ରାସ୍ତାରେ କୁକୁର ସହବାସ କରୁଥିବାର ଦେଖିଲେ କଣ ସୂଚନା ମିଳିଥାଏ? ଏହା ସହ ଜାଣନ୍ତୁ 10+ଅନୁଚିନ୍ତା

ବନ୍ଧୁଗଣ ଜାଣନ୍ତୁ କିଛି ଅନୁଚିନ୍ତା ବିଷୟରେ ଯାହା ଆପଣଙ୍କ ଜୀବନକୁ ସୁଖମୟ, ସରସ ଓ ସୁନ୍ଦର କରିବାରେ ସାହାଜ୍ଯ କରିବ । ୧- ଯଦି କୌଣସି କାରଣରୁ ଶନି ଆପଣଙ୍କ ପ୍ରତି କ୍ଷତିକାରକ ବୋଲି ମନେ କରୁଥାନ୍ତି ବାଡି ଅଁଳା ଟିକେ ଶନିବାର ଦିନ ନିଜ ପାଖରେ ରଖନ୍ତୁ ଓ ଘୋଡା ନାଲ ଆଙ୍ଗୁଳିରେ ମୁଦି କରି ପିନ୍ଧନ୍ତୁ । ଏହା ସହ କାଉକୁ ଖାଇବାକୁ ଦେବା ସହ ଶନିଙ୍କ ମନ୍ତ୍ର ଜପ କରନ୍ତୁ ।

୨- ଆଜିକାଲି ଅନେକ ଲୋକ ମେଦ ବହୁଳତାର ଶିକାର ହେଉଛନ୍ତି । ଏଥିପାଇଁ ରାତିରେ ଗୋଟେ ଗ୍ଳାସ ପାଣିରେ ଜୀରା ପକାନ୍ତୁ । ସକାଳୁ ଏହି ଜୀରା ପାଣିର ସେବନ କରନ୍ତୁ ମାତ୍ର ଏକ ମାସ ଯାଏଁ । ଦେଖିବେ ବହୁତ ପରିମାଣରେ ମୋଟାପା କମିଯିବ ।

୩- ଅଧିକାଂଶ ଲୋକ ଖାଇବା ପରେ ହାତ ଚାଟିଥାନ୍ତି । କିନ୍ତୁ ମନେ ରଖିବେ ଖାଇବା ପାଇଁ ପଛ ପଟ ହାତକୁ ଚାଟନ୍ତୁ କେବେ ବି ଆଗ ପାଟ ଛାତିବେ ନାହି । ଘରେ ନଖ ବସି କାଟିବା ଅନୁଚିତ ।

୪- ବାପା-ମା ଙ୍କ ଆଗରେ କେବେ ମିଛ କୁହନ୍ତୁ ନାହି । ଯଦି ଜରୁରୀ କମ ଥାଏ ତେବେ ସତ ଦୁଇ ପାଖରେ କୁହନ୍ତୁ ନାହି । ସ୍ତ୍ରୀ ପାଖରେ ଜରୁରୀ କଥା କୁହନ୍ତୁ ନାହି ।

୫- ଆଜିର ଅନୁଚିନ୍ତାରେ ସୁନ୍ଦର କଥା ମନେ ରଖିବେ ବର୍ଷା ଦିନରେ ଘରେ ବିଛା ଦେଖିଲେ କେବେବି ମାରିବେ ନାହି । ବିଛା ମାରିଲେ ବଂଶ ବୁଡିଗଲା ବୋଲି ଜାଣିବେ ।

୬- ଯାତ୍ରା ସମୟରେ ବିଛା ଦେଖିଲେ ବହୁତ ଶୁଭ ହୋଇଥାଏ । ଯଦି ଘରେ ବିଛା ଦେଖୁଛନ୍ତି ତେବେ ଜାଣିବେ ୮ ଦିନ ଭିତରେ ମନସ୍କାମନା ପୂରଣ ହେବ । ବିଚାକୁ ଘଉଡାଇ ଦେବେ ।

୭- ଯୌବନ କେବେ ଚିର ନୁହେଁ ଏ କଥା ସତ । କିନ୍ତୁ ଯୌବନକୁ ଅଧିକ ଦିନ ବଜାୟ ରଖିବା ପାଇଁ ପ୍ରତେକ ଦିନ ଗାଜର ଖାଆନ୍ତୁ । ଯେତେ ପ୍ରକାରର କୋଳି ଅଛି ତାକୁ ଖାଆନ୍ତୁ । ପ୍ରତେକ ଦିନ ଅଳ୍ପ ହଳଦୀ ପାଣି ସେବନ କରନ୍ତୁ ।

୮- ସକାଳୁ ଉଠିବା ପରେ କେବେବି ଆଇନାରେ ନିଜ ମୁହଁ ଦେଖିବେ ନାହି । ନିଜର ଛାଇକୁ କେବେ ଚାହିଁବେ ନାହି । ପ୍ରଥମେ ମୁହଁ ଧୋଇବା ପରେ ଠାକୁରଙ୍କ ଫୋଟୋ ଦର୍ଶନ କରନ୍ତୁ ।

୯- ଯଦି ଆପଣଙ୍କୁ ଶ୍ଵାସ ଜନିତ ସମସ୍ଯା ଅଛି ତେବେ କିଛି ଲେମ୍ବୁକୁ କାଟି କାଚ ଜାରରେ ପକାଇବେ ଯେମିତି ଅଧ ଜାର ରେ ହେବ । ଗୋଟେ ଦେଶୀ କୁକୁଡା ଅଣ୍ଡା ଆଣି ସେ ଲେମ୍ବୁ ପାଣିରେ ବୁଡାଇବେ । ୧୫ ଦିନ ଏହାକାଉ ଛାଡି ଦେବେ । ତାପରେ ପ୍ରତେକ ଦିନ ଏକ ଚାମଚ ୧୫ ଦିନ ଖାଆନ୍ତୁ ଦେଖିବେ ଦେଢ ମାସ ଭିତରେ ଶ୍ଵାସ ରୋଗ ରହିବ ନାହି ।

୧୦- ନାରୀ ମାନେ ସ୍ନାନ ପରେ ସିନ୍ଦୁର ପିନ୍ଧିବା ପରେ ନିଜ ଗଭାରେ ଧଳା ରଙ୍ଗର ଫୁଲ ଖୋସନ୍ତୁ । ଏହା ଦ୍ଵାରା ମନ ସ୍ଵଚ୍ଛ, ଆତ୍ମା ପବିତ୍ର ଓ ମାନସିକ ଶାନ୍ତି ଫେରି ଆସିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *