ରୋଷେଇଘର ଏହି 3ଟି ଜିନିଷ କେବେ ସମାପ୍ତ ହବାକୁ ଦିଅନ୍ତୁ ନାହିଁ, ନଚେତ ଦରିଦ୍ରତା ପିଛା ଛାଡିବନି

ଆମ ଘରର ରୋଷେଇଘର ବହୁତ ମହତ୍ଵପୂର୍ଣ ହୋଇଥାଏ କାହିଁକିନା ରୋଷେଇ ଘର ସହ ଘର ସବୁ ସଦସ୍ୟ ମାନଙ୍କ ସ୍ୱାସ୍ଥ୍ୟ ଯୋଡା ହୋଇଥାଏ । ରୋଷେଇ ଘର ମାତା ଅନ୍ନପୂର୍ଣାଙ୍କର ବାସ ସ୍ଥାନ ହୋଇଥାଏ ସେଥିପାଇଁ ରୋଷେଇ ଘରେ କିଛି ଅନୁଚିତ କାର୍ଯ୍ୟ କେବେ କରିବେ ନାହିଁ ଏହା ଆପଣଙ୍କ ପାଇଁ ଭଲ ରହିବ ନାହିଁ । କଣ ଆପଣ ଜାଣିଛନ୍ତି ଯେ ରୋଷେଇଘର ଏମିତି ଗୋଟେ ସ୍ଥାନ ହୋଇଥାଏ ଯେଉଁଠାରେ ମଣିଷ ମାତା ଲକ୍ଷ୍ମୀଙ୍କୁ ପାଇଥାଏ ସେଥିପାଇଁ ରୋଷେଇ ଘର କେବେ ଅସନା ରଖନ୍ତୁ ନାହିଁ ।

ନଚେତ ମାତା ଆପଣଙ୍କ ଘର ଛାଡି ଚାଲି ଯାଇଥାନ୍ତି । ତେବେ ଆସନ୍ତୁ ଜାଣିବା ରୋଷେଇ ଘରେ କଣ ସମାପ୍ତ ହେଲେ ଆପଣ ଦରିଦ୍ର ହୋଇ ପାରନ୍ତି ସେଥିପାଇଁ ଘରେ କେବେ ଏହି ଜିନିଷ ସମାପ୍ତ ହବାକୁ ଦିଅନ୍ତୁ ନାହିଁ ସାରିବା ଆଗରୁ ନେଇ ଆଣି ରଖନ୍ତୁ । ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ରୋଷେଇ ଘରେ କେବେ ଚପଲ ଜୋତା ପିନ୍ଧି ଯିବା ଉଚିତ ହୋଇନଥାଏ ।

ଏହା ଛଡା କେବେ ଅଇଁଠା ହାତ ରୋଷେଇ ଘରେ ଧୋଇବେ ନାହିଁ ଏହା ବାସ୍ତୁ ଅନୁଯାଇ ବହୁତ ଖରାପ ହୋଇଥାଏ । ବାସ୍ତୁ ଶସ୍ତ୍ର ଅନୁଯାଇ ଯଦି ଆପଣଙ୍କ ଘର କୌଣସି ଟ୍ୟାପରୁ ପାଣି ସବୁବେଳେ ପଡୁଛି ତେବେ ଏହା ସଂକେତ ଦେଉଛି ଯେ ଆପଣଙ୍କ ଖର୍ଚ ବଢିବ ଆଉ ବ୍ୟର୍ଥ ଖର୍ଚ ପାଇଁ ଆପଣଙ୍କୁ ଆର୍ଥିକ ସମସ୍ୟା ହବ ତେବେ ଏହି ଭଳି କାମ ଉପରେ ନଜର ରଖନ୍ତୁ ଆଉ ଟ୍ୟାପ ଖରାପ ହେଲେ ତୁରନ୍ତ ସଜାଡିବା ପାଇଁ ରଖନ୍ତୁ ।

ଆପଣ ମାନେ ଜାଣିଛନ୍ତି ଯେ ରୋଷେଇଘରେ ମାତା ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥାଏ ତେବେ ରୋଷେଇ ଘରେ କେବେ ବି ରାତିରେ ଅଟା ଚକଟି ରଖିବେ ନାହିଁ ଏହା ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ଆଉ ବାସ୍ତୁ ଅନୁଯାଇ ଦୋଷ ଦେଇଥାଏ ତେବେ ଏହି କାମ କେବେ ରୋଷେଇ ଘରେ କରିବେ ନାହିଁ । ପଚା ସଦା ପାରିବା ବା ଖାଦ୍ୟ ଜିନିଷ କେବେ ରୋଷେଇ ଘରେ ରଖିବେ ନାହିଁ ଏହା ଦ୍ଵାରା ମଧ୍ୟ ଦରିଦ୍ରତା ଘରକୁ ଆସିଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ପୂଜାରେ ମଧ୍ୟ ବ୍ୟବହାର ହୋଇଥାଏ ସେଥିପାଇଁ ଘରୁ କେବେ ସମାପ୍ତ ହବା ଉଚିତ ହୋଇନଥାଏ । ଶାସ୍ତ୍ର ଅନୁଯାଇ କୌଣସି ଘରେ ଚାଉଳ, ହଳଦୀ ଆଉ ଲୁଣ କେବେ ସାରିବା ଉଚିତ ହୋଇନଥାଏ ଆପଣ ଏହା ସମାପ୍ତ ହବା ଆଗରୁ ଆଣି ଘରେ ରଖନ୍ତୁ ନଚେତ ଆପଣଙ୍କୁ ଦରିଦ୍ର ହବାରୁ କେହି ଅଟକାଇ ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *