କେଉଁ ବୟସରେ ଆପଣ ହୋଇଯିବେ ଧନୀ, ଜାଣନ୍ତୁ ରାଶି ଅନୁସାରେ – Jyotish Shastra

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧି ପୂର୍ଣ୍ଣ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି । କାରଣ ବନ୍ଧୁଗଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ସବୁଠାରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି ।

ଏହି ଦୁନିଆର ସମସ୍ତ ମଣିଷ ଧନୀ ହେବା ପାଇଁ ଇଛା ରଖିଥାନ୍ତି ଓ ସେମାନେ କେବେ ଧନୀ ହେବେ ଏହି ପ୍ରଶ୍ନର ଉତ୍ତର ଖୋଜିଠାନ୍ତି । ହେଲେ ବନ୍ଧୁଗଣ ଏହାର ଏକ ସରଳ ଉପାୟ ରୁଷି ଶ୍ରେଷ୍ଠ ଭୃଗୁ ତାଙ୍କର ଭୃଗୁ ସଂହିତାରେ ଲେଖି ଯାଇଛନ୍ତି ।

ଏହି ଭୃଗୁ ସଂହିତାକୁ ପଢି ଆପଣ ନିଜ ପ୍ରଶ୍ନର ଉତ୍ତର ପାଇପାରିବେ । ଏହା ବ୍ଯତୀତ ଭୃଗୁ ସଂହିତାରେ ମଣିଷର ପୂର୍ବ ଜନ୍ମ, ପର ଜନ୍ମ, ଅତୀତ, ବର୍ତ୍ତମାନ କାଳ ଓ ଭବିଷ୍ୟତ କାଳ ବିଷୟରେ ଜାଣିବାର ସୂତ୍ର ମଧ୍ୟ ରହିଛି । ବନ୍ଧୁଗଣ ଭୃଗୁ ସଂହିତାରେ କିଛି ରାଶିର ମଣିଷ କେଉଁ ବର୍ଷ ବୟସରେ ଧନୀ ହୋଇପାରିବେ ତାହା ବିଷୟରେ ଉଲ୍ଲେଖ କରାଯାଇଛି ।

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସରେ ସମୁଦାଯ ୧୨ଟି ରାଶି ରହିଛି । ଯେଉଁ ରାଶି ମଧ୍ୟରେ ଚନ୍ଦ୍ର ରେଖା ବା ଳଘ୍ନ ରେଖା ରହିଥାଏ ସେମାନେ ଧନୀ ହୋଇଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ମେଷ ରାଶି- ବନ୍ଧୁଗଣ ମେଷ ରାଶିର ଳଘ୍ନ ଘରେ ଲଘ୍ନ ରେଖା ଥିଲେ ସେହି ରାଶିର ବ୍ୟକ୍ତି ମାନେ୧୨, ୧୬, ୨୮, ୩୨ ଓ ୩୬ ବର୍ଷ ବୟସରେ ଉନ୍ନତି କରିଥାନ୍ତି ।

ବୃଷ ରାଶି- ଯଦି ବୃଷ ରାଶିରେ ଲଘ୍ନ ରେଖା ଥାଏ ତା ହେଲେ ସେହି ବ୍ୟକ୍ତି ମାନେ ୨୫, ୨୮,୩୬, ଓ ୪୧ ବର୍ଷ ବୟସରେ ଉନ୍ନତି କରିଥାନ୍ତି ।

ମିଥୁନ ରାଶି- ମିଥୁନ ଲଘ୍ନର ଜାତକ ବୟସ ଯଦି ୨୨,୩୨,୩୫,୩୬ ଓ ୪୨ ବର୍ଷ ହେଲାପରେ ସେମାନେ ଉନ୍ନତି କରିଥାନ୍ତି ।

କର୍କଟ ରାଶି- କର୍କଟ ଲଘ୍ନ ଜାତକ ଥିବା ବ୍ୟକ୍ତି ମାନେ ୧୬,୨୨,୨୪,୨୫,୨୮ ଓ ୩୨ ବର୍ଷ ବୟସରେ ଉନ୍ନତି କରିଥାନ୍ତି ।

ସିଂହ ରାଶି- ସିଂହ ରାଶି ଲୋକ ମାନଙ୍କ ବୟସ ୧୬,୨୨,୨୪,୨୮,୩୨ ଓ ୩୬ ବର୍ଷ ହେବା ପରେ ସେମାନେ ଉନ୍ନତି କରିଥାନ୍ତି ।

କନ୍ୟା ରାଶି- କନ୍ୟା ରାଶି ଜାତକର ଲଗ୍ନ ବୟସ ୧୬,୨୨,୨୫,୩୨,୩୩,୩୪ ଓ ୩୬ ହେଲା ପରେ ସେମାନେ ଉନ୍ନତି କରିଥାନ୍ତି ।

ତୁଳା ରାଶି- ତୁଳା ରାଶିର ଲଗ୍ନ ବୟସ ୨୪,୨୫,୩୨ ଓ ୩୫ ହେବା ପରେ ସେମାନେ ଉନ୍ନତି କରିଥାନ୍ତି ।

ବିଛା ରାଶି- ଏହି ରାଶିର ଲଗ୍ନ ବୟସ ୨୨,୨୪,୨୮ ଓ ୩୨ ହେଲା ପରେ ସେମାନେ ଉନ୍ନତି କରିଥାନ୍ତି ।

ଧନୁ ରାଶି- ଧନୁ ଲଗ୍ନ ଜାତକର ବ୍ୟକ୍ତିଙ୍କ ବୟସ ୧୬, ୨୨ ଓ ୩୨ ବର୍ଷ ହେବା ପରେ ସେମାନେ ଉନ୍ନତି କରିଥାନ୍ତି ।

ମକର ରାଶି- ମକର ଲଗ୍ନ ଜାତକର ବୟସ ୨୫.୩୩,୩୫ ଓ ୩୬ ବର୍ଷ ବୟସରେ ଉନ୍ନତି କରିଥାନ୍ତି ।

କୁମ୍ଭ ରାଶି- କୁମ୍ଭ ଲଗ୍ନ ଜାତକର ବ୍ୟକ୍ତି ମାନଙ୍କ ବୟସ ୨୫,୨୭,୩୬ ଓ ୪୨ ହେବା ପରେ ସେମାନେ ଉନ୍ନତି କରନ୍ତି ।

ମୀନ ରାଶି- ମୀନ ଲଗ୍ନ ଜାତକ ମାନଙ୍କ ବୟସ ୧୬, ୨୨, ୨୮ ଓ ୩୩ ବର୍ଷ ବୟସ ହେବା ପରେ ସେମାନେ ଉନ୍ନତି କରିଥାନ୍ତି ।

ତେବେ ଆପଣଙ୍କୁ ଆମର ଏହି ଲେଖାଟି କିପରି ଲାଗିଲା ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *