ଆଜି ଆମେ କହିବା କେଉଁ ରାଶିର ଲୋକମାନେ କେଉଁ ବାରରେ ବିବାହ କରିଥିଲେ ସେମାନଙ୍କ ଜୀବନ ଭଲ ରହି ଥାଏ । ସେମାନଙ୍କ ବିବାହ ଜୀବନ କିଭଳି ଭାବେ ସେମାନେ ନିଜ ଜୀବନର ସବୁ ସମୟରେ ଶାନ୍ତିରେ ବିତାଇ ପାରିବେ ବୋଲି ଆମେ ଭାବିବା । ଆଜି ଆମେ କହିବା କି କେଉଁ ରାଶିମାନେ କେଉଁ ବାରରେ ବିବାହ କରିଲେ ସେମାନଙ୍କ ଭଲ ହୋଇ ଥାଏ । ଆଜି ଆମେ କହିବା ପାଇ ଯାଉଥିବା କଥା ଅତି ସାଧାରଣ ଅଟେ ଓ ମହତ୍ଵ ପୂର୍ଣ୍ଣ ମଧ୍ୟ ।
କାରଣ ଆମେ ଯଦି ହିନ୍ଦୁ ଧର୍ମ କଥା କହିବା କିମ୍ବା ଆମେ ମୁସଲମାନ ମାନଙ୍କ କଥା କହିବା ଯାହାଭି କହିବା ସଭିଏଁ ଜାଣି ଥିବେ କି ଆମ ଜୀବନର କେତେବଡ ନିସ୍ପତି ଥାଏ ବିବାହ । ତେବେ ଯଦି ଠିକ ସମୟରେ ଆମେ ବିବାହ ନ କରିବା କିମ୍ବା ଏହି ସମୟରେ କିଛି ଭି ଖରାପ ହୋଇଥାଏ କିମ୍ବା ଭଲ ଦିନ ହୋଇ ନଥାଏ ତ ବିବାହ ଜୀବନରେ ଅସାନ୍ତି ଆସିବା କଥା ଆସିଥାଏ । ଏହାକୁ କେହି ଅଟକାଇ ପାରିବେନି ।
ତେଣୁ ଏହା ଜାଣିବା ନିହାତି ଭାବେ ଦରକାର ଥାଏ କି ଆମେ କେଉଁ ରାଶିର ଲୋକମାନେ ଅଛୁ ଯେଉଁ ମାନେ ନିଜ ବିବାହ କୁ ନେଇକି କିଛିଭି ଦିନ ସ୍ଥିର କରି ପାରି ନଥାନ୍ତି । ସେମାନେ ବାର ଅନୁସାରେ ବିବାହ କରି ପାରିବେ । ମେଷ ରାଶି ର ଲୋକମାନେ ମଙ୍ଗଲ ବାର ଦିନ ବିବାହ କରିଲେ ସେମାନଙ୍କ ବିବାହ ସଫଳ ହେବା ସହ ସେମାନଙ୍କ ସବୁ ପରିସ୍ଥିତି ଭଲ ହୋଇ ଯାଇଥାଏ ।
ଏହା ପରେ ବୃଷ ରାଶି ଏହି ରାଶିର ଲୋକମାନେ ଗୁରୁବାର ଦିନ ବିବାହ କରିବା ଭଲ ହୋଇଥାଏ । ଏହାଙ୍କ ବୈବାହିକ ଜୀବନ ମଧୁମୟ ହୋଇ ଥାଏ । ଏହା ପରେ ମିଥୁନ ରାଶି ଏମାନେ ବୁଦ୍ଧ ବାର ଦିନ ବିବାହ କରିଥିଲେ । ସେମାନେ ସୁଖ ଶାନ୍ତିରେ ରହି ପାରିଥାନ୍ତି । ଏହା ପରେ କର୍କଟ ରାଶି ଏହି ରାଶିର ଲୋକମାନେ ସୋମବାର ଦିନ ବିବାହ କରିଥିଲେ ସେମାନଙ୍କ ସମୟ ଭଲ ରହି ଥାଏ ।
ଏହା ପରେ ଶିଂଘ ରାଶି ଏହି ରାଶିର ଲୋକମାନେ ରବିବାରରେ ବିବାହ କରିଲେ ସେମାନଙ୍କର ସୁସନ୍ତାନ ଜନ୍ମ ହୋଇଥାନ୍ତି । କନ୍ୟା ରାଶି ଏହି ରାଶିର ଲୋକମାନେ ଯଦି ବୁଦ୍ଧ ବାର ଦିନ ବିବାହ କରିଥାନ୍ତି ତେବେ ଏମାନେ ଧନ ସମ୍ମାନ ପାଇ ଥାନ୍ତି ବିବାହ ପରେ ପରେ । ତୁଳା ରାଶିର ଲୋକମାନେ ଶୁକ୍ରବାର ଦିନ ବିବାହ କରିଲେ ସୌଭାଗ୍ଯ ମିଳିଥାଏ ଓ ଭଲ ଦାମ୍ପତ୍ୟ ଜୀବନ ପାଇ ଥାନ୍ତି ।
ବିଛା ରାଶି ଏମାନେ ମଙ୍ଗଲ ବାର ଦିନ ବିବାହ କରି ଥିଲେ ଏମାନେ ବହୁତ ଭଲ ଜୀବନ ପାଇ ଥାନ୍ତି । ଧନୁ ରାଶି ଏମାନେ ମଙ୍ଗଲ ବାରରେ ବିବାହ କରିଲେ ବୈବାହିକ ଜୀବନ ଓ ପାରିବାରିକ ସମସ୍ଯା ଦୂର ହୋଇ ଥାଏ । ଏହା ପରେ ମକର ରାଶି ଏମାନେ ଶନି ବାରରେ ବିବାହ କରିଥିଲେ ସେମାନାଙ୍କ ସମୟ ଭଲ ଥାଏ ।
ଏହ ପରେ କୁମ୍ଭ ରାଶି ଏମାନେ ମଧ୍ୟ ଶନି ବାର ଦିନ ବିବାହ କରିବା ଦ୍ଵାରା ଏକ ଭଲ ଓ ସୁନ୍ଦର ପରିବାର ପାଇ ଥାନ୍ତି । ଏହା ପରେ ମିନ ରାଶି ଏହି ରାଶିର ଲୋକମାନେ ଯଦି ଗୁରୁବାର ରେ ବିବାହ କରିଥାନ୍ତି ସେମାନେ ଭଲ ପରିଣାମ ପାଇଁ ଥାନ୍ତି ।