ସବୁଠୁ ଶକ୍ତିଶାଳୀ କଇଁଛ ମୁଦି, ଗ୍ୟାରେଣ୍ଟି ହେବେ ଧନବାନ- ଆଜି ହିଁ ଆଣି ପିନ୍ଧନ୍ତୁ

ଆଜି କାଲି ବହୁତ ଫ୍ୟାସନ ଚାଲିଛି ଆଉ ଯାହା ବିଷୟରେ ଆମେ କହିବାକୁ ଯାଉଛୁ ତାହା ହେଉଛି କଇଁଛ ମୁଦି । ଆସନ୍ତୁ ଜାଣିବା ଏହି ମୁଦି ବିଷୟରେ ଅଧିକରୁ ଅଧିକ । ଆଜିକାଲିର ଯୁବପିଢି ଏହି ମୁଦିକୁ ପିନ୍ଧିବାକୁ ବହୁତ ଇଛା ପ୍ରକାଶ କରୁଛନ୍ତି । ଜ୍ଯୋତିଷ ଶାସ୍ତ୍ର ହିସାବରେ କଇଁଛ ବା କଛପକୁ ବିଷ୍ଣୁଙ୍କର ଅବତାର ବୋଲି କୁହାଯାଇଥାଏ । ଘରେ କୃପା ଲାଗି ରହିବା ପାଇଁ ସୁନା କିମ୍ବା ଚାନ୍ଦିରେ ତିଆରି କଇଚ ମୁଦିକି ଘରେ ଦେବୀ ଦେବତାଙ୍କ ପାଖରେ ରଖୀ ପୂଜା କରାଯାଏ ।

ଆଉ ଯଦି ଆପଣ କଇଁଛ ମୁଦି ପିନ୍ଧିବାକୁ ଚାହୁଁ ଛନ୍ତି ତେବେ ଏହି ଲେଖାଟିକୁ ବହୁତ ଭଲ ଭାବରେ ପଢନ୍ତୁ । କଇଁଛ ହେଉଛି ଦୀର୍ଘ ଜୀବନର ପ୍ରତୀକ ଓ ସୁଖ ସମୃଦ୍ଧିର ପ୍ରତୀକ । ଜଳତତ୍ଵ ରାସୀ ଗୁଡିକ ଏହାକୁ ଧାରଣ କଲେ କିଛି ଶୁଭ ଫଳ ମିଳିବ । ଜଳ ତତ୍ଵ ରାଶି ଗୁଡିକ ହେଉଛି କର୍କଟ, ମୀନ, ବିଛା । ଏହି ରାଶି ଗୁଡିକ ଏହାକୁ ଧାରଣ କାଲେ ବହୁତ ଶୁଭ ଫଳ ମିଳିଥାଏ । ଏହାକୁ ମଧ୍ୟ ଧ୍ୟାନ ରଖିବାକୁ ହେବ କଇଁଛ ମୁଦି ଧାରଣ କଲେ ଏହାକୁ ସବୁବେଳେ ନିଯା ଡାକୁ ରଖିବେ ଆଉ ଏହାକୁ ଡାହାଣ ଅନାମିକା ଆଙ୍ଗୁଠିରେ ଧାରଣ କରିବେ ।

କଇଁଛ ମୁଦି ପିନ୍ଧିବା ଦ୍ଵାରା ଆମର ଧନ ସମ୍ପତି ଉପରେ ପଡିଥାଏ । ଆଜିକାଲି ବଜାରରେ କଇଁଛ ମୁଦିର ଡିମାଣ୍ଡ ବଢି ଚାଲିଛି । ଏହି ମୁଦିକୁ ପିନ୍ଧିଲେ ସଦା ସର୍ବଦା ଧ୍ୟା ରଖିବେ କଇଁଛର ମୁଣ୍ଡ କେଉଁ ପଟକୁ ରହିଲେ ଧନ ସମ୍ପତି ଆପଣଙ୍କ ଆଡକୁ ଆସିବ । କଇଁଛ ଶାନ୍ତି, ଧର୍ଜ୍ୟ, ସମୃଦ୍ଧିର ପ୍ରତୀକ ହୋଇଥାଏ । ଏହି ମୁଦିକୁ ପିନ୍ଧିବା ଦ୍ଵାରା ଆପଣଙ୍କୁ ଜୀବନରେ ଅନେକ ଦୋଷ ଦୁର୍ବଳତାକୁ ଶାନ୍ତ କରିଥାଏ ।

ଏହି ମୁଦି ପିନ୍ଧିବା ଦ୍ଵାରା ଆତ୍ମବିଶ୍ଵାସ ମଧ୍ୟ ବଢିବାରେ ସହାୟକ ହୋଇଥାଏ । ଏହି ମୁଦିକୁ ଆଣି ପିନ୍ଧିବା ପୂର୍ବରୁ ଏହି ମୁଦିକୁ ମଙ୍ଗଳବାର ଦିନ ପୂଜା ଘରେ ରଖି ଧୂପ ଦୀପ ଦେଇ ପୂଜା କରିବା ସହିତ ନିଜ ଆଙ୍ଗୁଠିରେ ପିନ୍ଧନ୍ତୁ । ଧ୍ୟାନ ରଖିବେ ଯେପରିକି କଇଁଛର ମୁଣ୍ଡ ଆପଣଙ୍କ ଆଡକୁ ରହିବ । ଆଜିର ଏହି ଲେଖାଟି ଆପଣଙ୍କୁ ବହୁତ ଭଲ ଲାଗିଥିବ ଯଦି ଭଲ ଲାଗିଥିବ ଏହାକୁ ବହୁତ ମାତ୍ରାରେ ଲାଇକ ଆଉ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *