ଶନିଦେବଙ୍କ ସବୁଠୁ ପ୍ରିୟ ହୋଇଥାନ୍ତି ଏହି1 ରାଶି, ସ୍ଵୟଂ ଶନି ଦେବ କରିଥାନ୍ତି ଏମାନଙ୍କ ରକ୍ଷା 

ଶନି ଦେବା ନ୍ୟାୟର ଦେବତା ଅଟନ୍ତି । ଆଉ ଲୋକମାନେ ଶନି ଦେବଙ୍କ ଉପରେ ବହୁତ ଡରିଥାନ୍ତି , ଶନି ଦେବ କଳି ଯୁଗର ଦେବତା ଅଟନ୍ତି ଯିଏ ଭଲ କାମ କରିଥାନ୍ତି ସେ ତାଙ୍କୁ ରକ୍ଷା କରିଥାନ୍ତି । ଆଉ ଯେଉଁ ମନୁଷ୍ୟ ଖରାପ କାମ କରିଥାନ୍ତି । ଶନି ଦେବ ତାଙ୍କୁ ଦଣ୍ଡିତ କରିଥାନ୍ତି । ଯଦି ଆପଣଙ୍କ ଜୀବନରେ ବହୁତ ସଂଘର୍ଷ ରହିଛି ଓ ବହୁତ ସମସ୍ଯା ରହିଛି । ତେବେ ବୁଝି ଯାଆନ୍ତୁ ଏହା ଶନି ଦୋଷ ଅଟେ । ଆପଣ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠୁ ଭଲ ଉପାୟ କରିପାରନ୍ତି ।


ସନ୍ଧ୍ଯା ସମୟରେ ଶନି ଚାଳିଶାର ପାଠ କରିବା ଆରମ୍ଭ କରନ୍ତୁ । ଆପଣଙ୍କ ସବୁ ଅସୁବିଧା କିଛି ଦିନ ଭିତରେ ସମାପ୍ତ ହୋଇଯିବ । ଶନି ଚାଲିସର ପାଠ କରିପାରିବେନି ତେବେ ହନୁମାନ ଚାଲିସାର ପାଠ ନିଶ୍ଚିତ ରୂପରେ କରନ୍ତୁ । ଏହା ସହିତ ଶନି ପ୍ରସନ୍ନ ମନ୍ତ୍ର ” ନିଲାଞ୍ଜନ ସମାଭାସଙ୍ଗ ରବି ପୁତ୍ର ୟମା ଗଜମ, ଛାୟାମାର୍ତାଣ୍ଡ ଶମ୍ଭୁତ ତଂ ନାମାମି ଶନି ଶ୍ଚରମ ” । ଏହି ମନ୍ତ୍ର ଆପଣ ଯଦି ପଢିବେ , ଏହା ଶନି ଦେବଙ୍କର ପ୍ରିୟ ମନ୍ତ୍ର ହୋଇଥାଏ । ଏହି ମନ୍ତ୍ର ଯେଉଁ ବ୍ୟକ୍ତି ଦିନରେ ଦୁଇଥର ଜପ କରିବ ସେ ଭଗବାନ ଶନି ଦେବଙ୍କ କ୍ରୋଧରୁ ବଞ୍ଚି ପାରିବେ । ତାଙ୍କ ଉପରେ ଭଗବାନ ଶନି ଦେବା ସନ୍ତୁଷ୍ଟ ହୋଇପାରନ୍ତି ।


ତୁଳା ରାଶି :- ଏହି ରାଶିର ଲୋକ ଶଚା ଓ ଭଲ ବ୍ୟକ୍ତିତ୍ବର ଲୋକ ହୋଇଥାନ୍ତି । ତାଙ୍କ ଭିତରେ କୌଣସି ଖରାପ ଗୁଣ ନଥାଏ । ଏହି ଲୋକ ଯେତିକି ଶମ୍ଭ ହୋଇଥାଏ ଅନ୍ୟ ଲୋକଙ୍କର ସାହାର୍ଯ୍ୟ କରିଥାନ୍ତି । ଆଉ ଜୀବନ ଖୁସିରେ ବିତାଇଥାନ୍ତି । ଶନିଦେବଙ୍କୁ ଏହି ଲୋକ ବହୁତ ପସନ୍ଦ ହୋଇଥାନ୍ତି ।


ସିଂହ ରାଶି :- ସିଂହ ରାଶିର ସ୍ଵାମୀ ଅଟନ୍ତି ସୂର୍ଯ୍ୟ ଦେବ । ଭଗବାନ ଶନୀଙ୍କ ପିତା ସୂର୍ଯ୍ୟ ଦେବ ଅଟନ୍ତି । ଯଦି ଆପଣ ସୂର୍ଯ୍ୟ ଦେବଙ୍କୁ ସବୁଦିନ ଜଳ ଅର୍ପଣ କରିବେ ବା କ୍ଷୀର ଅର୍ପଣ କରନ୍ତି । ଆପଣଙ୍କ ଜୀବନର ସଂଘର୍ଷ ଓ ଅସୁବିଧା ଦୂର ହୋଇଯିବ । ଏହି ରାଶିର ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି । ଏମାନେ ଅଲଗା ଲୋକଙ୍କୁ ସହାୟତା କରିବାକୁ ପସନ୍ଦ କରିଥାନ୍ତି ।


ମେଶ ରାଶି :- ଏହି ରାଶିର ଲୋକ ବହୁତ ପରିଶ୍ରମୀ ହେବା ସହିତ ବହୁତ ଆଶାବାଦୀ ଓ ଆତ୍ମକେନ୍ଦ୍ରିତ ହୋଇଥାନ୍ତି । ରାସୀ ଚକ୍ରର ପ୍ରଥମ ରାସୀ ହେବା କାରଣରୁ ଏମାନେ ପିଲାଙ୍କ ଭଳି ବହୁତ ମାସୁମ ହୋଇଥାନ୍ତି । ଏହି ରାଶିର ଲୋକ ସବୁବେଳେ ତାଙ୍କ ଜୀବନରେ ନିଜ ସର୍ତରେ ବଞ୍ଚିବାକୁ ପସନ୍ଦ କରିଥାନ୍ତି ।


କୁମ୍ଭ ରାଶି :- ଏହି ରାଶିର ଲୋକ ଜଲ୍ଦି କୌଣସି ନିର୍ନୟ ନେଇନଥାନ୍ତି । ଏମାନେ ବହୁତ ଭାବି ଚିନ୍ତି କୌଣସି କାମକୁ କରିଥାନ୍ତି । ଏହି ରାଶିର ଲୋକଙ୍କୁ ନିଜ ପାଖ ଲୋକ ଓ ପରିବାର ଲୋକଙ୍କ ସହିତ ବହୁତ ଭଲ ପାଇବା ରହିଥାଏ । ଏହି ରାଶିର ଲୋକ କାହାକୁ କେବେ କଷ୍ଟ ଦେଇନଥାନ୍ତି । ସାମ୍ନା ବାଲା ତାଙ୍କୁ କେତେବୀ ଦୁଃଖ ଦେଉ । ଏମାନେ ତାଙ୍କର କ୍ଷତି କରିବା ପାଇଁ କେବେବି ଭବିନଥାନ୍ତି ।

Leave a Reply

Your email address will not be published. Required fields are marked *