ସମ୍ବନ୍ଧ ରଖିବା ସମୟରେ କାହାକୁ ଅଧିକ ଆନନ୍ଦ ଆସିଥାଏ ? Garuda Purana

ପୌରାଣିକ କଥା ଅନୁଯାୟୀ ସ୍ତ୍ରୀ ସ୍ଵାମୀ ସମ୍ବୋଗ କରିବା ସମୟରେ କାହାକୁ ଅଧିକ ଆନନ୍ଦ ଆସିଥାଏ ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମହାଭାରତର ଏହି ବିଷୟରେ ସଂପୂର୍ଣ୍ଣ ଭାବେ କୁହାଯାଇଛି । କଥା ଅନୁଯାୟୀ ପାଣ୍ଡବ ପିତାମହ ଭୀଷ୍ମଙ୍କ ପାଖକୁ ଯାଇ ପ୍ରଣାମ କରିଲେ । ପିତାମହ ଭୀଷ୍ମ ଆଶୀର୍ବାଦ ଦେଇ କହିଲେ ତୁମେ କଣ ପାଇଁ ଚିନ୍ତାରେ ଆଛା । ଉତ୍ତରରେ ପାଣ୍ଡବ କହିଲେ ଅନେକ ଦିନରୁ ସେ ବୁଝିବାକୁ ଚେଷ୍ଟା କରୁଛନ୍ତି ସ୍ଵାମୀ ସ୍ତ୍ରୀଙ୍କ ସମ୍ବୋଗ କରିବା ସମୟରେ କାହାକୁ ଅଧିକ ଆନନ୍ଦ ଲାଗିଥାଏ । ଏହା ପରେ ପିତାମହ ଭୀଷ୍ମ ଭଗ୍ନସ୍ଵାମା ଓ ସକରାର କାହାଣୀ କହିବାକୁ ଲାଗିଲେ ।

ବହୁତ ସମୟ ପୂର୍ବରୁ ଭଗ୍ନସ୍ଵାମା ନାମକ ରାଜା ଥିଲେ ଯାହାଙ୍କର ନ୍ୟାୟପ୍ରିୟତା କାରଣରୁ ସେ ବହୁତ ଲୋକପ୍ରିୟ ଥିଲେ । କିନ୍ତୁ ତାଙ୍କର ସନ୍ତାନ ନ ଥିଲେ । ଏକ ସମୟରେ ପୁତ୍ର ସନ୍ତାନ ପ୍ରାପ୍ତିର ଇଚ୍ଛା କରି ଯଜ୍ଞ କରିଲେ ଯାହାର ନାମ ଅଗ୍ନି ଥିଲା । ଏହା ଦେଖି ଦେବରାଜ ଇନ୍ଦ୍ରଙ୍କ କ୍ରୋଧ ବଢିବାକୁ ଲାଗିଲା । ସେ ରାଜାଙ୍କର ଯଜ୍ଞ ଭଙ୍ଗ କରିବାକୁ ଚେଷ୍ଟା କରିଲେ କିନ୍ତୁ ସୁଫଳ ହେଲେ ନାହି ।

ଅନେକ ଦିନ ପରେ ରାଜା ଭଗ୍ନସ୍ଵାମା ବନକୁ ଶିକାର କରିବାକୁ ଯାଇଥିବା ସମୟରେ ଦେବରାଜ ଇନ୍ଦ୍ର ନିଜର ଅପମାନର ପ୍ରତିଶୋଧ ନେବା ପାଇଁ ରାଜାଙ୍କ ଉପରେ ସମୋହନ କରିଲେ । ଯାହା ଫଳରେ ରାଜା କୁଆଡେ ଯାଉଥିଲେ ନିଜେ ଜାଣିପାରିଲେ ନାହି କି ତାଙ୍କର ସୈନିକ ମଧ୍ୟ ତାଙ୍କ ପାଖରେ ନ ଥିଲେ ।

ଅନେକ ଦୂର ଯିବା ପରେ ରାଜା ଭଗ୍ନସ୍ଵାମା ନଦୀକୁ ପାଣି ସେବନ କରିବାକୁ ଯାଇଥିବା ସମୟରେ ନଦୀରେ ପ୍ରବେଶ କରିବା ମାତ୍ରେ ତାଙ୍କର ସରିଆର ପରିବର୍ତ୍ତନ ହୋଇ ନାରୀର ରୂପ ଧାରଣ କରିଲା । ଯାହାକୁ ଦେଖିବା ପରେ ସେ ଭାବିଲେ କେଉଁ କର୍ମ ପାଇଁ ତାଙ୍କ ସହ ଏମିତି ହେଲା । ରାଜା ଭଗ୍ନସ୍ଵାମା ସ୍ତ୍ରୀ ରୂପ ଧାରଣ କରିବା ପରେ ଭଗବାନଙ୍କୁ ମାନେ ମାନେ କହିଲେ ଯଜ୍ଞ କରିବା ଅକରନରୁ ୧୦୦ ପୁତ୍ର ସନ୍ତା ପ୍ରାପ୍ତ ହେବାର ଆଶୀର୍ବାଦ ମିଳିଥିଲା ଯାହାକୁ ମୁଁ ଏବେ କେମିତି ସମ୍ଭବ କରିବି ।

ଏମିତି ଅନେକ କଥା ଭାବି ସେ ନିଜ ରାଜ୍ୟକୁ ଫେରିଲେ । ରାଜ୍ଯକୁ ଫେରିବା ପରେ ସବୁ ଦାୟିତ୍ଵ ପ୍ରାଯଙ୍କୁ ଦେଇ ନିଜେ ବନକୁ ଯାଇ ରୁଷୀଙ୍କ ସହ ରହିବା ପରେ ଅନେକ ପୁତ୍ରଙ୍କୁ ଜନ୍ମ ଦେଲେ ରାଜା ଭଗ୍ନସ୍ଵାମା । ଏହା ପରେ ସେହି ପୁତ୍ରଙ୍କୁ ନିଜ ରାଜ୍ୟକୁ ଆଣି ପୂର୍ବରୁ ଥିବା ପୁତ୍ରଙ୍କ ପାଖରେ ଛାଡି ଚାଲିଗଲେ । ଯାହାକୁ ଦେଖିବା ପରେ ଦେବରାଜ ଇନ୍ଦ୍ର ଆହୁରି ଅଧିକ କ୍ରୋଧିତ ହୋଇ ବ୍ରାମହଣ ବେଶରେ ରାଜାଙ୍କ ରାଜ୍ୟକୁ ଆସି ଭାଇମାନଙ୍କ ମଧ୍ୟରେ କଳହ ସୃଷ୍ଟି କରିବାକୁ ଲାଗିଲେ ।

ଯାହାର ପରିଣାମ ସ୍ୱରୂପ ଭାଇମାନେ ପରସ୍ପରକୁ ହତ୍ୟା କରିବାରେ ଲାଗିଲେ ଯାହାକୁ ଦେଖିବା ପରେ ରାଜା ଭଗ୍ନସ୍ଵାମା ଶୋକାକୁଳ ହେବାକୁ ଲାଗିଲେ । ଏହା ପରେ ଦେବରାଜ ଇନ୍ଦ୍ର ସବୁ ସତ କହି ତାଙ୍କର ସବୁ ପୁତ୍ରଙ୍କୁ ଜୀବିତ କରିବା ସହ ରାଜା ଭଗ୍ନସ୍ଵାମାଙ୍କୁ ପୁରୁଷ ରୂପ ଫେରାଇବାକୁ କହିବାରୁ ସେ ମନା କରିଲେ । କାରଣ ସଂଭୋଗ କରିବା ଶମୟରେ ସ୍ତ୍ରୀକୁ ବହୁତ ଆନନ୍ଦ ଆସିଥାଏ ବୋଲି ସେ କହିଲେ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜାଣିବେ ।

Leave a Reply

Your email address will not be published. Required fields are marked *