ଆମ ଦୁନିଆରେ ସବୁ ଲୋକମାନେ ସବୁ ଲୋକନକ ପାଖରୁ ଅଲଗା ଲଗା ହୋଇ ଥାନ୍ତି । ଯଦି ଆମେ ନିଜ ନାମ କୁ ଦେଖିବା ତାହେଲେ ଆମେ ଜାଣି ପାରିବା କି ଆମେ ଯାହା ଭି କରୁଛେ କିମ୍ବା ଆମେ ଯେଉଁ ଭଳି ବ୍ୟବହାର କରୁଛେ ଏହହା ଆମ ଶ୍ବେତହ ପ୍ରବୃତ କିନ୍ତୁ ଆମେ ଏହାକୁ ଅବଦଳାଇ ପାରିବା । ଦୁନିଆର ସବୁ ବ୍ୟକ୍ତି ମହିଳା ମାନେ ପରସ୍ପର ଠାରୁ ଖୁବ ଅଲଗା ହୋଇ ଥାନ୍ତି କିନ୍ତୁ ଦେଖିବା ପାଇ ଯିବା ତ କିଛି ଏହି ଭଳି ମହିଳା ଥାନ୍ତି ଯେଉଁ ମାନେ ଖୁବ ଭାଗ୍ଯବାନ ଥାନ୍ତି ।
ଏମାନେ ସବୁ ବେଳେ କିଛି ନନା କିଛି କାମରେ ନିଜକୁ ବ୍ୟାସ୍ତ ରଖୀ ଥାନ୍ତି ଏମାନଙ୍କ ଭାଗ୍ଯ ଏମାନଙ୍କ ସହ ରହି ଥାଏ । ଆପଣ କହିବେ କି ଏହା କିଭଳି ହୋଇ ପାରିବ । ଆଜ୍ଞା ହଁ ଏହି ଭଳି କିଛି ମହିଳା ମାନେ ଅଛନ୍ତି ଯେଉଁ ମାନେ ନିଜ କଥାକୁ ଅନ୍ୟ ଆଗରେ ରଖିବା ମାତ୍ରେ କି ସେମାନେ ଏହାକୁ ଗ୍ରହଣ କରି ଥାନ୍ତି । ଏହା ସହ ଆମେ ଆଉ ଏକ କଥା କହିବା କି ଆପଣଙ୍କ ଭାଗ୍ୟରେ ଯଦି ଏହି ଭଳି ମହିଳା ମାନେ ଅଛନ୍ତି ଜାଣି ନିଅନ୍ତୁ କି ଆପଣ ଏହା ଆପଣଙ୍କ ପାଇଁ ଭଲ ହୋଇ ଥାଏ ।
ଆଜି ଆମେ କହିବା କି ଆମେ କେଉଁ ଭଳି ଜୀବନ ବଞ୍ଚିବା ଓ କ୍କିଭଳି ଭାବେ ଏମାନଙ୍କ ମଧ୍ୟରୁ ନିଜ ଜୀବନ ସାଥି ମାନେ ଭଲ ଝିଅ ମାନଙ୍କୁ ବାଛିବା ଆସନ୍ତୁ ଆମେ ଆପଣଙ୍କୁ କହିବା କି କେଉଁ ଝିଅ ମାନେ ଭାଗ୍ଯବାନ ଥାନ୍ତି । ପ୍ରଥମ ଅକ୍ଷର ହେଉଛି “D” ଏହି ନାମର ମହିଳା ମାନେ ଭାଗ୍ଯବାନ ହୋଇ ଥାନ୍ତି । ଏମାନେ ସାସୁ ଘରେ ସୁଖ ସମୃଦ୍ଧ ଆଣି ଥାନ୍ତି । ଏହା ପରେ “G” ନାମର ମହିଳା ମାନଙ୍କ କଥା ଏମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇ ଥାନ୍ତି କେବଳ ସେତିକି ନୁହେଁ ଏମାନେ ଯାହାଭି କରି ଥାନ୍ତି ହସି ହସି କରି ଥାନ୍ତି ସେଇ ପାଇଁ ଏମାନଙ୍କୁ ସବୁ ଲୋକମାନେ ଭଲ ପାଇ ଥାନ୍ତି ମା ଲକ୍ଷ୍ମୀ ଙ୍କ ଦୟା ସବୁ ବେଳେ ଏମାନଙ୍କ ଉପରେ ରହି ଥାଏ ।
ଏହାପରେ ଆସେ “V” ନାମର ମହିଳା, ଏମାନେ ଦେଖିବା ପାଇ ଖୁବ ସୁନ୍ଦର ଓ ମନରୁ ମଧ୍ୟ ଖୁବ ସୁନ୍ଦର ହୋଇଇ ଥାନ୍ତି । ଏମାନେ ସବୁ ବେଳେ ନିଜ ଜୀବନ ସାଥି କୁ ସତ କଥା କହି ଥାନ୍ତିଇ । ଏହା ସହ ଏମାନେ ସବୁ ବେଳେ ଘରେ ହାଲୁକା ମାହୋଲ କରି ରକ୍ଷନ୍ତି । ଏହା ପରେ ନାମ ଆସେ “Y” । ଏହି ମାନେ ଭାଗ୍ଯର ଧନୀ ହୋଇ ଥାନ୍ତି ଏମାନେ ଯାହା କଥା ଦେଇ ଥାନ୍ତି ତେବେ ଏମାନେ ଏହାକୁ ନିଶ୍ଚିତ ଭାବେ କରି ଥାନ୍ତି । ଏହା ପାଇଁ ଏମାନଙ୍କୁ ସବୁ ଲୋକମାନେ ପସନ୍ଦ କରି ଥାନ୍ତି ଯଦି ଆପଣଙ୍କ ବିବାହ ଏହି ଭଳି ଝିଅ ସହ ହେଉଛି ତେବେ ଆପଣ କେବେହେଲେ ମନା କରିବେନି ।