ସକାଳୁ ଖାଲି ପେଟରେ ପିଜୁଳି ପତ୍ର ଖାଇବାର ଫାଇଦା ଜାଣି ଡାକ୍ତର ବି ଆଶ୍ଚର୍ଯ୍ୟ, କରେ ଏହି ସବୁ ଗମ୍ଭୀର ରୋଗକୁ ମୂଳରୁ ଶେଷ- Health Tips

ବନ୍ଧୁଗଣ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିଜୁଳି ପତ୍ର ୧୫ ରୁ ଅଧିକ ରୋଗକୁ ଠିକ କରିଥାଏ । ଯେମିତି ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢିରେ କଷ୍ଟ, ବ୍ରଣ ଓ ଡାଇବେଟିସ ଭଳି ବହୁତ ରୋଗରୁ ଏହି ପତ୍ର ଆମକୁ ବଞ୍ଚାଇଥାଏ । ଆଜି ଆମେ ଆପଣ ମାନଙ୍କୁ ପିଜୁଳି ପତ୍ର ଖାଇବା ଦ୍ଵାରା କେଉଁ କେଉଁ ରୋଗ ଭଲ ହୋଇଥାଏ ଏବଂ ମା ଶରୀର ପାଇଁ ପିଜୁଳି ପତ୍ର କେମିତି ଲାଭଦାୟକ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ୧- ଯେଉଁ ଲୋକ ମାନଙ୍କର ଗଣ୍ଠି ବିନ୍ଧା ଅନେକ ଦିନରୁ ହେଉଛି ସେମାନଙ୍କ ପାଇଁ ପିଜୁଳି ପତ୍ର ବହୁତ ଲାଭଦାୟକ ହୋଇଥାଏ । ଏଥିପାଇଁ ପିଜୁଳି ପତ୍ରକୁ କୁଟି ତାହକୁ ଗରମ କରି ଗଣ୍ଠି ବିନ୍ଧୁଥିବା ଜାଗାରେ ଲଗାଇଲେ ଆରାମ ମିଳିଥାଏ ।

୨- ପିଜୁଳି ପତ୍ରର ସେବନ ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଯାଏଁ ସମସ୍ତେ କରିପାରିବେ । ଏହା ଦ୍ଵାରା ପେଟ ରୋଗ ମଧ୍ୟ ଦୂର ହୋଇଥାଏ । ଯେଉଁ ମାନଙ୍କୁ ଡାଇରିୟା ସମସ୍ଯା ରହିଛି ସେମାନଙ୍କ ପାଇଁ ପିଜୁଳି ପତ୍ର ଲାଭଦାୟକ ହୋଇଥାଏ । ଏଥିପାଇଁ ପିଜୁଳି ପତ୍ରକୁ ଏକ କପ ପାଣିରେ ଫୁଟାଇ ଥଣ୍ଡା କରି ସେବନ କରନ୍ତୁ ।

୩- ଅନେକ ଲୋକଙ୍କୁ ସ୍ଵପ୍ନ ଦୋଷ ହୋଇଥାଏ । ଏଭଳି କ୍ଷେତ୍ରରେ ପିଜୁଳି ପତ୍ରର ରସ ବାହାର କରି ସେଥିରେ ମହୁ ମିଶାଇ ଏହାକୁ ନିୟମିତ ଭାବେ ସେବନ କରନ୍ତୁ । ଏହା ଦ୍ଵାରା ସ୍ଵପ୍ନ ଦୋଷ ଦୂର ହେବ ।

୪- ପିଜୁଳି ପତ୍ର ସେବନ ଦ୍ଵାରା ଓଜନ ହ୍ରାସ ପାଇଥାଏ । ପିଜୁଳି ପତ୍ରକୁ ପାଣିରେ ଫୁଟାଇ ସେବନ କରିଲେ ବହୁ ପୁରୁଣା କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ ।

୫- ପିଜୁଳି ପତ୍ରକୁ ବାଟି ଏହାର ରସ ବାହାର କରି ଚିନୀ ଆଡ କରି ସେବନ କରିଲେ ଶରୀରର ଦୁର୍ବଳତା ଦୂର ହୋଇଥାଏ । ପିଜୁଳି ପତ୍ରର ରସ ଲିଭରରୁ ଖରାପ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।

୬- ପିଜୁଳି ପତ୍ର ସେବନ ଦ୍ଵାରା ଖରାପ କୋଲେଷ୍ଟ୍ରୋଲ ମଧ୍ୟ ଦୂର ହୋଇଥାଏ । ପିଜୁଳି ପତ୍ରର ରସ ସେବନ କରିଲେ ପାଚନ ତନ୍ତ୍ର ଠିକ ରହିଥାଏ ।

୭- ଦାନ୍ତରେ କଷ୍ଟ, ଗଳାରେ କଷ୍ଟ, ମାଢି ଫୁଲିବା ଆଦି ରୋଗରେ ପିଜୁଳି ପତ୍ରର ରସ ସେବନ କରିବା ବହୁତ ଲାଭଦାୟକ ହୋଇଥାଏ । ଡେଙ୍ଗୁ ଜ୍ଵର କମ କରିବାରେ ପିଜୁଳି ପତ୍ରର ରସ ବହୁତ ସହାୟକ ହୋଇଥାଏ ।

୮- ପିଜୁଳି ପତ୍ର ସେବନ କରିବା ଦ୍ଵାରା ସ୍କିନରେ ବ୍ରଣ ବା ଦାଗ ଜାଗାରେ ଲଗାଇଲେ ଏହା ଦୂର ହୋଇଥାଏ । କେଶ ଝଡିବା ବନ୍ଦ କରିବା ପାଇଁ ପିଜୁଳି ପତ୍ରର ରସ ବହୁତ ଲାଭଦାୟକ ହୋଇଥାଏ ।

୯- ଏକ ରିସର୍ଚରୁ ଜଣା ପଡିଛି ପିଜୁଳି ପତ୍ର ରକ୍ତ ଶର୍କରକୁ କମ କରିଥାଏ । ଯାହା ଦ୍ଵାରା ସୁଗାର ଲେବଲ ନିୟନ୍ତ୍ରଣରେ ରହିଥାଏ । ଅଧ କପାଳୀ ବିନ୍ଧା ପାଇଁ ସୂର୍ଯ୍ୟ ଉଦୟ ପୂର୍ବରୁ ପିଜୁଳି ପତ୍ରର ଲେପ କରି ମୁଣ୍ଡରେ ଲଗାଇଲେ ବହୁତ ଆରାମ ମିଳିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *