯିବାହିକ ଜୀବନ କିପରି ସୁଖ ମାୟ ହେବ ଆସନ୍ତୁ ଜାଣିବା । ଏହି ରାମ ନବମୀକୁ ପ୍ରାୟତଃ ଲୋକ ବ୍ରତ ରଖନ୍ତି । ଆଉ କିଛି ଲୋକ ପୂଜାକୁ ପାଳନ କରନ୍ତି । ଯେଉଁ ବ୍ୟକ୍ତି ଏହି ବ୍ରତ ରଖନ୍ତି ତ ବହୁତ ନିଷ୍ଠା ର ସହିତ ପୂଜା କରିବା ଦ୍ଵାରା ପ୍ରଭୁ ଶ୍ରୀ ରାମ ତାଙ୍କ ଜୀବନରେ କୌଣସି ଅଭାବ ରଖନ୍ତି ନହିଁ ।

ଏହି ପୂଜା ତିନି ପ୍ରହର କରାଯାଏ । ଯେଉଁ ବ୍ୟକ୍ତି ବ୍ରତ ରଖନ୍ତି ସେ ତିନି ପ୍ରହାର ପୂଜା ସାରିବା ପରେ ଖାଦ୍ଯ ଗ୍ରହଣ କରନ୍ତି ।ପ୍ରଥମେ ପ୍ରଭୁଙ୍କୁ କ୍ଷୀର ,ଦହି ,ସକରରେ ସ୍ନାନ କରନ୍ତୁ । ସ୍ନାନ କରିସାରିବା ପରେ ପ୍ରଭୁଙ୍କୁ ତୁଲସୀ ମାଳା ଚଢାନ୍ତୁ । କାରଣ ପ୍ରଭୁ ଶ୍ରୀ ରାମଙ୍କୁ ତୁଲସୀ ବହୁତ ପ୍ରିୟ ହୋଇଥାଏ । ରାମ ନବମିରେ ଯଦି କ୍ଷିରି ପୂଜା ଭୋଗ ଲଗାଇବା ଦ୍ଵାରା ପ୍ରଭୁ ଶ୍ରୀ ରାମ ବହୁତ ସନ୍ତୁଷ୍ଟ ହୋଇଥାନ୍ତି । କାରଣ ଶ୍ରୀ ରାମଙ୍କୁ କ୍ଷିରୀ ବହୁତ ପ୍ରିୟ ହୋଇଥାଏ । କ୍ଷିରୀ ଭୋଗ ଲଗାଇବା ସମୟରେ କ୍ଷୀରୀରେ କେସର ଓ ତୁଲସୀ ଜଟା ପକାଇ ଭୋଗ ଲଗାନ୍ତୁ ।

ପୂଜା ସାରିବା ପରେ ରାମ ଚରିତ ମାନସ ପାଠ କରନ୍ତୁ । ଏହି ରାମ ଚରିତା ପାଠ କରିବା ଦ୍ଵାରା ବ୍ଯକ୍ତିର ଜୀବନରେ ସୁଖଶାନ୍ତି ଭରିଯାଇଥାଏ । ପ୍ରଭୁ ଶ୍ରୀ ରାମଙ୍କ କୃପା ଦୃଷ୍ଟିରୁ କୌଣସି ବି କାର୍ଯ୍ୟ ଆରମ୍ଭ କରିବେ ସେଥିରେ ସଫଳ ହେବେ । ଯାହା ବି କିଛି ମନସ୍କାମନା ରହିଛି ତାହା ପୂରଣ ହେବ । ଏହି ରାମ ନବମିରେ ଯେଉଁ କ୍ଷୀରୀ ଭୋଗ ଲଗାଇଥିବେ ସେହି କ୍ଷୀରୀକୁ ଖାଇବେ । କ୍ଷୀରୀ କହିବ ସମୟରେ ସେଥିରେ ଗୋଟିଏ ଅଳେଇଚ ପକାଇ ଖାଇବେ । ଏହା ଦ୍ଵାରା ବହୁତ ଶୁଭ ହୋଇଥାଏ । ରାମ ନବମୀଦିନ କ୍ଷୀରୀ ଖାଇବା ର ବିଶେଷ ମହତ୍ଵ ରହିଛି ।

ଏହି ଦିନ କ୍ଷୀରୀ ଖାଇଲେ ଜୀବନରେ କେବେବି ଧନ ସମ୍ପତିର ଅଭାବ ଆସିନଥାଏ । ରାମ ନବମୀଦିନ ଏହି ଗୋଟିଏ ଜିନିଷ ଖାଇବା ଦ୍ଵାରା ଜୀବନରେ ସବୁ ମନସ୍କାମନା ପୂର୍ଣ ହୋଇଥାଏ । ପରିବାରରେ ସୁଖଶାନ୍ତି ଆସିଥାଏ । ପ୍ରଭୁ ଶ୍ରୀ ରାମଙ୍କ ଆଶୀର୍ବାଦରୁ କାର୍ଯ୍ୟ କ୍ଷେତ୍ରରେ ଧନର ଅଭାବ ରହିନଥାଏ । ଯଦି ଆପଣଙ୍କୁ ଏହି ପୋଷ୍ଟ ଟି ଭଲ ଲାଗିଥାଏ । ତ ଏହି ପେଜକୁ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *