S ନାମର ବ୍ୟକ୍ତିଙ୍କ ଠାରେ ଥାଏ ଏହି ଖାସ ଗୁଣ, ଯାହା ଆପଣମାନେ ଜାଣି ନ ଥିବେ 

ନାମର ପ୍ରଥମ ଅକ୍ଷରରୁ ରାଶି ଜଣା ପଡିଥାଏ ବୋଲି ଶାସ୍ତ୍ରରେ କୁହା ଯାଇଛି । ଆଉ ସେହି ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ, ଭବିଷ୍ୟତ ସହ ଜଡିତ ସୂଚନା ମିଳିଥାଏ । ନାମର ପ୍ରଥମ ଅକ୍ଷର ବିଶେଷ ଭାବେ ମହତ୍ଵ ଜ୍ଯୋତିଷ ଶାସ୍ତ୍ର ରେ ରହିଛି । ନାମର ପ୍ରଥମ ଅକ୍ଷର ରୁ ବ୍ଯକ୍ତିର ଆଚାର, ବିଚାର, ବ୍ୟବଶର ବିଷୟରେ ମଧ୍ୟ ଜଣା ପଡିଥାଏ । ଆଗାମୀ ସମୟରେ କଣ ହେବ ଓ କିପରି ରହିବ ତାହା ମଧ୍ୟ ନାମର ଅକ୍ଷର ରୁ ଜଣା ପଡିଥାଏ । ଆଜି ଆମେ ଆପଣଙ୍କୁ S ନାମର ବ୍ୟକ୍ତିଙ୍କ ବିଷୟରେ କିଛି ଖାସ କଥା କହିବାକୁ ଯାଉଛୁ ।

S ନାମର ବ୍ୟକ୍ତି ମାନେ ଅଧିକ କଥା କହିଥାନ୍ତି । ଏମାନେ ନିଜ କଥାକୁ ସ୍ପଷ୍ଟ ଭାବେ କହି ପାରନ୍ତି ନାହି । ନିଜ ମନ ଭିତରେ କଣ ଚାଲିଥାଏ ତାହା କେହି ଜାଣନ୍ତି ନାହି । ଏମାନେ କୌଣସି କାମକୁ ଅଲଗା ଷ୍ଟାଇଲରେ କରିବାକୁ ପସନ୍ଦ କରିଥାନ୍ତି । ନିଜ ବୁଦ୍ଧି ବଳରେ ସବୁ ସମସ୍ୟାର ସମାଧାନ କରିଥାନ୍ତି । ଏମାନଙ୍କର ମାଇଣ୍ଡ ସହ ଆଖି, କାନ ସବୁ ଚାଲିଥାଏ । ରାଜଯୋଗ ସଂଯୋଗ ଏମାନଙ୍କର ରହିଥାଏ ।

ଏମାନେ ବହୁତ ସଚ୍ଚୋଟ ହୋଇଥାନ୍ତି । କିନ୍ତୁ ଅନ୍ୟ ମାନଙ୍କ ଦ୍ଵାରା କାମ କେମିତି କରାଯିବ ତାହା ଏମାନେ ଖୁବ ଭଲ ଭାବେ ଜାଣିଥାନ୍ତି । ଏମାନେ ଯେଉଁ କ୍ଷେତ୍ରକୁ ଯାଇଥାନ୍ତି ତାହା ସଫଳ ହୋଇଥାଏ । କେଉଁ ପ୍ରକାରରେ ଏମାନେ ନିଜର କାମ ବାହାର କରିଥାନ୍ତି । ଭଲ ପାଇବାକୁ ଏମାନେ ନିଜ ପାଖରେ ରହିବାକୁ ଚାହିଁଥାନ୍ତି । ପ୍ରେମ ମାମଲାରେ ଏମାନେ ସ୍ଵାର୍ଥୀ ହୋଇଥାନ୍ତି ।

ନିଜ ପ୍ରେମକୁ ନେଇ ଅଧିକ ଗର୍ବ କରିବା ସହ ଏମାନେ ସନ୍ଦେହୀ ବ୍ୟକ୍ତି ହୋଇଥାନ୍ତି । କିନ୍ତୁ ଏହାର ପଛରେ ଏମାନଙ୍କର ଭାବନା ଏହା ଥାଏ କି ଏମାନେ ନିଜ ପ୍ରେମକୁ କାହା ସହ ସେୟାର କରିବାକୁ ଚାହାନ୍ତି ନାହି । ନୂଆ ମିତ୍ର କେମିତି ବନାଯାଏ ତାହା ଏମାନଙ୍କୁ ଖୁବ ଭଲ ଭାବେ ଜଣା ହୋଇଥାଏ । ଏମାନଙ୍କର ଏହି ଗୁଣ କାରଣରୁ ଏମାନଙ୍କର ଅଧିକ ବନ୍ଧୁ ହୋଇଥାନ୍ତି ।

ଏମାନେ ଆକର୍ଷିତ ଓ ହସମୁଖ ସ୍ଵଭାବର ହୋଇଥାନ୍ତି । ଏହି କାରଣରୁ ଏମାନେ ଅନ୍ୟର ଫାଇଦା ଉଠନ୍ତି । ଏମାନେ ନିଜ ଜିନିଷ କାହା ସହ ସେୟାର କରିବାକୁ ପସନ୍ଦ କରନ୍ତି ନାହି । ଏମାନେ ଅଧିକ ଦେଖେଇ ହୋଇଥାନ୍ତି । ଏମାନଙ୍କର ସ୍ବଭାବା ପାଇଁ ଏମାନେ ଏନି ଆଗରେ ଖରାପ ହୋଇଥାନ୍ତି । ଏହି ଲୋକେ ନିଜ ଆଖପାଖରେ ହେଉଥିବା ଖବର ରଖିଥାନ୍ତି ।

ଏମାନେ ଜୀବନରେ ଠିକ ନିସ୍ପତି ନେଇ ପାରନ୍ତି ନାହି ଯାହା ଫଳରେ ଅନେକ ସମସ୍ୟାର ସାମନା କରିବାକୁ ପଡିଥାଏ । ଅନେକ ଥର କିଛି ଲଗା କରିବା ବଦଳରେ ଏମାନେ ଭୁଲ ନିସ୍ପତି ନେଇଥାନ୍ତି । ଏମାନେ ତୀବ୍ର ବୁଦ୍ଧିବାଲା ହେବ ସହ କର୍ତ୍ତବ୍ୟନିଷ୍ଠା ହୋଇଥାନ୍ତି । ଏମାନଙ୍କ ଠାରେ ଅନ୍ୟର ମନ କଥା ବୁଝିବାର କ୍ଷମତା ମଧ୍ୟ ରହିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *