ଅନ୍ତିମ ସଂସ୍କାର ପୂର୍ବରୁ ସଧବା ନାରୀଙ୍କର ଶୃଙ୍ଗାର କାହିଁକି ହୋଇଥାଏ ? Garuda Purana

ସଧବା ସ୍ତ୍ରୀ ଲୋକ ୧୬ ଶୃଙ୍ଗାର କାଇଁ କି କରିଥାନ୍ତି । ତେବେ ଏହାକୁ ନେଇ ଏକଦା ରାଜକୁମାରୀ ସୀତା ନିଜର ବିବାହ ସମୟରେ ସଜ ହେଇଥିବା ବେଳେ ତାଙ୍କ ମା କୁ ପଚାରିଲେ କି ନାରୀ ଯେଉଁ ସବୁ ଅଳଙ୍କାର ମାନ ପିନ୍ଧିଥାଏ ଏହାର ଅର୍ଥ କଣ ହୋଇଥାଏ । ଏହା କଣ ଦର୍ଶାଇ ଥାଏ । ଏହାର ଉତ୍ତରରେ ରାଣୀ ସୁନାଇନା କହିଲେ । ବିନ୍ଦି – ସୂର୍ଯ୍ୟ ଯେପରି ସମଗ୍ର ବିଶ୍ୱ କୁ ଆଲୋକିତ କରି ଥାଏ । ସେହି ଭଳି ବିନ୍ଦି ଶଶୁର ଘରକୁ ପ୍ରକାଶିତ କରିଥାଏ ।

କଜ୍ଜଳ – ଏହା ଦର୍ଶାଇଥାଏ କି ଲଜ୍ୟା ଓ ଶିତଲତା । ଏହା ଛଡା ଗୁରୁଜନଙ୍କ ଆଗ ରେ ଆଖି ତଳକୁ କରି ରଖିଥାଏ । ଏହା ଛଡା ଏହା ଆପଣଙ୍କୁ ଖରାପ ନଜର ରୁ ମଧ୍ୟ ବଞ୍ଚାଇଥାଏ । ନାକର – ଏହା ନାରୀର ମନରେ ଲଗାମ ଲଗାଇଥାଏ । ନାରୀର ମନ ବହୁତ ଚଞ୍ଚଳ ହୋଇଥାଏ ।

ତେଣୁ ଏହା ଜଣାଇଥାଏ କି ଵର୍ତମାନ ସେ ଜଣଙ୍କର ବୋହୁ ତେଣୁ ସେ ନିଜର ମନରେ ଲଗାମ ଲଗାଇବା ଉଚିତ । ଟୀକା – ଏହା ଜଣାଇଥାଏ କି ଵର୍ତମାନ ତୁମକୁ ଗୋଟିଏ ନୁହେଁ ଦୁଇଟି ପରିବାର ଯଶ ଓ ପ୍ରତିଷ୍ଠା ରକ୍ଷା କରିବା ଉଚିତ ।

କର୍ଣ ଫୁଲ – ଏହା ନାରୀକୁ ତାହାର ପ୍ରଶଂସା ଶୁଣାଇଥାଏ । ଏହା ଛଡା ଅନ୍ୟର ବିଷୟରେ ଯଦି କିଛି କଥା ଶୁଣିଥାଅ ତେବେ ଏହାକୁ ଅଣଶୁଣା କରିବା ଉଚିତ । ମୁଦି – ଏହା ଦର୍ଶାଇଥାଏ କି ଆଜି ଠାରୁ ସ୍ତ୍ରୀ ତା ସ୍ୱାମୀର ହି ହୋଇଥାଏ ।

ଏବଂ ସ୍ୱାମୀ ପ୍ରତି ପ୍ରେମ ଓ ନିଷ୍ଠା ଦର୍ଶାଇଥାଏ । ଗୋଡ଼ ମୁଦି – ଏହା ଦର୍ଶାଇଥାଏ କି ଆପଣ କେଵବି କାହା କଥା ରେ ଭୁଲ ବାଟବଣା ହେବ ନାହିଁ । ନିଜର ସ୍ୱାମୀ ଓ ନିଜର ପରିବାର ପ୍ରତି ନିଷ୍ଠାବାନ ରହିବେ । ପାଉଁଜି -ଏହା ଜଣାଇ ଥାଏ କି ସ୍ୱାମୀ ଗୋଡ଼ ତଳେ ସ୍ତ୍ରୀ ବାସ କରିବା ଉଚିତ ।

ଯେପରି ଲଷ୍ମୀ ବିଷ୍ଣୁଙ୍କ ଚରଣ ରେ ରହିଥାନ୍ତି । ଏହାର ଧ୍ଵନି ପବିତ୍ରତା ଆଣିଥାଏ । କଡା – ଏହା ଦର୍ଶାଇଥାଏ କେବେବି କାହାକୁ କଡା ବା କଠୋର ଵଚନ ରୁ ଦୂରରେ ରହିବା ଉଚିତ । ବାଯୁବନ୍ଧ- ଆପଣ ନିଜର ସ୍ୱାମୀର ସମ୍ପତି ର ଯତ୍ନ ନେବା ଉଚିତ । କମରବନ୍ଧ- ତୁମ ସ୍ୱାମୀ ଘରର ମୂଳ ହୋଇଥାଅ ।

ଗଜରା- ଗଜରା ପିନ୍ଧି ପୂଜା କରିବା ଦ୍ୱାରା ଲଷ୍ମୀ ନିବାସ କରିଥାନ୍ତି । ହାର- ନିଜର ସ୍ୱାମୀ ଠାରୁ ହାରି ମାନିବା ଉଚିତ । ସ୍ୱାମୀର ବିଜୟରେ ଖୁସି ପ୍ରାପ୍ତ ହେବା ଉଚିତ । ମହେନ୍ଦୀ-ପ୍ରେମ ଓ ଲାଳିମା ଜାରି ରହିବ । ସିନ୍ଦୁର – ସ୍ୱାମୀ ର ଆୟୁ ବୃଦ୍ଧି ହୋଇଥାଏ । ମଙ୍ଗଳସୁତ୍ର- ସୁଖୀ ଦାମ୍ପତ୍ୟ ଜୀବନ ଦର୍ଶାଇଥାଏ । ଏହା ସ୍ୱାମୀ ଓ ସ୍ତ୍ରୀ କୁ ଯୋଡ଼ିଥାଏ ।

Leave a Reply

Your email address will not be published. Required fields are marked *