ସକାଳୁ ଉଠି କୁହନ୍ତୁ ଏହି ମନ୍ତ୍ର, ବିନା ପୂଜା ରେ ହେବ ସବୁ ଇଚ୍ଛା ପୂର୍ଣ୍ଣ!

ସକାଳ କଥା ଆମେ ଯଦି କହିବା ଏହା ଆମ ଜୀବନର ଆରମ୍ଭ ହୋଇଥାଏ । ମାତ୍ର ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମ ଜୀବନ ର ଅରମ୍ଭ ଯଦି ଭଲ ରେ ହେବ ତେବେ ଆମ ସାରା ଦିନ ଠିକ ଭାବେ ଯାଇ ପାରିବ । କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ଠିକ ଭାବେ ଜାଣି ନଥାନ୍ତି । ଆମେ ଆଜି ଆପଣ ଙ୍କୁ ଏକ ମନ୍ତ୍ର କହିବା ଯାହାକୁ ଆପଣ ସକାଳ ହେବା ମାତ୍ରେ ନିଜ ଆଖି ଖୋଲୁ ଖୋଲୁ କହିବା ଭଲ ହୋଇ ଥାଏ ।

ଆପଣ ଏହା ସହ ନିଜ ସକାଳ ଚେଷ୍ଟା କରନ୍ତୁ କିଛି ସମୟ ବଗିଚା ରେ ବିତାଇବା ପାଇଁ । କୁହାଯାଏ କି ପ୍ରକୃତି ସବୁ ବେଳେ ଆମକୁ କିଛି ନା କିଛି ଦେଇ ଥାଏ । କଥାରେ ତୁଳଶି ଦୁଇ ପତ୍ର କୁ ବାସୀ ଥାଏ । ତେବେ ସକାଳ ହେବା ମାତ୍ରେ ଆମେ ମାଟିରେ ପାଦ ଦେବା ଆଗରୁ ଆଗ ମାଟି ମା କୁ ପ୍ରଣାମ କରିବା ଭଲ ହୋଇ ଥାଏ ।

ଏହା ସହ ଆପଣ ନିଜ ହାତକୁ ଦେଖିକି ଏହା ପରେ ଆପଣ ଏହାକୁ ମୁହଁ ରେ ଲଗାଇବା ଭଲ ହୋଇଥାଏ । ଏହା ପରେ ଆପଣ “ଓମ ନାମହ ଶିବାୟ” କହିକି ପ୍ରଣାମ କରିବା ଭଲ ହୋଇ ଥାଏ । ଏହା ଏକ ଛୋଟ ମନ୍ତ୍ର ଅଟେ ମାତ୍ର ଏହାର ମହତ୍ଵ ଖୁବ ଅଧିକା ଥାଏ ।

ମାତ୍ର ଆପଣ ଯଦି ଏହାର ମହତ୍ଵ ବୁଝିବେ ତେବେ ଓମ ର ମାନେ ହେଉଛି ପୁରା ବ୍ରମ୍ହାଣ୍ଡ ଅଟେ । ଯାହା ଦ୍ଵାରା ଆପଣ ସାରା ଦେବୀ ଦେବତା ଙ୍କୁ ପ୍ରଣାମ କରିଲେ । ଏହା ସହ ନମହ ର ମାନେ ହେଉଛି କି ଭଗବାନ ଶିବ ଙ୍କ ଆରାଧନା କରିବା ।

ଏହା ଦ୍ଵାରା ଆମେ ଜାଣି ପାରିବା କି ଆମେ ସକଳ ଶକ୍ତିର ଆଧାର ଭଗବାନ ଙ୍କ ଆଶୀର୍ବାଦ ର ଫଳା ଫଳ ପାଇବା । କିନ୍ତୁ କିଛି ଜଣ ଅଛନ୍ତି ଯେଉଁ ମାନେ ଏହାକୁ ମାନିବା ପାଇଁ ଚାହିଁ ନଥାନ୍ତି । ଏହା କରିବା ଦ୍ଵାରା କେବଳ ଆପଣଙ୍କ ଭଲ ପରିଣାମ ପାଇବେ ।

ଏହା ନୁହେଁ ଆପଣ ଋଣ ମୂକ୍ତ ହୋଇ ପାରିବେ ଏହା ପାଇଁ । ଆପଣଙ୍କ ଆଖ ପାଖରେ ଥିବା ନାକରାତ୍ମକ ଶକ୍ତି କୁ ମଧ୍ୟ ଦୂରେଇ ଦେଇ ଥାଏ । ଆପଣ ଙ୍କ ଜୀବନ ଖୁବ ଖୁଶିରେ ବୀତିଥାଏ । ଆପଣ ଯଦି ଚାହିଁବେ ତେବେ ଆପଣ ଏହାକୁ ଦିନରେ ଦୁଇ ଥର ମଧ୍ୟ କହି ପାରିବେ ।

ନହେଲେ ଆପଣ ଯେଉଁ ସମୟରେ ଏହା ଚାହିଁବେ କହି ପାରିବେ ଭଗବାନ ଙ୍କ ଆଶୀର୍ବାଦ ମିଳିଥାଏ । ଆପଣ ଏହାକୁ ସକାଳୁ ସକାଳୁ ଗାଇବା ଦ୍ଵାରା ଆପଣଙ୍କ ବୈବାହିକ ଜୀବନ ମଧ୍ୟ ଭଲ ଯାଇ ଥାଏ ।

Leave a Reply

Your email address will not be published. Required fields are marked *