ସ୍ଵାମୀ ସ୍ତ୍ରୀ ରାତିର ଏହି ସମୟରେ ସଂଭୋଗ କରିଲେ ସ୍ଵାମୀ ହୋଇଥାନ୍ତି ଧନବାନ ?

ବନ୍ଧୁଗଣ ଆପଣଙ୍କର ସବୁ ଇଚ୍ଛା ପୂରଣ ହେଉ ଓ ଦାରିଦ୍ରତା ଦୂର ହେଉ ଯଦି ଚାହୁଁଛନ୍ତି ତେବେ ଆଚାର୍ଯ୍ୟ ଚାଣକ୍ୟ କହିଥିବା ଏହି ନୀତି ଗୁଡିକ ଅବଲମ୍ବନ କରିବାକୁ ହେବ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ସ୍ଵାମୀ ସ୍ତ୍ରୀ ରାତ୍ରି ସମୟରେ ଏମିତି ସମୟରେ ସଂଭୋଗ ରଖିବା ଦ୍ଵାରା ସ୍ଵାମୀ ହୋଇଥାଏ ଧନବାନ । ଏହି ସମୟରେ ସଂଭୋଗ କରିଲେ ଧନର ବର୍ଷା ହୋଇଥାଏ । ହିନ୍ଦୁ ଶାସ୍ତ୍ର ମତରେ ଏମିତି କେଉଁ ସମୟ ରହିଛି ଯେଉଁ ସମୟରେ ସଂଭୋଗ କରିଲେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଜବୁତ ହେବା ସହ ବ୍ୟକ୍ତି ଧନବାନ ହୋଇଥାଏ ।

ମଣିଷ ଜୀବନରେ ସ୍ତ୍ରୀ ଓ ପୁରୁଷ ଭଗବାନ ଏଭଳି ଭାବେ ସୃଷ୍ଟି କରିଛନ୍ତି । ଯେପରି ଦିନ ଓ ରାତି ହୋଇଥାଏ । ଯେପରି ଦିନ ବିନା ରାତି ଆସେ ନାହି ଓ ରାତି ବିନା ଦିନ ଆସେ ନାହି ଠିକ ସେହିପରି ସ୍ଵାମୀ ବିନା ସ୍ତ୍ରୀ ଜୀବନ ଅଧୁରା ହୋଇଥାଏ ଓ ପୁରୁଷ ବିନା ସ୍ତ୍ରୀ ର ଅସ୍ତିତ୍ଵ ରୁହେ ନାହି । ଏହା ଜୀବନର ଦୁଇଟି ପାର୍ଶ୍ଵ ଅଟେ । ଭଗବାନ କୃଷ୍ଣ କହିଛନ୍ତି ନାରୀ ଓ ପୁରୁଷ ଗୋଟିଏ ଡୋରୀରେ ବନ୍ଧା ହୋଇଥାନ୍ତି । ଏହି ଡୋରୀ ଠିକ ଭାବେ ଯୋଡା ହୋଇଥିଲେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ଅତୁଟ ରହିଥାଏ ।

ଏଣୁ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଦାଂପତ୍ଯ ଜୀବନ ସୁଖମୟ ହେବା ପାଇଁ ପ୍ରେମ ସମ୍ପର୍କ ରହିବା ନିହାତି ଜରୁରି ଅଟେ । କଳହ ବିବାଦ ଠାରୁ ଦୂରେଇ ରହିବା ଉଚିତ । ସ୍ଵାମୀ ସ୍ତ୍ରୀଙ୍କ ଜୀବନରେ ସର୍ବଦା ପଜେଟିଭ ଚିନ୍ତାଧାରା ରହିବା ଉଚିତ । ଏମାନଙ୍କ ମଧ୍ୟରେ ସର୍ତ୍ତ ବା ସନ୍ଦେହ ଭଳି ଶବ୍ଦ ଆସିବା ଉଚିତ ନୁହେଁ । ସ୍ଵାମୀ ସ୍ତ୍ରୀ ମଧ୍ୟରେ ଯଦି ପ୍ରେମ ପ୍ରସଙ୍ଗ ଭଲ ରହିବ ବା ଦୁହିଙ୍କର ପରସ୍ପର ପ୍ରତି ଆକର୍ଷଣ ରହିବ ତେବେ ସେହି ଘରେ ସଦା ସର୍ବଦା ଧନ ଓ ବୈଭବ ରେ ଭାରି ରହିଥାଏ । ସେହି ଘରେ ଦେବୀ ଦେବତାଙ୍କ ଶକ୍ତି ବାସ କରିଥାଏ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ନୀତି ରେ କହିଛନ୍ତି କି ଯେଉଁ ସ୍ଵାମୀ ସ୍ତ୍ରୀ ଘରେ ପ୍ରେମ ପ୍ରସଙ୍ଗରେ ଯୋଡି ହୋଇ ରହିଥାନ୍ତି ସେଭଳି ଘରେ କେବେ ବି କୌଣସି ଜିନିଷର ଅଭାବ ରୁହେ ନାହି । ଏଭଳି ଘରେ ମା ଲକ୍ଷ୍ମୀଙ୍କ ବାସ ହେବା ସହ ଧନ ସମ୍ପତିରେ ଭାରି ରହିଥାଏ । ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତରେ ସ୍ଵାମୀ ସ୍ତ୍ରୀ ରାତି ୩ଟା ପୂର୍ବରୁ ସଂଭୋଗ ରଖିବା ଉଚିତ ହୋଇଥାଏ । ଯଦି କୌଣସି ଯୋଡି ରାତି ୩ଟା ପରେ ସମ୍ପର୍କ ରଖିଥାନ୍ତି ଏହା ଅଶୁଭ ହୋଇଥାଏ ।

କାରଣ ଏହି ସମୟ ଐଶ୍ବରୀକ ସମୟ ହୋଇଥାଏ । ଏଣୁ ଏହି ସମୟରେ ପୃଥିବୀ ପରୁଷ କୁ ଦେବୀ ଦେବତାଙ୍କ ଆଗମନ ହୋଇଥାଏ । ଏହି ସମୟରେ ସଂଭୋଗ ସ୍ଥାପନ କରିଲେ ଦିବ୍ୟ ଶକ୍ତିର କୋପର ଦ୍ରୁଷ୍ଟି ପଡିଥାଏ । ତେଣୁ ରାତି ୩ଟା ପୂର୍ବରୁ ସମ୍ପର୍କ ରଖିଲେ ଉଚିତ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *