ସାକ୍ଷାତ ମା’ ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି ଏହି 4 ନାମର ଝିଅ- Jyotisha Shastra

କୁହାଯାଏ କି ଝିଅମାନେ ହେଉଛନ୍ତି ମା ଲକ୍ଷ୍ମୀ ଙ୍କ ରୂପ । କୁହାଯାଏ କି ମା ଲକ୍ଷ୍ମୀ କହିଛନ୍ତି କି ଯେଉଁ ଜାଗାରେ ମହିଳା ମାନଙ୍କ ପାଇଁ ସମ୍ମାନ ନଥାଏ ସେଇ ଜାଗାରେ ମା ଲକ୍ଷ୍ମୀ ଙ୍କ ବାସ ହୋଇ ନଥାଏ । କିଛି ଜାଗାରେ ଝିଅ ମାନଙ୍କୁ ବୋଝ ଭାବୁଥିଲେ । ଆଜି ସେମାନେ ନିଜ ଭୁଲ ବୁଝି ପାରି ନିଜ ଝିଅ ମାନଙ୍କୁ ଭଲ ପାଇବା ଆଦେଉଛନ୍ତି । ଆମ ଦେଶରେ ଝିଅ ହୁଅନ୍ତୁ କିମ୍ବା ମହିଳା ଆମ ଭାରତରେ ଏମାନଙ୍କୁ ବହୁତ ସମ୍ମାନ ଦେଇଥାନ୍ତି ।

ଆପଣମାନେ ମଧ୍ୟ ଜାଣିଥିବେ କି ଆମେ ଦୂର୍ଗା ପୂଜା ହେଉ କିମ୍ବା କାଳି ପୂଜା ମନେଇଥାଉ । ଆଜି ଆମେ କହିବା କି କେଉଁ ନାମର ମହିଳା ମାନେ ଲକ୍ଷ୍ମୀ ଙ୍କ ରୂପ ଥାନ୍ତି । କୁହାଯାଏ କି କିଛି ମହିଳାମାନେ ଅଛନ୍ତି ଯେଉଁ ମାନେ ନିଜ ବାପା ଘରେ ଥିବା ବେଳେ ସେମାନଙ୍କ ଜୀବନର ଅସୁବିଧା କେବେ ହୋଇ ନଥାଏ ।

ଯଦି ଏମାନେ ବିବାହ କରି ଥାନ୍ତି ତ ସେମାନେ ମଧ୍ୟ ନିଜ ବାପା ମାଙ୍କ ଭଳି ସେମାନେ ନିଜ ସ୍ଵାମୀ ଓ ନିଜ ପରିବାର ପାଇଁ କିଛି କରିଥାନ୍ତି । ଏମାନେ ସେୟା କରିଥାନ୍ତି ଜାହହା ଦ୍ଵାରା ସେମାନଙ୍କ ସ୍ଵାମୀ ଓ ଶାଶୁ ଶଶୁର ଘର ଲୋକମାନେ ଖୁଶି ହୋଇଥାନ୍ତି । ଏମାନେ ନିଜ ପରିବାର ସହ ନିଜ ବନ୍ଧୁ ବାନ୍ଧବ ମାନଙ୍କ ପାଇଁ ମଧ୍ୟ ଖୁବ ଭଲ ଥାନ୍ତି ।

ପ୍ରଥମ ନାମ ହେଉଛି “D” ନାମର ମହିଳାମାନେ ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇଥାନ୍ତି ଏହା ସହ ଏମାନେ ଯେଉଁ ଜାଗାକୁ ଯାଇ ଥାନ୍ତି ସେହି ଜାଗାରେ ଭଲ ହୋଇଥାଏ । ଏହା ଙ୍କ ପରେ ନାମ ଆସେ “K” ନାମର ମହିଳାମାନଙ୍କ ନାମ ।

ଯଦି ଆପଣ ଦେଖିବା ପାଇଁ ଯିବେ ତ ଆପଣ ଜାଣି ପାରିବ କି ଏହି ନାମର ମହିଳା ମାନେ ଯାହାଭି କରୁଥିବେ କିମ୍ବା ଯାହାଭି କରିବା ପାଇଁ ଚାହୁଁ ଥିବେ ତାହା ଅସ୍ଵେଟହ ପ୍ରଭୂତ ଭାବେ ହୋଇଯିବ ଏହାର କାରଣ ହେଉଛି କି ସେମାନେ ନିଜ ପରିବାର ସହ ଅନ୍ୟମାନଙ୍କ ପାଇଁ ମଧ୍ୟ ଚିନ୍ତା କରିଥାନ୍ତି ।

ଏହା ପରେ ନାମ ଆସେ “L” ନାମର ମହିଳା ମାନଙ୍କ କଥା ଯଦି ଆପଣ ଜାଣି ଥିବେ ତ ଆପଣ ନିଜ ଆଖ ପାଖରେ ଏହାଙ୍କୁ ଦେଖିଥିବେ କେହି ସାଙ୍ଗ କିମ୍ବା ପରିବାର ର ସଦସ୍ୟ ହୋଇ ପାରନ୍ତି ଏମାନେ । ଏହାଙ୍କ ପାଦ ଯେଉଁ ଜାଗାରେ ପଡିଥାଏ ସେଇ ଜାଗରରେ ଶୁଭ ହିନ ଶୁଭ ହୋଇଥାଏ ବୋଲି ମାନ୍ୟତା ଅଛି । ଏମାନେ ଧାନ ବଢାଇବା ସହ ଏମାନେ ସମ୍ମାନ ଓ ସୌଭାଗ୍ୟ ମଧ୍ୟ ଆଣିଥାନ୍ତି ।

ଶେଷରେ ନାମ ଆସେ “P” ନାମର ମହିଳାମାନଙ୍କ କଥା । ଏମାନେ ଦେଖିବା ପାଇଁ ମା ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି କାରଣ ଏମାନେ ଖୁବ ସାନ୍ତ ସ୍ଵଭାବାର ହୋଇ ଥାନ୍ତି । ଏମାନେ ନିଜର ସବୁକାମ କରିବା ସହ ଘର ପରିବାର କୁ ଏକାଠି ଯୋଡିକି ରଖିବା ଭଳି କାମ ମାଧେ କରିଥାନ୍ତି । କେଉଁ ଭି ପରିସ୍ଥତି ଥାଉ ଏମାନେ କେବେହେଲେ ପଛକୁ ହଟି ନଥାନ୍ତି ।

Leave a Reply

Your email address will not be published. Required fields are marked *