ଭାଗ୍ୟଶାଳି ଲୋକଙ୍କ ଉପରେ ଈଶ୍ବରଙ୍କ କୃପା ରହିଥାଏ । ଏବଂ ଇଶ୍ଵର ଶକ୍ତି ସେହି ବ୍ଯକ୍ତିର ଚାରି ପାଖରେ ରହି ବିପଦ ଆପଦରୁ ରକ୍ଷା କରିବା ସହିତ ସେମାନଙ୍କୁ ସଠିକ ରାସ୍ତା ଦେଖାଇ ଥାଏ । ତେବେ ଏକୁନ ଲୋକଙ୍କ ଉପରେ ଭଗବାନ ଙ୍କ କୃପା ରହିଥାଏ ଆସନ୍ତୁ ତାହା ଜାଣିବା । ଯେଉଁ ମାନଙ୍କ ପାକହରେ କାମ, କ୍ରୋଧ, ଈର୍ଷା, ମୋହାମାୟା, ଲୋଭ ଏବଂ ଅହଂକାର ଭଳି ଗୁଣ ବହୁତ କମ୍ ରହିଥାଏ ସେମାନଙ୍କ ଉପରେ ଇଶ୍ଵରଙ୍କ ବିଶେଷ କୃପା ରହି ଥାଏ ।
ଯେଉଁ ମାନେ ମୁଖରେ ଅନ୍ୟକୁ ଖରାପ କଥା କହି ନଥାନ୍ତି ଏବଂ ଅନୟପରତି ସ୍ନେହ ସୌନ୍ଦର୍ଜ୍ୟ ରଖୁଥିବା ଲୋକଙ୍କ ଉପରେ ଈଶ୍ଵର୍ଙ୍କ କୃପା ରହିଥାଏ । ଯେଉଁ ଲୋକ କୌନଶୀ ବ୍ୟଭିଚାର କାର୍ଯ୍ୟ କରି ନଥାନ୍ତି ଏବଂ ସର୍ବଦା ଅଳ୍ପରେ ସନ୍ତୁଷ୍ଟ ରହୁଥିବା ଲୋକଙ୍କ ଉପରେ ଇଶ୍ଵର କୃପା ରହିଥାଏ ।
ଯେଉଁ ମାନେ ସ୍ଵପ୍ନ ରେ ମନ୍ଦିର କିମ୍ବା ସେହି ଆଖ ପାଖର ଜିନିଷ ଦେଖି ଥାନ୍ତି ସେମାନେ ଭାଗ୍ଯବାନ ହୋଇଥାନ୍ତି । ଯେଉଁ ମାନେ ସ୍ଵପ୍ନ ରେ ଈଶ୍ଵରଙ୍କୁ ସାକ୍ଷାତକାର କରିଥାନ୍ତି ସେମାନଙ୍କ ପାଖରେ ଈଶ୍ବରୀୟ ଶକ୍ତି ଥାଏ । ଯେଉଁ ଲୋକମାନେ ନିଜ ଦୈନିକ କାର୍ଯ୍ୟ କରିବା ପରେ ଈଶ୍ଵରଙ୍କୁ ଭକ୍ତି, ଆରାଧନା ଏବଂ ନାମ ସ୍ମରଣ କରିଥାନ୍ତି ।
ସେମାନଙ୍କୁ ଅଲୌକିକ ଶକ୍ତି ସୁରକ୍ଷା ଦେଇଥାଏ । ଯେଉଁ ଲୋକଙ୍କ ଉପରେ ଇଶ୍ଵର କୃପା ରହିଥାଏ ସେମାନେ ସମାଜପ୍ରତି ଥିବା ଦାଇତ୍ଵ ସମ୍ପାଦନ କରିବାର ସାମର୍ଥବାନ ହୋଇଥାନ୍ତି । ଯେଉଁ ଲୋକଙ୍କ ଉପରେ ଈଶ୍ଵର୍ଙ୍କ କୃପା ରହିଥାଏ ସେମାନେ ବିପଦ ଆପଦ ସମୟରେ ମନୁଷ୍ୟ କିମ୍ବା ଜୀବ ଜନ୍ତୁଙ୍କୁ ସାହାଜ୍ଯ କରିବାରେ ସାମର୍ଥ ହୋଇଥାନ୍ତି ।
ଈଶ୍ବରଙ୍କ କୃପା ପ୍ରାପ୍ତି କରିଥିବା ଲୋକମାନେ ବୃଦ୍ଧ ଅସହାୟ ଲୋକଙ୍କ ପ୍ରତି ସମର୍ପିତ ଭାବ ରଖିଥାନ୍ତି ଏବଂ ସମାଜରେ ଉଦାହରଣ ସୃଷ୍ଟି କରିଥାନ୍ତି । ଯେଉଁ ମାନେ ନିଜ ଚାରିପାଖରେ ସୁଗନ୍ଧିତ ପୁଷ୍ପ, ଧୂପ କିମ୍ବା କର୍ପୁର ଅନୁଭବ କରିଥାନ୍ତି ସେମାନଙ୍କୁ ଦଇବିକୃପା ବା ଆଶୀର୍ବାଦ ପ୍ରାପ୍ତି ହୋଇ ପାରେ । ଯେଉଁ ମାନେ ବ୍ରାହନ ମୂହୁର୍ତ୍ତ ରେ ଉଠିଥାନ୍ତି
ଏବଂ ଯେଉଁମାନେ ବ୍ରାହ୍ମ ମୂହୁର୍ତ୍ତ ରେ ଈଶ୍ଵରଙ୍କୁ ଆରାଧନା କରିଥାନ୍ତି ସେମାନେ ଈଶ୍ବରଙ୍କ କୃପା ପ୍ରାପ୍ତ କରିଥାନ୍ତି । ଯେଉଁ ଲୋକମାନେ ନିତ୍ୟ ନିଅନ୍ତର ଉଦୟ ହେଉଥିବା ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଥାନ୍ତି ସେମାନଙ୍କ ଉପରେ ଇଶ୍ଵରଙ୍କ କୃପା ସଦାସର୍ବଦା ରହିଥାଏ । ଈଶ୍ବରଙ୍କ ଭଜନ କୀର୍ତ୍ତନ କରିବା ସମୟରେ କିମ୍ବା ଶୁଣିବା ସମୟରେ ଯେଉଁ ମାନଙ୍କର ମନ ଉତଲ୍ଲିନ ରହେ ସେମାନଙ୍କୁ ଈଶ୍ବରଙ୍କ କୃପା ପ୍ରାପ୍ତ ହୋଇଥାଏ ।
ଯଦି ରାତିରେ ହଠାତ ନିଦ ଭାଙ୍ଗେ ଓ ଆପଣଙ୍କ ଆଖ ପାଖରେ ଥଣ୍ଡା ପବନ ଅନୁଭବ ହୁଏ ତେବେ ଏହା ଭଗବାନ ଙ୍କ ଶକ୍ତି ଅଟେ । ଯେତେବେଳେ ଆପଣଙ୍କ କାମ ଅଚାନକ ହୋଇଥାଏ ସେତେବେଳେ ଭଗବାଙ୍କ ସଂକେତ ମିଳିଥାଏ ।