ଶଙ୍ଖ ସହ ଜଡିତ କିଛି ରହସ୍ୟ ଅଛି ଯାହା ଖୁବ ଲୋକ ଜାଣିଥାନ୍ତି-Vastu tips

ବନ୍ଧୁଗଣ ନମସ୍କାର । ହିନ୍ଦୁ ଧର୍ମରେ କିଛି ଧାର୍ମିକ ପରମ୍ପରା ବିଷୟରେ ଜାଣିଥିବେ । ଯାହା କି ଆମ ଜୀବନରେ ବହୁତ ମହତ୍ଵ ରଖିଥାଏ  । ବନ୍ଧୁଗଣ ସବୁ କାର୍ଯ୍ୟ ସହିତ ଧାର୍ମିକ ମହତ୍ଵ ସହିତ ବୈଜ୍ଞାନିକ କଥା  ମଧ୍ୟ ଜଡିତ ଅଛି ।  ଆମ ସ୍ୱାସ୍ଥ୍ୟକୁ ଭଲ ରଖିବା ପାଇଁ  ଶଙ୍ଖର ଗୁରୁତ୍ଵ ଦିଆ ଯାଇଛି । ବନ୍ଧୁଗଣ ଆସନ୍ତୁ ଜାଣିବା ଶଙ୍ଖର ମହତ୍ଵ ବିଷୟରେ ।

ଶାସ୍ତ୍ରରେ କୁହାଯାଇଛି ଘରେ ଶଙ୍ଖରହିଲେ ନକରାତ୍ମକ ଶକ୍ତି ପ୍ରବେଶ କରି ପାରିବ ନାହିଁ । ବନ୍ଧୁଗଣ ଆୟୁର୍ବେଦ ଅନୁସାରେ ଶଙ୍ଖକୁ ବହୁତ ଲାଭଦାୟକ ମାନା ଯାଇଥାଏ  । ଶଙ୍ଖ କେବଳ ପୂଜା ପାଇଁ ବ୍ୟବହାର କରାଯାଇ ନ ଥାଏ  । ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବ୍ୟବାହାର  କରାଯାଇଥାଏ  । ଆସନ୍ତୁ ଜାଣିବା ସେହି ବିଷୟରେ ।

1- ଯଦି କୌଣସି ବ୍ୟକ୍ତିର ଗଳା ଜନିତ କିଛି ସମସ୍ଯା ଥାଏ ତା ହେଲେ ଶଙ୍ଖ ଫୁଙ୍କିବା ଦ୍ଵାରା ତାହା ଭଲ ହୋଇ ଯାଇଥାଏ  ।ଶଙ୍ଖ ବଜାଇଲେ ମୁଖ ଗତ ସମସ୍ଯା ଦୂର ହୋଇଥାଏ  । ଶଙ୍ଖ ବଜାଇଲେ ଶ୍ରବଣ ଶକ୍ତି ବୃଦ୍ଧି ହୋଇଥାଏ । ଶଙ୍ଖ ବଜାଇଲେ ତ୍ଵଚାରେ ଥିବା ଯେ କୌଣସି ରୋଗ ଦୂର ହୋଇଥାଏ ।

2- ଯଦି ଆପଣ ରାତିରେ ଶଙ୍ଖରେ ପାଣି ଭରିକି ରଖି ଦେବେ । ସକାଳେ ସେହି ପାଣିକି ତ୍ଵଚା ରେ ମସାଜ କରିବେ ଦେଖିବେ ଆପଣଙ୍କର ତ୍ଵଚା ଜନିତ ରୋଗ ଦୂର ହୋଇଯିବ ।

3 -ରେ ଯଦି ଆପଣଙ୍କର ଆଖିଗତ କିଛି  ସମସ୍ୟା ଦେଖା ଦେଉଛି ତା ହେଲେ ଆପଣ ଶଙ୍ଖରେ କଛି ପାଣି ରଖି ଆପଣଙ୍କ ଆଖି ଡୋଳାକୁ ସେଥିରେ କିଛି ସମୟ ବୁଡେଇ ରଖିବେ ଦେଖିବେ ଆପଣଙ୍କର ଆଖିଗତ ସମସ୍ଯା ଦୂର ହୋଇଯିବ ।

4- ଯଦି ଆପଣ ଶଙ୍ଖକୁ ପ୍ରତିଦିନ ଫୁଙ୍କିବେ ତା ହେଲେ ଆପଣଙ୍କର ଶରୀରରେ ଥିବା ଦୂଷିତ ପବନ ବାହାରି ଯିବ ଆପଣ ଶକ୍ତି ଶାଳି ହେବେ ।

5 – ଯଦି କୌଣସି ବ୍ୟକ୍ତିଙ୍କର ହୃଦଘାତ ଜନିତ କିଛି ରୋଗ ଅଛି ତା ହେଲେ ଆପଣ ପ୍ରତ୍ୟକ ଦିନ ଶଙ୍ଖ ର ଧ୍ୱନି ଶୁଣନ୍ତୁ । ଆପଣଙ୍କ ଶରୀର ଭଲ ଲାଗିବ।

6 – ଯଦି ଆପଣ ରାତିରେ ଶଙ୍ଖ ରେ କିଛି ପାଣି ରଖିବେ ସକାଳେ ସେହି ପାଣିରେ କିଛି ଗୋଲାପ ଜଳ ମିଶାଇ କେସ ଧୋଇବେ ଆପଣକର କେସ ପ୍ରାକୃତିକ ରଙ୍ଗ ହୋଇଯିବ ଓ କୋମଳ ମଧ୍ୟ ହୋଇଯିବ ।

7- ଆପଣ ଯଦି ଶଙ୍ଖରେ ଥିବା ପାଣିକି ପିଇବେ ତା ହେଲେ ଆପଣଙ୍କର ହାଡ ମଜବୁତ ହେବ । ଯଦି ଆପଣ ଶଙ୍ଖ ଫୁଙ୍କୁଛନ୍ତି ତାହାଲେ ଆପଣଙ୍କର ରୋଗନାଶକ ଶକ୍ତି ବୃଦ୍ଧି ହବ ।

8- ଯଦି ଆପଣଙ୍କର କିଛି ପେଟ ଜନିତ ସମସ୍ଯା ଦେଖା ଯାଉଛି ତାହାଲେ ଆପଣ ପ୍ରତେକ ଦିନ 2 ଚାମଚ ଶଙ୍ଖରୁ ପାଣି ଆଣି ସେବନ କରନ୍ତୁ ଆପଣଙ୍କର ପେଟଜନିତ ସମସ୍ଯା ଦୂର ହୋଇଯିବ। ତା ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଲେ ତ ଶଙ୍ଖ ଦ୍ଵାରା ଆମେ କିପରି ଉପକୃତ ହୋଇ ପାରିବା । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *