ରାତିରେ ଝାଡୁ ତଳେ ରଖନ୍ତୁ ଏହି ଜିନିଷ, ତା ପରେ ଦେଖନ୍ତୁ ଚମତ୍କାର

ଝାଡୁ କୁ ଆମେ ମା ଲକ୍ଷ୍ମୀ ଙ୍କ ରୂପ କହି ଥାଉ ଆପଣ କଣ ଜାଣି ଛନ୍ତି କି ଏହାକୁ କେଉଁ ସମୟରେ ବ୍ୟବହାର କରିବା ଅକଥା ଯାହା ଦ୍ଵାରା ମା ଲକ୍ଷ୍ମୀ ଆମ ଘରେ ସବୁ ଦିନ ରହି ପାରିବେ । ଆସନ୍ତୁ ଆଜି ଜାଣିବା ଏହି ସବୁ କଥା ବିଷୟରେ । ଆମେ ଆଜି କହିବା କି ଝାଡୁକୁ ସାଧାରଣ ଭାବେ କେଉଁ ଜାଗାରେ ରଖିବା କଥା ଓ ଏହାକୁ ଝାଡିବା ପାଇଁ କେଉଁ ସମୟରେ ବ୍ୟବହାର କରିବା କଥା ଓ କେଉଁ ସମୟରେ ବ୍ୟବହାର କରିବା କଥା ନୁହେଁ ।

ଆମେ ଜାଣିଛେ କି ସକାଳ ସମୟ ଏକ ବ୍ରହ୍ମ ସମୟ ଅଟେ । ଏହି ସମୟରେ ସବୁ ଦେବା ଦେବୀ ମାନେ ପୃଥିବୀରେ ରାଇ ଥାନ୍ତି । ଆମେ ଯଦି ସକାଳ 4 ତା ପର ଠାରୁ 7 ଭିତରେ ଝାଡୁ କରିବା ତାହା ଭଲ ହୋଇ ଥାଏ । ତେବେ ଆମେ କହିବା ଅକଥା କି ଆପଣ ସକାଳ ଉଠିବା ପରେ ସୁର୍ଜ୍ଯାଉଦୟ ପୂର୍ବରୁ ଆପଣ ଏହାକୁ ଝାଡୁ କରିନେବା ଭଲ ହୋଇଥାଏ ।

ଆମେ ଆଜି କହିବା ପାଇଁ ଯାଉଛୁ କି ବ୍ରହ୍ମ ସମୟ ରେ ସୂର୍ଯ୍ୟ ଉଦୟ ହେବା ଆଗରୁ ଆମେ ଏହା କରି ନେବା ଭଲ ହୋଇ ଥାଏ । ଏହି ସମୟରେ ମାତା ଲକ୍ଷ୍ମୀ ଙ୍କ ଅବତରଣ ମଧ୍ୟ ହୋଇଥାଏ । ଆମେ ଏହା ସହ ସାଧାରଣ ଭାବେ ଏହାକୁ ଗାଁ ମାନଙ୍କ ରେ ଦେଖିବା ପାଇଁ ପାଇ ଥାଉ ସେମାନେ ସକାଳୁ ଉଠିକି କାମ କରିବା ପାଇଁ ଭଲ ପାଇଥାନ୍ତି ।

ଏହା ସହର ଲୋକଙ୍କ ଅସୁବିଧା ଥାଏ କି ସେମାନେ ସକାଳୁ ଉଠିକି ଝାଡୁ କରି ପାରନ୍ତି ଯାହା ଦ୍ଵାରା ତାଙ୍କ ଜୀବନରେ ଅସୁବିଧା ସବୁ ବେଳେ ଥାଏ । ଏହା ସହ ଏମାନେ ଝାଡୁକୁ ମନ ଇଛା ଜାଗାରେ ରଖିଦେଇ ଥାନ୍ତି ଯାହା ଭୁଲ କଥା ଅଟେ । ଝାଡୁକୁ ଆମେ ଏକ ଅଲଗା ଜାଗାରେ ରଖିବା କଥା ଏହାକୁ ରୋଷେଇ ଘର କିମ୍ବା ବାଟ ମୁହଁ ରେ ରଖିବା କଥା ନୁହେଁ ।

ଝାଡୁ କରିବା ବେଳେ ଏକ କଥାର ଧ୍ୟାନ ରଖିବା ଦରକାର କି ଆମେ ଅଳିଆ ବାହାର ଆଡକୁ କାଢି ନେଉଛେ ଏହା କୁ ଭିତର ଆଡକୁ ଆଣିବା ଭଲ ହୋଇ ନଥାଏ । ଏହା ସହ ସଂଧ୍ୟା ଦେବା ଆଗରୁ ଘର ସଜାଡି ନେବା ଭଲ ହୋଇ ଥାଏ । ଆମେ ଯଦି ସକାଳ ଭଳି ସଂଧ୍ୟା ଆଗରୁ ଝାଡୁ କରିନେବା ତେବେ ଏହା ଆମ ପାଇଁ ଭଲ ହୋଇଥାଏ ।

ଆମେ ରାତି ରେ ଝାଡୁ କରିବା ଭଲ ହୋଇ ନଥାଏ । ଏହାକୁ ଅକରୁଥିବା ଲୋକମାନେ ସାଧାରଣ ଭାବେ ଧାର ଉଧାର ଓ ବେମାରି ର ସାମନା କରି ଥାନ୍ତି । ତେଣୁ କରି ଏହା ପାଇଁ ଆମେ ସାବଧାନ ରହିବା ଦରକାର । ଆମେ ଏହାକୁ ଖଟ ତଳେ ରଖିବା ମଧ୍ୟ ଭଲ ହୋଇ ନଥାଏ ।

ଆପଣ ଏହାକୁ ଲୋକଙ୍କ ନଜର ରୁ ଲୁଚାଇବା ଭଲ ଏହା ଅଧିକା ଖରାପ ହୋଇଗଲେ ଏକ ନୂଆ ଝାଡୁ ଆଣିବା ପରେ ଏହାକୁ ନେଇକି ସଠିକ ଜାଗାରେ ପକାଇକି ଆସନ୍ତୁ । ଏହାକୁ ମନଇଛା ଜାଗାରେ ପକାଇବା ଭଲ ହୋଇ ନଥାଏ ।

Leave a Reply

Your email address will not be published. Required fields are marked *