ଅଗଷ୍ଟ 11 ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ରାତିରେ କରନ୍ତୁ ଏହି ଉପାୟ ଓ ସକାଳୁ ଉଠି ଦେଖନ୍ତୁ ଚମତ୍କାର…

ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ରାକ୍ଷୀ ପୂର୍ଣ୍ଣିମା ର ବିଶେଷ ମହତ୍ଵ ରହିଥାଏ । ଏହି ଦିନ ରକ୍ଷା ବନ୍ଧନ ମଧ୍ୟ ହୋଇଥାଏ । ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୧୧ ରେ ପଡିବାକୁ ଯାଉଛି । ଗୋଟିଏ ଦିନରେ ଦୁଇଟି ଶୁଭ ପର୍ବର ମିଳନ ହୋଇଥାଏ ତ ଏହି ଦିନ ବହୁତ ଖାସ ହୋଇଥାଏ । ଏହି ଦିନର ଲାଭ ଉଠାଇବା ଦରକାର । ଏହି ଦିନ କଛି ମହତ୍ଵ ପୂର୍ଣ୍ଣ କାର୍ଯ୍ୟ କରିବା ଆବଶ୍ୟକ । ଯାହା ଦ୍ଵାରା ମଣିଷ ଜୀବନରେ ଦୁର୍ଭାଗ୍ୟ ଦୂର ହୋଇ ସୁଖ ସମୃଦ୍ଧି ଆକର୍ଷିତ ହୋଇଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ କେଉଁ କାମ କରିବା ଦ୍ଵାରା ପିତୃ ଦୋଷ ଦୂର ହେବା ସହ ଜୀବନରେ ସୁଖ ସମୃଦ୍ଧି ଆସିଥାଏ ।

ଯେଉଁ ଲୋକ ମାନେ ସର୍ବଦା କୌଣସି ଚିନ୍ତାରେ ବା ସମସ୍ୟାରେ ରୁହନ୍ତି ଏପରି ଲୋକଙ୍କୁ ଏହି ଉପାୟ ନିଶ୍ଚୟ କରିବା ଦରକାର । ଏହି ଉପାୟ ଟି କରିବା ଦ୍ଵାରା ପିତୃ ଦୋଷ ଲାଗିଥିଲେ ତାହା ଦୂର ହୋଇଥାଏ ଓ ପିତୃ ପୁରୁଷ ସହାୟକ ହୋଇଥାନ୍ତି । ଯେବେ ବି ବ୍ୟକ୍ତି ଜୀବନରେ ପିତୃ ଦୋଷ ହୋଇଥାଏ ତାର ଜୀବନରେ ଅଧିକ ସମସ୍ୟାମାନ ଆସିଥାଏ ।

ରକ୍ଷା ବନ୍ଧନର କିଛି ଏପରି ମନ୍ତ୍ର ହୋଇଥାଏ ଯାହାକୁ ଜପ କରିଲେ ଏଥିରେ ନିଶ୍ଚୟ ସଫଳ ମିଳିବା ସହ ଲାଭ ମିଳିଥାଏ । ଯଦି ଆପଣଙ୍କ ଜୀବନରେ ଦୁର୍ଭାଗ୍ୟ ରହୁଛି ବା ଚିନ୍ତା ଓ ସମସ୍ଯାରେ ଘେରି ରହିଛନ୍ତି ତେବେ ରାକ୍ଷୀ ପୂର୍ଣ୍ଣିମା ଦିନ ୫ଟି ତୁଳସୀ ପତ୍ର ନିଅନ୍ତୁ । ଯେଉଁ ଦିନ ପୂର୍ଣ୍ଣିମା ସେଦିନ ତୁଳସୀ ପତ୍ର ନ ତୋଳି ତା ପୂର୍ବ ଦିନ ତୋଳି ରଖିବା ଉଚିତ ।

ଯଦି ଆପଣ ଚାହିଁବେ ତେବେ ୧୧ଟି ତୁଳସୀ ପତ୍ର ନେଇପାରିବେ । ଧ୍ୟାନ ରଖିବେ ତୁଳସୀ ପତ୍ର ଫଟା କି କଣା ହୋଇ ନ ଥିବ । ତୁଳସୀ ପତ୍ର ଯେତିକି ନେବେ ସେହି ଅନୁଯାୟୀ ଓସ୍ତ ଗଛର ପତ୍ର ମଧ୍ୟ ନେବେ । ଅଶ୍ବସ୍ତ ଗଛର ପାତ୍ର ମଧ୍ୟ ସଫା ହୋଇଥିବା ଦରକାର । ଏହା ଆପଣ ରାକ୍ଷୀ ପୂର୍ଣ୍ଣିମା ଦିନ ଭଗବାନ ବିଶୁଣୁ ଙ୍କୁ ଅର୍ପଣ କରନ୍ତୁ ।

ଧ୍ୟାନ ରଖିବେ ଘରେ ଥିବା ଭଗବାନ ବିଶୁଣୁଙ୍କ ମୂର୍ତ୍ତିରେ ପତ୍ର ଅର୍ପଣ କରିବେ ଫୋଟୋରେ ନୁହେଁ । ଏହି ପତ୍ରକୁ ଅର୍ପଣ କରି ନିଜର ତକିଆ ତଳେ ରଖିବେ ସେହି ଶଯ୍ୟାରେ କେବଳ ସେହି ବ୍ୟକ୍ତି ହିଁ ସୟନ କରିବେ । ସେହି ପତ୍ରକୁ ତକିଆ ତଳେ ୧୧ ଦିନ ଯାଏଁ ରଖିବା ପରେ ଏହାକୁ ୧୧ ଦିନ ପରେ ତୁଳସୀ ଗଛରେ ପକାଇଦେବେ ।

ଏହି ଉପାୟଟି ସେହିମାନେ କରିବେ ଯେଉଁ ମାନଙ୍କ ଜୀବନରେ ଅଧିକ ସମସ୍ଯା, ବାଦ ବିବାଦ ରହିଛି। ଦାଂପତ୍ଯ ଜୀବନରେ କଳହ ଲାଗି ରହିଥାଏ । ସ୍ତ୍ରୀ ନିଜ ତକିଆ ତଳେ ତୁଳସୀ ପାତ୍ର ଓ ସ୍ଵାମୀ ତକିଆ ତଳେ ଓସ୍ତ ଗଛର ପାତ୍ର ରଖିବା ଉଚିତ । ଯେଉଁ ମାନେ ଶିଂଗଲ ଅଛନ୍ତି ସେମାନେ ଉଭୟ ପତ୍ରକୁ ତକିଆ ତଳେ ରଖିବେ । ଏହାର ଶୁଭ ଫଳ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଇଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *