ରାମନବମୀ ହେଉଛି ଭଗବାନ ରାମଙ୍କ ଲାଇନ ବହୁତ ବଡ଼ ଦିନ ଏହି କିଛି ଦିନ ସେ ନ୍ଯା ପତ୍ନୀ ଙ୍କୁ ଆଣିବା ପାଇଁ । ରାବଣ ପାଖରୁ ଅନେକ ଚେଷ୍ଟା କରିଥଲେ । ଏହି ଦିନ ନବ ଦିନ ଭାବେ ଜଣା କାହିଁ କି ନାଁ ସେ ମା ଦୁର୍ଗରେ ଙ୍କୁ ଆରାଧନା କରୁଥିଲେ ଏହି ଦିନ ରେ । ତାଙ୍କ ଡାକରେ ମା ପ୍ରସନ୍ନ ହୋଇକି ତାଙ୍କୁ ବରଦାନ ଦେଇଥିଲେ କି ମା ସୀତା ଙ୍କୁ ସେ ମୁକେଇକି ସୁରକ୍ଷିତ ଭାବେ କାଢି ପାରିବେ । ଏହା ମଧ୍ୟ ଜାଣିବିଥିବେ କି କିଛି ଦିନ ଯିବା ପରେ ସେ ଲଙ୍କା ରେ ଆକ୍ରମଣ କରିଲେ ଓ ଜାନକୀ ମକୁ ସାଙ୍ଗରେ ନେଇ ଅଯୋଧ୍ୟା କୁ ଆସିଲେ ।
ଏହା ପର ଠାରୁ ଏହି ରାମନବମୀ ପାଳନ କରାଯାଏ . ଏହି ଦିନ ଯାଏ ମା ଙ୍କୁ ଆରାଧନା କରିବା ପରେ ମା ପ୍ରସନ୍ନ ହୋଇଥାନ୍ତି । ଏହାକୁ ଅନେକ ଜାଗାରେ ପାଳନ କରାଯାଇଥାଏ । ତେଣୁ କରି ଏହାକୁ ନେଇ ଅନେକ ପ୍ରକାର ସତ୍ୟ ଓ ଚମତ୍କାର ଘଟଣା ଅଛି ।
ତେବେ ଏହି ବର୍ଷ ଏହା 10 ରେ ପଡିବା ପାଇଁ ଯାଉଛି ଯାହା ଦ୍ୱାରା କିଛି ରଷିଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି । ଆପଣ ଏହା ମଧ୍ୟ ଜାଣିଟିଯିବେ କି କିଛିବରାଶି ମାନେ ମୂଳରୁ ଭାଗ୍ୟବାନ ଥାନ୍ତି ତେବେ ଆସନ୍ତୁ ଜାଣିବା ଏହା କେତ୍ତେ ଦୂର ସତ୍ୟ ଅଟେ ।
ପ୍ରଥମ ଭାଗ୍ୟବାନ ରାଶି ହେଉଛି ବୃଷ ରାଶି -ଆପଣ ଖାଦ୍ଯ କିଛି ପାଇ ପାରିବେ ଆପଣ ନିଶ୍ଚିତ ଭାବେ ସମହମତ ହୋଇକି କମ କରିବେ । ଲୋକମାନେ ଆପଣଙ୍କ କଥାର ସମାନ ଦେବେ । ଆପଣ ନିଶ୍ଚିତ ଭାବେ ନିଜ କାମକୁ ନେଇକି ଚିନ୍ତାରେ ରହୁ ଥିବା ବେଳେ
ଆପଣ ଏବେ ଚିନ୍ତା ମୁକ୍ତ ହୋଇ କମ କରିବେ ନିଜ ପାଖରେ ଆପଣ କାହାକୁ ରଖିବା ଭଲ ହେବ କିଛି ନିର୍ଣ୍ଣୟ ଆପଣ ଭାବି ଚିନ୍ତି ବିଚାର କରିକି ନେବା ବଳ ହୋଇଥାଏ । ଘର ପରିବାର ସହ ସମ୍ପର୍କ ଖୁବ ଭଲ ହେବ ।
ଦ୍ଵିତୀୟ ରାଶି ହେଉଛି କନ୍ୟା ରାଶି – ବ୍ୟବଶାୟରେ ଆପଣ ଖୁବ ଭଲ ପରିଣାମ ପାଇବେ । ଆପଣ ନୂଆ ବ୍ୟାପାର ପାଇଁ ଟଙ୍କା ର ଆୟୋଜନ କରିବେ । ଆପଣ ଯାହାକୁ କିଛି ଭି କହିବେ ତାହା ପାଇଁ ଆପଣଙ୍କ ମନରେ ସେଯା ଥିବ ଯାହା ଆପଣଙ୍କ ଜିହ୍ଵାରେ ଥିବ । ଦେଖି ଚାହିଁ ଆପଣ କଥା କହିବା ନିହାତି ଭାବେ ଦରକାର ।
ଏହା ପର ରାଶି ହେଉଛି ଧନୁ ରାଶି – ଆପଣ କିଛି ପୁଷ୍ପ ଭଗବାନ ଙ୍କୁ ଅର୍ପଣ କରନ୍ତୁ ଆପଣଙ୍କ ବିବାହ ଜୀବନ ଖୁବ ଭଲ ରହିବ । ଆପଣ ନିଜ କାମଉ ନେଇକି ଯେଉଁ ବିବାଦ ର ଅନୁଭବ କରୁଥିଲେ ତାହା ଏବେ ନିଶ୍ଚିତ ଭାବେ ସୁଧୁରି ଜୀବ ।
ଏହା ପର ରାଶି ମେଷ ଭଗବାନ ଆପଣଙ୍କ ଉପରେ ନିଜର ଅକରୁଆ ଜାହିର କରିବେ ଆପଣ ଏହା ପାଇଁ ନିଜ କୁ ସଜାଗ ରଖନ୍ତୁ ଖୁଶିରେ ଆପଣ ନିଜର ଯେଉଁ ଭଳି କ୍ଷତିଇ ନ କରନ୍ତୁ । ଏହା ପର ରାଶି ହେଉଛି ମିଥୁନ ରାଶି – ଏହି ରାଶିର ଲୋକମାନେ ଏବେ ଭଲ ପରିଣାମ ପାଇବେ ।
ଆପଣ ଯଦି ନୂଆ ଚାକିରି ପାଇଁ ଅପେକ୍ଷା କରୁଚ୍ଚାନ୍ତି ଆପଣ ନିଶ୍ଚିତ ଭାବେ ଭଲ ଚାକିରି ପାଇବେ । କୁମ୍ଭ ରାଶି – ଆସିବା କୁ ଥିବ ଦିନ ଖୁବ ଭଲ ରହିବ । ଆପଣ ଜୀବନରେ କେବଳ ଲାଭ ପାଇବେ ସମ୍ପର୍କ ରେ ସୁଧହାଏ ଆସିବ ।