S ନାମ ଲୋକଙ୍କ କେମିତି ରହିବ 2022 ମସିହା, ଜାଣନ୍ତୁ କଣ ପଡିବ ଧନ, ସ୍ୱାସ୍ଥ୍ୟ ଓ ଚାକିରି କ୍ଷେତ୍ରରେ ପ୍ରଭାବ

ଆଜି ଆମେ କହିବା କି ଯେଉଁ ମାନଙ୍କ ନାମ “S” ନାମର ଆରମ୍ଭ ହୋଇଛି ସେମାନଙ୍କ ରାଶି କଣ ଅଟେ ଏହା ସହ ଆପଣଙ୍କ ସମୟ କିଭଳି ଜୀବ । ଆପଣ ଖୁବ ଭଲ ପ୍ରକୃତିର ବ୍ୟକ୍ତି ଅଟନ୍ତି ଆପଣଙ୍କ ସମୟ ଭଲ ହେବା ପାଇଁ ଯାଉଛି ଏହା ସହ ଆପଣ ଯାହାକୁ ବାଛିବେ ତାକୁ ହିଁ ବିବାହ କରିବେ ଏହା ସହ “S” ନାମର ଲୋକମାନଙ୍କ ସମୟ ଭଲ ହେବା ସହ ସେମାନଙ୍କ ଜୀବନରେ ଆସୁଥିବା ସଂଘର୍ଷ ମଧ୍ୟ କିଛି କମ ନୁହେଁ ଆପଣଙ୍କ ଦ୍ଵିତୀୟ ଚରଣ ଶନି ଦେବଙ୍କ ଚାଳନ ଆରମ୍ଭ ହୋଇଯିବ ।

ଏହା ସହ ଆପଣ ଏହା ମଧ୍ୟ ଜାଣି ନିଅନ୍ତୁ କି ଭଗବାନ ବୁଦ୍ଧ ଗ୍ରହଙ୍କ ଗୋଚର ମଧ୍ୟ ହେବା ପାଇଁ ଯାଉଛି ଏହା ସହ ଆପଣମାନେ ଏହା ଅମଧ୍ୟ ଜାଣି ନିଅନ୍ତୁ କି ଶନେ ଦେବ ହୁଅନ୍ତୁ କି ସ୍ଵାମୀ ଦେବ ବୁଦ୍ଧ ଦେବ ହୁଅନ୍ତୁ ଆପଣଙ୍କ ସହ ରହିବା ଦ୍ଵାରା କିଛି ଚିନ୍ତା ହେବନି । କିନ୍ତୁ ଆପଣଙ୍କ ତ୍ରିତୀୟା ଘରକୁ ରାହୁ ର ଚାଳନ ଆରମ୍ଭ ହୋଇଯିବ ଏହା ସହ ଆପଣଙ୍କ ମାତା କୁ ନେଇକି ଚିନ୍ତା ମଧ୍ୟ ବଢି ଜୀବ ।

ଆପଣଙ୍କ ମା ଙ୍କ ସ୍ଵାଥ୍ୟ କୁ ନେଇକି ଆପଣ କିଛି ଚିନ୍ତାରେ ରହି ପାରନ୍ତି । ଆପଣଙ୍କ ସାହାଶ ଓ ଆତ୍ମାବିଶ୍ବାଶ ବଢିବାରେ ଲାଗିବ । ଆପଣଙ୍କ ସହ କିଛି ମତ ଭେଦ ହୋଇ ପାରେ । ଯେଉଁ ମାନେ ବୁଲିବା ପାଇ ଯିବାକୁ ଭଲ ପାଇ ଥାନ୍ତି କିନ୍ତୁ ଏମାନେ ଅଳସୁଆ ଅତିକେ ଥାନ୍ତି ଓ କମ ସମୟରେ ହାରି ଯାଇଥାନ୍ତି ।

ଏମାନେ ଏକା ରହିବା ପାଇଁ ଅଧିକ ସମୟରେ ଭଲ ପାଇ ଥାନ୍ତି । ଏମାନେ ବଉତ ଜଲ୍ଦି କାହା କଥାରେ ଆସିଯାଇ ଥାନ୍ତି ଏହା ସହ ଏମାନେ କିଛି ନା କିଛି ଖରାପ କରି ଦେଇ ଥାନ୍ତି । ଏମାନେ ପରିବାର ସହ ଯେଉଁ ଭଳି ରହିଲେ ମଧ୍ୟ ପ୍ରେମ ସମ୍ପର୍କ ରେ ଏମାନେ ଟିକେ ଏପାଖ ସେପାଖ କରି ଦେଇଥାନ୍ତି ।

କିନ୍ତୁ ଯଦି କହିବା ପାଇ ଯିବାତ ଏମାନେ ଯଦି ପରିଶ୍ରମ କରିବେ ତେବେ ଏମାନେ ଭଲ ପରିଣାମ ପାଇ ପାରିବେ କିନ୍ତୁ ନିଜକୁ ଅଯଥା କଥାରେ ଫସାଇ ଏମାନେ ବହୁତ କିଛି ହରାଇ ଦେଇଥାନ୍ତି । ଯେତିକି ଏମାନେ କରିବା ପାଇଁ ଚାହାୟନ ଥାନ୍ତି ଯେତିକି ଏମାନେ ଚାହିଁ ଥାନ୍ତି ଓ ସେମାନେ ଯେଉଁ ସମୟରେ ଏହାକୁ ଚାହିଁ ଥାନ୍ତି ଏମାନଙ୍କୁ ସେଇ ସମୟରେ ଏହା ମିଳି ନଥାଏ ।

ଏହା ତାଙ୍କୁ ପରେ ମିଳି ଥାଏ ଏହା ସହ ଏମାନେ ଯାହାବି କରି ଥାନ୍ତି ଏମାନେ ଏହାର ପରିଣାମ ସେଇ ସ୍ମାୟରେ ପାଇ ଥାନ୍ତି ଯେଉଁ ସମୟରେ ଏମାନେ ଏହାକୁ ଆସା କରି ନଥାନ୍ତି । କିନ୍ତୁ ଏମାନେ ପାଇବା ଖୁଶି ଭୁଲିକି ଦୁଃଖ କରିଥାନ୍ତି କି ସେମାନେ ଏହି ଜିନିଷ ଆଗରୁ କଣ ପାଇଁ ପାଇ ନଥିଲେ ।

Leave a Reply

Your email address will not be published. Required fields are marked *