ରସୁଣ ଓ ମହୁ କୁ ମିଶାଇ ଖାଇବା ପରେ ଗରମ ପାଣି ପିଇବା ଦ୍ଵାରା ମିଳିଥାଏ ଏହି ଚମତ୍କାରୀ ଫାଇଦା- Baba Ramdev Health Tips

ବନ୍ଧୁଗଣ ଆପଣ ମାନେ ସମସ୍ତେ ରସୁଣକୁ ଖାଦ୍ୟ ତିଆରି କରିବାରେ ବ୍ୟବହାର କରୁଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ରସୁଣର ସଠିକ ସେବନ ଦ୍ଵାରା ଆପଣ ମାନେ ବହୁତ ସାରା ଲାଭ ପାଇପାରିବେ ଓ କ୍ୟାନ୍ସର ଆଦି ରୋଗକୁ ମଧ୍ୟ ଦୂର କରିପାରିବେ । ଏଥିପାଇଁ ବନ୍ଧୁଗଣ ଆପଣ ମାନଙ୍କୁ ରସୁଣ ସହ ମହୁ ମିଶାଇ ତାର ସଠିକ ସେବନ କରିବାକୁ ହେବ । ଆଜିଆମେ ଆପଣ ମାନଙ୍କୁ ଏହାର ସେବନ ବିଷୟରେ କହିବାକୁ ଯାଉଛୁ ଓ ଏହାର ଫାଇଦା ବିଷୟରେ ମଧ୍ୟ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ରସୁଣର ଫାଇଦା ଓ ଏହାର ସେବନ ବିଷୟରେ ।

ଏଥିପାଇଁ ବନ୍ଧୁଗଣ ଆପଣ ୧ କିଲୋ ମହୁରେ ଅଧା କିଲୋ ରସୁଣକୁ ଛୋଟ ଛୋଟ କାଟି ମିଶାଇ ଦିଅନ୍ତୁ ଓ ଏହି ମିଶ୍ରଣକୁ ଏପରି ଏକ କାଚ ଜାର ରଖନ୍ତୁ ଯେଉଁଥିରେ ପବନ ଆସୁନଥିବ ବା ତାହା ଏୟାର ଟାଇଟ ଥିବ । ଏହାକୁ ଆପଣ ୭ ଦିନ ପର୍ଯ୍ୟନ୍ତ ରଖିଦିଅନ୍ତୁ ଓ ୮ ଦିନରେ ଆପଣ ପ୍ରତିଦିନ ସଖାଳ ସମୟରେ ଏକ ଚାମଚ ଏହାର ସେବନ କରନ୍ତୁ ଏବଂ ସେବନ କରିବା ପରେ ଆପଣ ଏକ ଗ୍ଳାସ ଉଷୁମ ପାଣିର ସେବନ କରନ୍ତୁ । କିନ୍ତୁ ବନ୍ଧୁଗଣ ଆପଣ ମାନଙ୍କୁ ଏହାର ସେବନ ଖାଲି ପେଟରେ କରିବାକୁ ହେବ ।

ବନ୍ଧୁଗଣ ଆପଣଙ୍କୁ ଏହାର ସେବନ ୧ ମାସ ପର୍ଯ୍ୟନ୍ତ କରିବାକୁ ହେବ । ୧ ମାସ ପରେ ଆପଣଙ୍କୁ ଏହାର ଗଜବ ଫାଇଦା ମିଳିବ । ତା ହେଲେ ଆସନ୍ତୁ ଜାଣିବା ଏହି ସମସ୍ତ ଫାଇଦା ବିଷୟରେ ।

ରୋଗପ୍ରତିଷେଧକ ଶକ୍ତି ବଢାଇବ- ବନ୍ଧୁଗଣ ଏହାର ନିୟମିତ ସେବନ ଦ୍ଵାରା ଅପାନନ୍କର ରୋଗପ୍ରତିଷେଧକ ଶକ୍ତି ବୃଦ୍ଧି ହେବ । ଯାହାଫଳରେ ଆପଣ ଆଜୀବନ ନିରୋଗ ରହିବେ । ଆପଣଙ୍କୁ ଥଣ୍ଡା, କାଶ ଓ ଜ୍ଵର ଆଦି ସମସ୍ଯା ହେବ ନାହିଁ । ଏହା ବ୍ଯତୀତ ଆପଣ କୌଣସି ଫ୍ଲୁର ଶିକାର ମଧ୍ୟ ହେବେ ନାହିଁ ।

ଡାଇବେଟିସ ନିୟନ୍ତ୍ରଣ- ବନ୍ଧୁଗଣ ଯେଉଁ ମାନଙ୍କୁ ଡାଇବେଟିସର ସମସ୍ଯା ରହିଛି । ସେମାନଙ୍କୁ ଏହାର ସେବନ କରିବା ନିହାତି ଆବଶ୍ୟକ । ରସୁଣ ଓ ମହୁର ମିଶ୍ରଣକୁ ଖାଇବା ଦ୍ଵାରା ଡାଇବେଟିସ ରୋଗୀ ମାନଙ୍କ ଶରୀରରେ ଆପେ ନାପେ ଇନସୁଲୀନ ହୋଇଯିବ । ଯାହାଫଳରେ ବହୁତ କମ ଦିନ ମଧ୍ୟରେ ସେମାନଙ୍କ ଡାଇବେଟିସ ନିୟନ୍ତ୍ରଣ ହୋଇଯିବ ।

ମୋଟାପଣକୁ କମେଇବ- ଯଦି ବନ୍ଧୁଗଣ ଆପଣ ପ୍ରତି ଦିନ ସଖାଳ ସମୟରେ ଖାଲି ପେଟରେ ଏହି ମିଶ୍ରଣର ସେବନ କରିବେ ଓ ଅଳ୍ପ ଉଷୁମ ପାଣି ପିଇବେ ତା ହେଲେ ଆପଣଙ୍କ ମୋଟାପଣ ଏକ ମାସ ମଧ୍ୟରେ ବହୁତ ମାତ୍ରାରେ କମିଯିବ ।

ଆଣ୍ଠୁ ଗଣ୍ଠି ବ୍ୟଥାରୁ ମୁକ୍ତି- ଯଦି ବନ୍ଧୁଗଣ ଆପଣଙ୍କୁ କ୍ଳାନ୍ତପଣ, ଆଣ୍ଠୁ ଗଣ୍ଠି ବ୍ୟଥା ଓ ଦୁର୍ବଳତା ଆଦି ସମସ୍ଯା ହେଉଛି । ତା ହେଲେ ଆପଣ ପ୍ରତିଦିନ ଏହି ମିଶ୍ରଣର ସେବନ କରନ୍ତୁ । ଏହା ଆପଣଙ୍କ ଆଣ୍ଠୁ ଗଣ୍ଠି ବ୍ୟଥା ଓ ଦୁର୍ବଳତା ଆଦିକୁ ବହୁତ ସହଜରେ ଦୂର କରିଦେବ । ତେଣୁ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ମିଶ୍ରଣର ସେବନ ସଖାଳ ସମୟରେ ଖାଲି ପେଟରେ କରନ୍ତୁ । ଦେଖିବେ ୧ ମାସରେ ଆପଣଙ୍କୁ ଏହାର ଫରକ ଜଣା ପଡିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *