ମୃତ୍ୟୁ ପରେ ଶବକୁ ଏକା ଛଡ଼ାଯାଏ ନାହିଁ କାହିଁଙ୍କି ? Garuda Purana

ବନ୍ଧୁଗଣ ଦିନ ରାତି ଯେମିତି ହେବା ଏକ ପ୍ରକ୍ରିୟା ଠିକ ସେମିତି ମୃତ୍ୟୁଲୋକରେ ଆସିଥିବା ପ୍ରାଣୀଙ୍କର ମୃତ୍ୟୁ ମଧ୍ୟ ନିଶ୍ଚିନ୍ତ ଅଟେ । ଆପଣ ମନେ ସମସତେସ୍ତେ ଦେଖିଥିବେ ମୃତ୍ୟୁ ପରେ ଶବକୁ ଜଳା ଯାଇଥାଏ । ଯଦି କାହାର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ ତେବେ ତାର ଦାହ ସନକ୍ଷର ତା ପର ଦିନ ହୋଇଥାଏ । ଏମିତିରେ ଆପଣ ଲକ୍ଷ୍ୟ କରିଥିବେ କୌଣସି ପରିବାରରେ ସନ୍ଧ୍ୟାରେ ମୃତ୍ୟୁ ହେଲ ଶବକୁ ଏକା ଛଡ଼ାଯାଏ ନାହି । ଆଜି ଆମେ ଆପଣ ମାନଙ୍କୁ ସେହି ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ କେଉଁ କାରଣ ପାଇଁ ଶବକୁ ଏକା ଛଡାଯାଏ ନାହି ।

ହିନ୍ଦୁ ଧର୍ମରେ କାହାର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହେଲେ ତାର ଶବକୁ ଘରେ ରଖାଯାଏ । ପର ଦିନ ତାର ଦାହ ସଂସ୍କାର କରାଯାଏ । ଯଦି କାହାର ମୃତ୍ୟୁ ପଞ୍ଚକ ସମୟରେ ହୋଇଥାଏ ତେବେ ତାର ଶବକୁ କିଛି ସମୟ ପରେ ଘରେ ରଖାଯାଏ । ଯେବେ ପଞ୍ଚକ ସମୟ ସରିଯାଏ ତା ପରେ ଦାହ ସଂସ୍କାର କରାଯାଏ ।

ଗରୁଡ ପୁରାଣ ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ବା ପଞ୍ଚକ ସମୟରେ କୌଣସି ଶରୀରର ଦାହ ସଂସ୍କାର କରାଯାଏ ତାକୁ ମୋକ୍ଷ ପ୍ରାପ୍ତ ହୁଏ ନାହି । ଏଥିପାଇଁ ଯଦି କେହି ରାତିରେ ମରିଥାନ୍ତି ସେହି ସ୍ଥିତିରେ ଶବକୁ ନେଇ ମସାଣିକୁ ନେଇ ଯାଆନ୍ତି ନାହି ବରଂ ଶବକୁ ଘରେ ରଖାଯାଏ ।

ଏମିତିରେ ବି ମୃତ ଶରୀରକୁ ଏକା ଛଡ଼ାଯାଏ ନାହି । କେହି ଜଣେ କେହି ବ୍ୟକ୍ତି ମୃତ ଶବ ପାଖରେ ଜଗୁଆଳି ଭାବେ ରହିଥାଏ । ମୃତ ଶରୀରକୁ ଏକା ଛଡ଼ାଯାଏ ନାହି ଏହାର କାରଣ ହେଉଛି କୁକୁର ବା ବିଲେଇ ଭଳି ପଶୁ ଶବକୁ ଖାଇଯିବେ । ଗରୁଡ ପୁରାଣ ଅନୁଯାୟୀ ଏମିତି ହେଲେ ମୃତ ଆତ୍ମାକୁ ଯମଲୋକରେ ବହୁତ କଷ୍ଟ ସହିବାକୁ ପଡିଥାଏ ।

ଏହା ଛାଡ ଯଦି ଶବକୁ ଏକା ଛଡ଼ାଯାଏ ତେବେ ସେଥିରୁ ଗନ୍ଧ ଆସିବାକୁ ଲାଗିଥାଏ । ତେଣୁ ସେଠାରେ କେହି ନା କେହି ବ୍ୟକ୍ତି ବସି ରହିଥାଏ ଓ ଧୂପକୁ ଶବର ଚାରି ପାଖରେ ବ୍ୟାପିଥାଏ । ଯାହା ଦ୍ଵାରା ଶବରୁ ଆସୁଥିବା ଦୁର୍ଗନ୍ଧ ଚାରିଆଡେ ବ୍ୟାପିବ ନାହି । ଗରୁଡ ପୂରଣ ଅନୁଯାୟୀ ଭଗବାନ ବିଶୁଣୁଙ୍କୁ ଗରୁଡ ପଚାରିଥିଲେ କି ହେ ନାରାୟଣ ଯଦି କୌଣସି ବ୍ଯକ୍ତିର ମୃତ୍ୟୁ ହୋଇଥାଏ ଓ ତାର ସନ୍ତାନ ନ ଥାଏ ତେବେ ଏମିତି ସମୟରେ ଶବକୁ ଘରେ ରଖାଯାଇପାରେ ।

ନିଜର ସନ୍ତାନ ମୃତ ଶରୀରକୁ ମୁଖାଗ୍ନି ଦିଆଯାଏ ନାହି ତାକୁ ଅନେକ ସମୟ ଯାଏଁ ମୃତ୍ୟୁଲୋକରେ ଭ୍ରମଣ କରିବାକୁ ପଡିଥାଏ । ଏହା ପରେ ଭଗବାନ ବିଶୁଣୁ କହିଛନ୍ତି କି ସୂର୍ଯ୍ୟାସ୍ତ ପରେ ଯଦି କାହାର ମୃତ ଶରୀରକୁ ଜଳାଇ ଦିଆଯାଏ ତେବେ ସେ ପ୍ରେତାତ୍ମା, ଅସୁର, ପିଶାଚ ଯୋନିରେ ଜନ୍ମ ନେଇଥାଏ । ଏଥିପାଇଁ ହିନ୍ଦୁ ଧର୍ମରେ ରାତିରେ ଅନ୍ତିମ ଅସଂସ୍କାର କରାଯିବା ପାଇଁ ମନା କରାଯାଇଛି ।

ରାତିରେ ଶବକୁ ଏକା ଛଡାଗଲେ ଆଖପାଖରେ ଭ୍ରମଣ କରୁଥିବା ଦୁରାତ୍ମା ପ୍ରବେଶ କରିଥାନ୍ତି । ତେଣୁ ଶବକୁ ଏକ ଛଡାଯାଏ ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *