ଆମ ଜୀବନର ସକାଳ ଆରମ୍ଭ ହୋଇ ଥାଏ ଆମ ଦୁନିଆ ଭଳି । ଆମେ ସକାଳୁ ଆଖି ଖୋଲିଲେ ଜାଣି ଥାଉ କି ଆମେ ନୂଆ ଜୀବନ ପାଇଲୁ । କାରଣ ରାତ୍ରି ଯେଉଁ ଭଳି ଦିନ ର ସମାପ୍ତ କରେ ସେହି ଭଳି ଆମ ଜୀବନ ମଧ୍ୟ ଚଳଚଞ୍ଚଳ ହେବ ବନ୍ଦ ହୋଇ ଯାଇ ଥାଏ । ଆମେ ସକାଳୁ ଉଠି ପ୍ରଥମେ ଭଗବାନ ଙ୍କୁ ଧନ୍ୟବାଦ ଦେଇ ଥାଉ ଏହା ପରେ ଆମେ ନିଜ କାମ ସାରି ବା ପରେ ଆମେ କିଛି ଖାଦ୍ଯ ଗ୍ରହଣ କରି ନିଜ ଜୀବନର କାମରେ ଲାଗି ଯାଇ ଥାଉ ।
ଆମେ ଏହା ଯଦି କହିବା ଭୁଲ ହେବନି କି ସକାଳ ଯେଉଁ ଭଳି ଯାଇ ଥାଏ ସେହି ଭଳି ଆମ ସାରା ଦିନ ମଧ୍ୟ ସେହି ଭଳି ଯାଇ ଥାଏ । ଆପଣ ମାନେ ଯଦି ସକାଳୁ ଉଠିବା ମାନେ କିଛି ନାମ କୁ ଉଚାରଣ କରିବେ ତେବେ ଆପଣଙ୍କ ଦିନ ଖୁବ ଭଲରେ ଜୀବ । ଆପଣ ଚିନ୍ତା ମଧ୍ୟ କରି ନଥିବେ ଏହି ଭଳି ଆପଣ ନିଜ ଡିଆଙ୍କୁ ସମାପ୍ତ କରିବେ । ଆପଣ ଦେଖିକି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ କି ଆପଣ ମାତ୍ର ନାମ ଧରିବା ଦ୍ଵାରା ଆପଣଙ୍କ ଜୀବନ ବଦଳି ଜୀବ । ଆପଣ ସକାଳଉ ଉଠିବା ପରେ ନିଜ ମନର ପବିତ୍ରତା ଆଣିବା ଦରକାର ଆପଣ ମହାବୀର ହନୁମାନ ଜି ଙ୍କ ଏହି 12 ନାମ ର ଊଚାରଣ କରିଥାଏ ।
ତେବେ ସେ ଭଗବାନ ଙ୍କ କୃପା ସବୁ ବେଳେ ପାଇ ଥାଏ । ଭଗବାନ ହନୁମାନ ଜି ହେଉଛନ୍ତି କଲି ଜିଗର ପ୍ରଥମ ଜଣେ ଭଗବାନ ଯିଏ କି ନିଜ ଭକ୍ତ ଙ୍କ ପାଇଁ ସବୁ ବେଳେ ସବୁ ସମୟରେ ଥାନ୍ତି । ଆଜି ଆମେ କହିବା ପାଇ ଯାଉ ଥିବା ନାମ କୁ ଆପଣ ମାନେ ଥରେ ଡାକି ଡେକହନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଭୁତ ପିଶାଚ କିମ୍ବା ଆଗ୍ରହ ମାନଙ୍କ ପରିସ୍ଥିତି ବଦଳି ଜୀବ । ଆପଣଙ୍କ ଘରେ ଥିବା ହନୁମାନ ଜି ଙ୍କ ଆଗରେ ଆପଣ ଯାଇକି ଥରେ ସିନ୍ଦୁର ଦେଇକି ଦୀପ ଟିଏ ଜାଳି ଏହି ନାମ କୁ କହି ଦିଅନ୍ତୁ ଦେଖନ୍ତୁ କଣ କଣ ଶୁଭ ହେବ ଅପାଇନ ଯାଉଛି ଆପଣଙ୍କ ଜୀବନରେ । ଆପଣ ସବୁ ସମସ୍ଯା ଦୂର ହୋଇ ଜୀବ ।
ଭଗବାନ ହନୁମାନ ଜି ରାମ ଭକ୍ତ ବୋଲି କୁହା ଯାଏ ଆପଣ ଯଦି ତାଙ୍କ ଶରଣ ରେ ରହିବେ କେଉଁ ଭି ପାପ ଆପଣଙ୍କୁ କେବେ ହେଲେ ଭି ଛୁଇଁବ ନି । ଆପଣ ଯଦି ଏହି ନାମ କୁ ମଙ୍ଗଳ ବାର ଦିନ ଠାରୁ କହିବା ଆରମ୍ଭ କରିବେ ତେବେ ଏହା ଆପଣଙ୍କ ପାଇଁ ଖୁବ ଭଲ ହେବ । ରାମଭକ୍ତ, ମହାବଳୀ, ମହାବୀର, ହନୁମାନସ, ବଜାରଙ୍ଗିବାଲି, ଶଙ୍କର ସୁମନ, କେଶରୀ ନନ୍ଦନ, ଆଞ୍ଜନି ପୁତ୍ର, ପବନ ସୂତ୍ର, ଅମିତ ବିକ୍ରମ, ସ୍ମେଷ୍ଟ, ଲକ୍ଷଣ ପ୍ରାଣଦାତା । ଏହି 12 ନାମ ଆପଣଙ୍କୁ କହିବାର ଅଛି ସକାଳଉ ଉଠିବା ମାତ୍ରେ । ତା ପରେ ଜୀବନର ସମସ୍ଯା କମ ହେବା କୁ ଲାଗିବ ।