ରାତିରେ ଶୋଇବା ପୂର୍ବରୁ 3ଥର କହିଦିୟନ୍ତୁ ଏହି ଗୋଟିଏ ମନ୍ତ୍ର, ଝିଅ ଭଲ ପାଇବାକୁ ବାଧ୍ୟ ହେବ- Love Tips

ନମସ୍କାର ବନ୍ଧୁଗଣ, ସମସ୍ତେ ପୁଅ ଝିଅ ଏବେ ପ୍ରେମ ସମ୍ପର୍କରେ ଅଛନ୍ତି । ତେବେ ଆଜିର ଏହି ଯୁଗରେ ଯଦି କାହାର ସାଥି ଟିଏ ନାହଁ ତାହାଲେ ସେମାନଙ୍କର ସମସ୍ତେ ମଜା ଉଡାଉଛନ୍ତି । ଭାବୁଛନ୍ତି କି ତାଙ୍କ ପାଖରେ କିଛି କମି ରହିଛି । ତେଣୁ ସମସ୍ତଙ୍କର ଝିଅଟିଏ ଖୋଜିବା ନିହାତି ଆବଶ୍ୟକ ହୋଇଗଲାଣି । ତେବେ ଆଜି ଆମେ ଜଣାଇବୁ ଏଭଳି ଏକ ବଶୀକରଣ ମନ୍ତ୍ର ବିଷୟରେ ଯାହାକୁ ଝିଅମାନେ ଶୁଣିବା ମାତ୍ରେ ହିଁ ଆପଣଙ୍କ ପଛରେ ଗୋଡାଇବେ । ଆଉ ଡେରି ନକରି ଆସନ୍ତୁ ଜାଣିବା ।

ଧ୍ୟାନରେ ରଖିବେ ବନ୍ଧୁଗଣ ଆପଣଙ୍କୁ ଏହି ମନ୍ତ୍ରର ଜପ କେବଳ ଗୁରୁବାର ଦିନ କରିବା ଉଚିତ । ସର୍ବ ପ୍ରଥମେ ଏକ କାଗଜ ଏବଂ ନାଲି କାଲମ ଆଣନ୍ତୁ । ଏହାପରେ କାଗଜ ଉପରେ ତିନୋଟି ଶବ୍ଦ ଲେଖିଦିଅନ୍ତୁ । ତାହା ହେଉଛି ବଶଂ ଭବଂ ବଶଃ । ଏହି ତିନୋଟି ଶବ୍ଦକୁ ବଡ ବଡ କରି ସୁନ୍ଦର ଭାବରେ ଲେଖିଦିଅନ୍ତୁ । ଲେଖି ସାରିବା ପରେ ଆପଣ ଏହି ଶବ୍ଦଟିକୁ ତିନି ଥର ଭଲ ଭାବରେ କୁହନ୍ତୁ ।

ଏହା ପରେ ଆପଣ ଯେଉଁ ଝିଅଙ୍କୁ ବଶୀଭୂତ କରିବା ପାଇଁ ଭବିଛନ୍ତି ତାଙ୍କ ନାମକୁ ପାଞ୍ଚ ଥର କହି ଦିଅନ୍ତୁ । ଏହାକୁ ଆପଣ ଏହିଭଳି ଭାବରେ ଗୁରବାର ଦିନ କରନ୍ତୁ । ଏହା କରିବା ପରଦିନ ଆପଣଙ୍କୁ ଏହାର ସଙ୍କେତ ମିଳିବାକୁ ଲାଗିବ । ଦେଖିବେ ସେହି ଝିଅ ଆପଣଙ୍କ ବଶରେ ହୋଇଯିବ । ଆପଣଙ୍କ ପ୍ରତି ତାଙ୍କର ଆକର୍ଷଣ ବଢିବ ।

ଯାହାଫଳରେ ସେ ଆପଣଙ୍କ ପାଖକୁ ଆସିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ସହ କଥା ହାବା ପାଇଁ ମଧ୍ୟ ଅନେକ ବାହାନା କରିବେ । ଏହି ଉପାୟଟି ବେଳେ ବେଳେ କାମ ମଧ୍ୟ କରିନଥାଏ । ଅର୍ଥାତ ୧୦୦ ଜଣଙ୍କ ମଧ୍ୟରୁ ୩,୪ ଜଣ ଏଥିରେ ନିଷ୍ପଳ ହେବାର ସମ୍ଭବନା ରହିଛି । ତେବେ ଆପଣ ମନ ଖରାପ କରିବେ ନାହିଁ ।

ଆପଣ ନିଜ ତରଫରୁ ସର୍ବଦା ଚେଷ୍ଟା କରିବେ ତାଙ୍କୁ ନିଜର କରିବା ପାଇଁ । କିନ୍ତୁ ସବୁବେଳେ ମନେ ରଖିବେ କେବେ ହେଲେ ମଧ୍ୟ ଖରାପ ଉଦେଶ୍ୟ ରଖି ଏହି ମନ୍ତ୍ର କୌଣସି ଝିଅଙ୍କ ଉପରେ ପ୍ରୟୋଗ କରିବେ ନାହିଁ । କାରଣ ଏହା ସେତେବେଳେ ବିଫଳ ହେବାର ଅନେକ ସମ୍ଭାବନା ରହିଛି । ତେଣୁ ସବୁବେଳେ ଏହାକୁ ଆପଣ ହୃଦୟରୁ ପସନ୍ଦ କରୁଥିବା ଝିଅ ବା ପୁଅଙ୍କ ଉପରେ ବ୍ୟବହାର କରନ୍ତୁ ।

ଦୁନିଆର କୌଣସି ଶକ୍ତି ନାହି ଯାହାକୁ ଆପଣଙ୍କୁ ଅଲଗା କରିବପାରିବ ତାଙ୍କଠୁ । ଏହି ମନ୍ତ୍ର ବହୁତ ବହୁତ ହିଁ ପ୍ରଭାବଶାଳି ଅଟେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *