ସକାଳୁ ଉଠି ଜପନ୍ତୁ 4ଟି ଶବ୍ଦର ଏହି ଚମତ୍କାରୀ ମନ୍ତ୍ର ଧନ ତ କଣ ଦୁନିଆ ହେବ ମୁଠିରେ

ଅନେକ ସମୟରେ ଘରେ ଏମିତି କିଛି ଘଟଣା ଘଟିଥାଏ ଯାହାର କଳ୍ପନା କେହି କେବେ କରି ନ ଥାନ୍ତି । ଏମିତିକି ମନରେ ଖରାପ ଚିନ୍ତାଧାରା ଆସିବା ସହ ଧନ ହାନି ହୋଇଥାଏ । ଏହା ସହ ଘରେ ନାକାରାତ୍ମକ ଊର୍ଜା ରହିବା ସହ ସବୁ କାମ ଅଧୁରା ରହିଥାଏ । କୌଣସି କାମ ଇଚ୍ଛା ଅନୁସାରେ ହୁଏ ନାହି । ଘରେ ଏମିତି ସ୍ଥିତି ସୃଷ୍ଟି ହୋଇଥାଏ ଯାହା ଦ୍ଵାରା ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଏମିତିକି କୌଣସି କାମରେ ମନ ଲାଗେ ନାହି । ତେବେ ଏହି ସବୁ କ୍ଷେତ୍ରରେ ସକାଳ ସମୟରେ ଏମିତି କିଛି ଶବ୍ଦ କହିବା ଉଚିତ ଯାହା ଦ୍ଵାରା ଗରିବ ଧନୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେଗୁଡିକ କଣ ରହିଛି ।

ମହାଦେବ ସର୍ବଦା ନିଜ ଭକ୍ତଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ସକାଳ ସମୟରେ ଏହି ଶବ୍ଦ କହିବା ଉଚିତ ଯାହା ଦ୍ଵାରା ସଫଳତା ପ୍ରାପ୍ତ ହୋଇଥାଏ । ଯଦି ଆପଣ ବିଦ୍ୟାର୍ଥୀ ତେବେ ଏହି ଶବ୍ଦ କହିପାରିବେ । ଏମିତି କି ଘରର ଗୁରଜନ ମାନେ ମଧ୍ୟ ଏହି ଶବ୍ଦ କହିପାରିବେ । ଏହି ଶବ୍ଦ କହିବା ଦ୍ଵାରା ବିଦ୍ୟାରଥି ଙ୍କୁ ନିଚିନ୍ତ ଭାବେ ପରୀକ୍ଷାରେ ସଫଳତା ମିଳିବ । ଘରର ନାରୀ ମଧ୍ୟ ଏହି ଉପାୟ କରିପାରିବେ ।

ଏହି ଶବ୍ଦ କହିବା ସମୟରେ ସ୍ନାନ କରିବାକୁ ପଡିବ ନାହି । ଭଗବାନ ସନକ ଜଡିତ ଯେ କୌଣସି ଉପାୟ ପାଇଁ ସ୍ଵଚ୍ଛତାର ଧ୍ୟାନ ରଖିବାକୁ ପଡିଥାଏ । ସ୍ନାନ କରି ସଫା ସୁତୁରା ବସ୍ତ୍ର ଧାରଣ କରିବାକୁ ପଡିଥାଏ । ଏହା ପରେ ଉପାୟ କରିବାକୁ ପଡିଥାଏ । କିନ୍ତୁ ଏହି ୨ଟି ଶବ୍ଦ କହିବା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ଯଦି ଘରେ ନବ ବିବାହିତା ବଧୁ ରହିଥାନ୍ତି ତେବେ ସେମାନେ ଏହି ଶବ୍ଦ କହିବା ଦ୍ଵାରା ଉତ୍ତାନ ସନ୍ତାନ ପ୍ରାପ୍ତ ହୋଇଥାଏ । ଏହା ଦ୍ଵାରା ଦାଂପତ୍ଯ ଜୀବନ ଭଲ ହେବା ସହ ଶୁଭ ଫଳ ମିଳିଥାଏ । ବୃଦ୍ଧ ବ୍ୟକ୍ତି ଦୀର୍ଘାୟୁ ଓ ବେପାରୀ ନିଜର ବ୍ୟବସାୟ ବଢିବା ପାଇ ଏହି ଉପାୟ କରିପାରିବେ । ଯଦି କୌଣସି ବ୍ୟକ୍ତି ନିଜର ଇଚ୍ଛା ପିରଣ କରିବା ପାଇଁ ଚାହୁଁଛନ୍ତି ତେବେ ଏହି ଉପାୟ କରିପାରିବେ ।

ଭଗବାନ ଶଙ୍କରଙ୍କ କୃପା ଏଭଳି ବ୍ୟକ୍ତିକୁ ପ୍ରାପ୍ତ କରିବା ସହ ସଫଳତା ମିଳିଥାଏ । ସକାଳୁ ଉଠିବା ପରେ ଦେବତାଙ୍କୁ ସ୍ମରଣ କରି ପୂଜା ପାଠ କରିବା ଉଚିତ । ଏହା ଦ୍ଵାରା ଜୀବନରେ ଭଲ ଫଳ ମିଳିଥାଏ । ତେବେ ଏହି ମନ୍ତ୍ରଟି ହେଉଛି ଓମ ଜୁ ସ ଯାହା ଲହୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଯଦି କୁଣ୍ଡଳୀରେ ଦୋଷ ରହିଛି ତେବେ ତାହା ଦୂର ହୋଇଥାଏ ।

ଏହା ସହ ହାତ ଯୋଡି କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କର ମୂଳେ ତୁ ଗୋବିନ୍ଦ, ପ୍ରଭାତେ କରଦର୍ଶନମ ମନ୍ତ୍ର ଜପ କରିବା ଉଚିତ । ଏହି ୨ଟି ଉପାୟ କରିବା ଦ୍ଵାରା ଗରିବ ମଧ୍ୟ ଧନୀ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *