ନମସ୍କାର ବନ୍ଧୁଗଣ । ଆଜି ଆପଣଙ୍କୁ ଆମେ ମାନେ ଜଣେଇବୁ ସନ୍ତାନ ପ୍ରାପ୍ତି କିପରି ଆପଣ ହେବେ । ଆପଣଙ୍କର ଯଦି ସନ୍ତାନ ପ୍ରାପ୍ତି ପାଇଁ କୌଣସି ଅସୁବିଧା ହଉଛି କି ଆପଣ ସନ୍ତାନ ପ୍ରାପ୍ତି ହୋଇପାରୁ ନାହାନ୍ତି ତାହାଲେ ଆପଣ ଏହି ଉପାୟ ରେ ସନ୍ତାନ ପ୍ରାପ୍ତି କରିପାରିବେ । ବନ୍ଧୁଗଣ ଯଦି ଆପଣ ମହାଦେବଙ୍କର ଏହି ବ୍ରତକୁ ଶ୍ରଦ୍ଧାର ସହିତ କରିବେ ତାହାଲେ ଆପଣ ସୁନିଶ୍ଚିତ ସନ୍ତାନ ପ୍ରାପ୍ତି ହୋଇଯିବେ । ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବ୍ରତ ବିଷୟରେ । ବନ୍ଧୁଗଣ ପୂରଣରେ ଲେଖା ଅଛି ମାତା ଅଞ୍ଜିନୀ ଓ କେସରୀ ଏହି ବ୍ରତକୁ ରଖିଥିଲେ ସେଥିପାଇଁ ସେ ସନ୍ତାନର ସୁଖ ପାଇଥିଲେ ।
ବନ୍ଧୁଗଣ ମାତା ଅଞ୍ଜନି ସନ୍ତାନ ଶୁଖରୁ ବଞ୍ଚିତ ଥିଲେ ଏହି ବ୍ରତ କରିବାଦ୍ବାରା ମହାଦେବ ପ୍ରସନ୍ନ ହୋଇ ତାଙ୍କର କିଛି ଅଂସ ହନୁମାନ ରୂପରେ ପ୍ରଦାନ କଲେ । ସେବେଠାରୁ ଏହି ବ୍ରତ ସନ୍ତାନ ପ୍ରାପ୍ତ ପାଇଁ ରଖାଗଲା । ବନ୍ଧୁଗଣ ଏହି ବ୍ରତକୁ ପ୍ରଦୁଷ ବ୍ରତ କୁହାଜାୟ । ଏହି ବ୍ରତରେ ଭଗବାନ ଶିବଙ୍କୁ ଆରଧନା କରା ଜାୟ । ଏହି ବ୍ରତ ବହୁତ ମହତ୍ଵ ପୂର୍ଣ୍ଣ ବ୍ରତ ଅଟେ ।
ଏହା ପ୍ରତ୍ୟକ ତ୍ରୋୟଦଶୀ ତିଥିରେ ପଡିଥାୟ । ଆମର ୧୨ ମାସ ରହିଥାୟ ଏହି ବ୍ରତ ୩୦ଥର ପଡିଥାୟ । ଆପଣଙ୍କୁ ଏହି ବ୍ରତ ୨୪ ଥର କରିବାକୁ ପଡିବ ଏହାକୁ ଏକ ତ୍ରୟଦଶୀ ଦିନ ଆରମ୍ଭ କରିବାକୁ ହବ । ଏହି ବ୍ରତ ଯଦି ଆପଣ ନିଷ୍ଠାର ସହିତ କରିବେ ତାହାଲେ ଆପଣ ସନ୍ତାନ ଲାଭ କରିବେ । ବନ୍ଧୁଗଣ ଏହି ବ୍ରତକୁ ଆପଣ ମାନେ ସୂର୍ଯ୍ୟ ଅସ୍ତ ହେଲା ପରେ କରିବେ ।
ଆପଣ ଏହି ବ୍ରତ ରଖିବା ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ କରିବାକୁ ପଡିବ । ଆପଣ ଏହି ଦିନ ଉପବାସ କରିବେ । ଆପଣ ସୂର୍ଯ୍ୟ ଅସ୍ତ ହବା ପୂର୍ବରୁ ଆଉଥରେ ସ୍ନାନ କରିବାକୁ ପଡିବ । ଏହା ପରେ ଆପଣଙ୍କୁ ମହାଦେବଙ୍କ ପୂଜା କରିବାକୁ ପଡିବ ଓ ତାଙ୍କୁ ଆରାଧନା କରିବାକୁ ପଡିବ । ଏହି ସମୟରେ ଆପଣ ସିବ ପୂରାଣ ପଢିବେ । ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାୟ ।
ଏହା ପରେ ଆପଣ ପ୍ରଦୋଷ କଥାବି ଶୁଣିବେ । ଏହା ପରେ ଆପଣ ମିଠା ଭୋଜନ କରି ଏହି ବ୍ରତକୁ ଖୋଲିବେ । ଆସନ୍ତୁ ଜାଣିବା ସୀବ କଥା ଏକ ଜନଗଲରେ ବିଧବା ବ୍ରାମହନି ରହୁଥିଲେ । ଦିନେ ଏକ ଛୁଆର କନ୍ଦିବା ଶବ୍ଦ ଶୁଣାଗଲା ସେ ଦେଖିବାରୁ ଜାଣିଲେ ସେ ଏକ ରାଜାଙ୍କ ପୁତ୍ର ଥିଲେ ।
ତାଙ୍କର ପିତାଙ୍କ ମୃତୁ ପରେ ସେ ଜଙ୍ଗଲରେ ଏକା କାନ୍ଦୁଥିଲେ ତାଙ୍କର ଘର କେଉଁଠି ମନେ ପଡୁନଥିଲା । ସେହି ବ୍ରାମହନି ତା ଘରକୁ ସେହି ସନ୍ତାନକୁ ନେଲା କିନ୍ତୁ ଚିନ୍ତା କଲା ଏକାସାଙ୍ଗରେ ୨ ସନ୍ତାନଙ୍କର ସେବା ସେ କେମିତି କରିବ । ଏହାପରେ ସେ ଋଷିଙ୍କ ପାଖକୁ ଗଲା ସେଠାରେ ପ୍ରଦୁଷ ବ୍ରତ କଥା ଶୁଣିଲା । ତାହାପରେ ସେ ଜାଣିଲା ଏହି ବ୍ରତ ରଖିବା ଦ୍ଵାରା ଭଗବାନ ଭୋଲେନାଥ ପ୍ରସନ୍ନ ହେବେ ଓ ତାହାର ୨ଟି ଛୁଆଙ୍କୁ ଖୁସି ରଖିବେ । ତାହାପରେ ସେ ବିଧି ବିଧାନ ସହିତ ସେହି ବ୍ରତକୁ କଲା । ବନ୍ଧୁଗଣ ଆପଣ ଯଦି ଭୋଲେନାଥଙ୍କ ବ୍ରତ ରଖିବେ ତାହାଲେ ଆପଣଙ୍କୁ ନିଶ୍ଚିତ ବର ମିଳିବ । ତାହାଲେ ବନ୍ଧୁଗଣ ଆପଣଯଦି ସନ୍ତାନ ଶୁଖରୁ ବଞ୍ଚିତ ଅଛନ୍ତି ଏହି ବ୍ରତ କରନ୍ତୁ ନିଶ୍ଚିତ ଆପଣ ସନ୍ତାନ ପ୍ରାପ୍ତି ହେବେ ।