ରୁଟି ବନାଇବାର ଏହି ଅଟା ଆପଣଙ୍କ ଭାଗ୍ୟକୁ ବି ଖାଇଯାଏ, ଏଭଳି ଭୁଲ ପଡିବ ଭାରି….. ଥରେ ନିଶ୍ଚୟ ଦେଖନ୍ତୁ

ମହିଳା ମାନେ ରୋଷେଇ ଘରେ ନିଜ କାମ ନିଜ ହିସାବରେ କରିଥାନ୍ତି । ଆଉ ବହୁତ ସାରା କାମକୁ ଏକ ସାଙ୍ଗରେ କରିବାକୁ ପସନ୍ଦ କରିଥାନ୍ତି । କାରଣ ପରେ କୌଣସି ଜିନିଷର କମ ନହେବା ପାଇଁ । ଯେବେ ଆମେ ୱର୍କିଙ୍ଗ ସ୍ତ୍ରୀ ଲୋକଙ୍କର କଥା ଆଲୋଚନା କରିବା ତେବେ ସେମାନେ ପାରିବ ଓ ଅଟା ସବୁ କିଛି ଆଗରୁ ପ୍ରସ୍ତୁତ କରି ରଖୀ ଦେଇଥାନ୍ତି । ସମୟ ବଞ୍ଚିଯିବ ଆଉ ସେହି କାମକୁ ବାର ବାର କରିବାକୁ ପଡିବ ନହିଁ । କିନ୍ତୁ ଆଜି ଆମେ ଶାସ୍ତ୍ର ହିସାବରେ ଯାହା ରହିଛି ସେହି ଖାସ କଥା ଜାଣିବା । ଯଦି ଆପଣ ଏହି କାମ କରୁଛନ୍ତି ତେବେ ଆପଣଙ୍କ ଜୀବନରେ ଯେଉଁ କାମ ରୋକୀ ହୋଇ ରହିଯାଇଛି ।

ତାର କାରଣ ଆପଣଙ୍କ ଘରର ଅଟା ହୋଇଥାଏ । ଶାସ୍ତ୍ର କହିଥାଏ ଅଟା ସେତିକି ଚକଟିବା ଉଚିତ ଯେତିକି ଆବଶ୍ୟକ ଅଛି । ଆଉ ପୂର୍ବରୁ ଅଟା ଦଳା ହୋଇଥିବା ତାକୁ ଖାଇଲେ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ରୋଷେଇ କରିବାର ଅଧ ଘଣ୍ଟା ପୂର୍ବରୁ ଚକଟିକି ରଖିପାରିବେ କିନ୍ତୁ ବହୁତ ସମୟ ଧରି ଚକଟା ହୋଇଥିବା ଅଟା ନକରାତ୍ମକ ଊର୍ଜାକୁ ଶୋଷୀ ଦେଇଥାଏ । ଆଉ ଏହାର ବିପଦକୁ ମଧ୍ୟ ବଢାଇଥାଏ ।

ଆପଣ ରାତିରେ ଅଟା ଅଧିକ ଦଳି ରାତିରେ ଖାଇ ଓ ସେଇ ଅଟାକୁ ସକାଳେ ମଧ୍ୟ କରିକି ଖାଇଥାନ୍ତି । ଏମିତି କରିବା ଦ୍ଵାରା ବହୁତ ଖରାପ ହୋଇଥାଏ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । ଆଉ ଏହା ମଧ୍ୟ ଅଶୁଭ ହୋଇଥାଏ । ଆବଶ୍ୟକ ଅନୁସାରେ ହିଁ ଅଟା ଚକଡନ୍ତୁ । ନହେଲେ ଏହା ପିଣ୍ଡ ସମାନ ହୋଇଯାଇଥାଏ । ଯେତେବେଳେ ଆପଣ ଅଟା ଚକଡୁ ଛନ୍ତି ତା ଉପରେ ମୁଠାର ଛାପ ରଖନ୍ତୁ କାରଣ ସେ ଆବେରା ଖବେରା ଦେଖାଯିବ ।

 

ଆଉ ଅଟା ନେଗେଟିଭ ଏନର୍ଜି ଆସିବାରୁ ବଞ୍ଚେଇବ । ଅଟାକୁ ଚିକ୍କଣ କରି ଭୁଲରେ ମଧ୍ୟ ରଖନ୍ତୁ ନହିଁ । କୁହୁଯାଏ ଚକଟା ହୋଇଥିବା ଅଟାକୁ ରଖୀ ପୁଣି ତାକୁ ବ୍ୟବହାର କରିବା ଅଶୁଭ ହୋଇଥାଏ । ଏହା ଘରେ କଳି ଝଗଡା ଓ ସ୍ୱାସ୍ଥ୍ୟ ସମସ୍ଯା ନେଇକି ଆସିଥାଏ । ଏହି ଜିନିଷରୁ ଆପଣଙ୍କୁ ବଞ୍ଚିକି ରହିବାର ହୋଇଛି । ଆଉ ଏମିତି ଅଟାର ରୁଟି ଖାଇଲେ ମାନସିକ ଅବସାଦ ହୋଇଥାଏ । ଏହା ସହିତ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇଥାଏ ।

ଏହି କଥାର ଧ୍ୟାନ ରଖନ୍ତୁ ବଞ୍ଚି ଯାଇଥିବା ଅଟା ଫ୍ରିଜରେ ରଖନ୍ତୁ ନହିଁ । ଯଦି ରହିଲା ସେଥିରେ ରୁଟି ବନାଇ ଦିଅନ୍ତୁ ନହେଲେ ଆଙ୍ଗୁଳିର ଚିହ୍ନ ଦେଇ ଦିଅନ୍ତୁ । ଆଉ ରଖନ୍ତୁ । ଅଟା ଯେତେବେଳେ ଚକଡୁଛନ୍ତି ସେଥିରେ ଅଳ୍ପ କ୍ଷୀର ମିଶାଇ ଦିଅନ୍ତୁ ଆଉ ସେଥିରେ ରୁଟି ବନାଇବେ ଆଉ ତାକୁ ଚୂଲିରେ ସେକିବେ ସେଥିରୁ ଯେଉଁ ବାସ୍ନା ଆସିବା ସେଥିରେ ସକାରାତ୍ମକ ଊର୍ଜା ବଢିଥାଏ । ମା ଲକ୍ଷ୍ମୀକୁ ଆକର୍ଷିତ କରିଥାଏ । ଆଉ ବେଲଣା ପେଡି କାଠି ସବୁବେଳେ ସମାନ କରି ରଖନ୍ତୁ ଠିଆ କରି ନୁହେଁ । ତାୱାକୁ ଚୂଳିର ଡାହାଣ ପାଖରେ ରଖନ୍ତୁ । ସଫା ସୁତୁରା କରି ଲୁଚାଇକି ରଖନ୍ତୁ ।

Leave a Reply

Your email address will not be published. Required fields are marked *