ରୋଷେଇ ଘରେ ଏମିତି ରକହନ୍ତୁ ‘ତାୱା’, ରାତାରାତି ପଲଟିଯିବ ଭାଗ୍ୟ ଦରିଦ୍ର ବି ହେବ କୋଟିପତି

ଆମେ ରୋଷେଇ ଘରେ ବ୍ୟବହାର କରୁଥିବା ତାୱା ଓ କଢେଇ ଆମେ ଜୀବନଶୈଳୀ ରେ ବହୁତ ପ୍ରଭାବ ପକାଇ ଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତାୱା ରାହୁ ସହ ଜଡିତ । ତେଣୁ ତାଵା ଓ କଢେଇ କୁ କେବେବି ଓଲଟାଇ ରଖିବେ ନାହିଁ । ଏପରି କରିବା ଦ୍ୱାରା ରାହୁ ଦେବ କ୍ରୋଧ କରନ୍ତି । ଯଦି ଆପଣ ସବୁ ଜିନିଷ କୁ ଠିକ ଶୈଳୀରେ ଓ ସଫା ପରିଷ୍କାର ରଖିବେ ତେବେ ଆପଣଙ୍କ ଉପରେ ମା ଅର୍ଣ୍ଣପୂର୍ଣା ଙ୍କ ଦୟା ଓ ଆର୍ଶୀବାଦ ସର୍ବଦା ରହିବ ।

ଯେବେବି ଆପଣ ତାୱା ବ୍ୟବହାର କରୁଛନ୍ତି ତେବେ ଲୁହାର ତାୱା ବ୍ୟବହାର କରନ୍ତୁ ଯଦି ଆପଣଙ୍କୁ ଲାଗୁଥାଏ କି ଆପଣଙ୍କ ଶନି ଦୁର୍ବଳ ଅଛନ୍ତି ତେବେ ଆପଣ ପିତ୍ତଳ ର ତାୱା ବ୍ୟବହାର କରନ୍ତୁ । କିନ୍ତୁ ଭୁଲ ରେ ବି ଆଲୁମିନିୟମ ର ତାୱା ବ୍ୟବହାର କରିବେ ନାହିଁ । ଏହା ଆପଣଙ୍କ ଜୀବନରେ ଖରାପ ପ୍ରଭାବ ପକାଇ ଥାଏ ।

ଯେତେ ବେଳେ ଆପଣ ରୁଟି ବନେଇବେ ପ୍ରଥମେ ଏକ ଛୋଟ ରୁଟି ତାୱା ରେ ପକେଇ ବନେଇବେ ପରେ ଆପଣ ରୁଟି ବନେଇ ପାରିବେ ଓ ଶେଷରେ ମଧ୍ୟ ଏକ ଛୋଟ ରୁଟି ବନେଇବେ । କୁହାଯାଏ କି ଶେଷ ରୁଟି ଖାଇବା ଦ୍ୱାରା ଆପଣ କୌଣସି ନିର୍ଣ୍ଣୟ ନେବା ସମୟରେ ବିଚଳିତ ହେବେ ବା ଆପଣ ନିର୍ଣ୍ଣୟ ନେବା ଆଗରୁ ସମୟ ପଳେଇ ଥାଏ ।

ତେଣୁ ଏହି ରୁଟି କୁ ଗାଈ, କୁକୁର, ବା ଚଢ଼େଇଙ୍କୁ ଦେଇ ଦେବେ । ଅଇଁଠା ରେ ତାୱା କେବେବି ରଖିବେନି ରାହୁ କୋପ କରିବେ । ଗରମ ତାଵା ରେ କେବେବି ପାଣି ପକେଇବେନି । ତାୱା, ବେଳଣା, ବାସନ ଆଦିକୁ ଅଲଗା ଅଲଗା ମାଜିବେ । କଢେଇ ମଧ୍ୟ ଅଲଗା ମାଜିବେ । ଏବଂ କେବେବି ଓଲଟା ରଖିବେନି ।

ତାୱା କୁ ମଧ୍ୟ କେବେବି ଦେଖେଇକି ରଖି ବେନି ଲୁଚେଇକି ରଖିବେ । ଆପଣ ବାସନ ପଛରେ ରଖି ପାରିବେ । ରାତିରେ ବା ସକାଳ ସମୟରେ ଯେବେବି ରୁଟି ବନେଇବେ ସର୍ବଦା ଛୋଟ ରୁଟି କରିବା କେବେବି ଭୁଲିବେନି । ସପ୍ତାହ ରେ ୧ ବା ୨ ଦିନ ତାୱା କୁ ଲେମ୍ବୁ ରେ ସଫା କରନ୍ତୁ ।

ତାୱା ଅସନା ରଖିବେ ନାହିଁ ଏହା ଦ୍ୱାରା ଦାରିଦ୍ରତା ଆସିଥାଏ । ରୁଟି ବନେଇବା ପରେ ରୋଷେଇ ଘର କେବେବି ଅଳିଆ କରି ପକେଇବେନି ରୋଷେଇ ଘର ସଫା କରିବେ । ଫିଟିକିରି ବା ସେନ୍ଧା ଲୁଣ କାଚ ବୋତଲ ରେ ରଖି ରୋଷେଇ ଘରେ ରଖିବେ ଏହା ଦ୍ୱାରା ରୋଷେଇ ଘର କୁ ନଜର ଲାଗି ନଥାଏ ।

କାରଣ ରୋଷେଇ ଘରୁ ଆପଣଙ୍କ ଘର ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ଭଲ ଖାଦ୍ୟ ବନାଯାଏ । ତେଣୁ ପ୍ରାୟ ଲୋକ ରୋଷେଇ ଘରେ ନଜର ପକାନ୍ତି ତେଣୁ ଆପଣ ଏପରି ଫିଟିକିରି ରଖିବା ଦ୍ୱାରା ଘରକୁ କୌଣସି ନକାରତ୍ମକ ଜିନିଷ ଆସି ନଥାଏ ଓ ନଜର ଲାଗି ନଥାଏ ।

ଘରର ଚାଉଳ ରଖୁଥିବା ଡବା ରେ ଆପଣ ଚାନ୍ଦି ର ପଇସା ପକାନ୍ତୁ ଏହା କୁ ଦୀପାବଳି ରେ କାଢିକି ପୂଜା କରିକି ପୁର୍ନବାର ଏହାକୁ ଚାଉଳ ଡବାରେ ରଖି ଦେବେ । ଏପରି କରିବା ଦ୍ୱାରା ଆପଣଙ୍କ ଘରକୁ କେବେବି ଅଭାବ ଦାରିଦ୍ରତା ଆସିବ ନାହିଁ । ଘର ଓ ରୋଷେଇ ଘର ପରିଷ୍କାର ରଖିବା ଦ୍ୱାରା ମା ଲଷ୍ମୀଙ୍କ କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ ।

Leave a Reply

Your email address will not be published. Required fields are marked *