ନମସ୍କାର ବନ୍ଧୁଗଣ, ଗୋଟେ ଝିଅର ଜୀବନ ମା ହେବା ପରେ ସାର୍ଥକ ହୋଇଥାଏ । କିନ୍ତୁ କିଛି ଝିଅଙ୍କ ଜୀବନରେ ଏହି ସୁଖ ଆସେ ନାହିଁ କିଛି ଭୁଲ ପାଇଁ ବା କିଛି ସାଧାରଣ କଥା ନ ଜାଣିଥିବା ହେତୁ ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବୁ ଏହା ବିଷୟରେ କି ଆପଣ ଜଲଦି ପ୍ରେଗନେଣ୍ଟ ହବା ପେଇଁ ହେଲେ ସପ୍ତାହକୁ କେତେଦିନ ସମ୍ପର୍କ ରଖିବେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ,
ଜୀବନର ବ୍ୟସ୍ତତା ଭିତରେ ସମ୍ପର୍କ ରଖିବା ପାଇଁ ଇଚ୍ଛା ହୁଏନି । ଇଚ୍ଛା ନଥିଲା ବେଳେ ଯଦି ଆପଣ ସନ୍ତାନ ପ୍ରାପ୍ତି କରିବା ପାଇଁ ସମ୍ପର୍କ ରଖନ୍ତି ସେହି ଟାଇମରେ ଗର୍ଭଧାରଣର ଚାନ୍ସ କମ ରହିଥାଏ । ତେଣୁ ଯେତେବେଳେ ଆପଣଙ୍କ ମୁଡ ଭଲ ଥିବା ଉଭୟଙ୍କର ଇଚ୍ଛା ଥିବା ସେହି ଟାଇମରେ ସମ୍ଭନ୍ଧ ରଖନ୍ତୁ । କିଛି ଲୋକ ଥାନ୍ତି ଯେଉଁମାନେ 7, 8 ଦିନ ସମ୍ପର୍କ ରଖିଦିଅନ୍ତି ତାପରେ ଆଉ ରଖନ୍ତିନି । ସବୁଦିନ ସମ୍ପର୍କ ରାଖି ମଧ୍ୟ ଆପଣ ଯଦି ଓଭୁଲେସନ ଦିନ ହିନ ସମ୍ପର୍କ ରଖୁନାହାନ୍ତି ବା ଜାଣି ନାହାନ୍ତି ତେବେ ଆପଣଙ୍କର ଗର୍ଭଧାରଣ ହେବ ନାହିଁ ।
ତେଣୁ ଓଭୁଲେସନ ଟାଇମରେ ସବୁବେଳେ ସମ୍ବନ୍ଧ ରଖନ୍ତୁ । ନିଜର ଓଭୁଲେସନ ତାରିଖ ଜାଣିବା ନିହାତି ଜରୁରୀ । ଯଦି ଆପଣ ଜାଣି ପାରୁନାହାନ୍ତି ତେବେ ଓଭୁଲେସନ କିଟ ସାହାର୍ଯ୍ୟରେ ଜାଣିପାରିବେ । ଓଭୁଲେସନ ଯେଉଁଦିନ ହେଉଛି ତାପୂର୍ବ ଦିନ ସମ୍ବନ୍ଧ ରଖନ୍ତୁ । ସେହିଦିନ ରଖିପାରିବେ ଓ ତା ପରଦିନ ମଧ୍ୟ ରଖିପାରିବେ । ଆପଣଙ୍କୁ ଶେହୁ 3ଦିନ ସମ୍ବନ୍ଧ ରଖିବାକୁ ପଡିବ । ପିରିଅଡ ଶେଷ ହେବାର 10 ଦିନ ପରେ ଆପଣ ଓଭୁଲେସ କିଟରୁ ଓଭୁଲେସନ ଦିନଟି କାଢିପାରିବେ ।
ଯେଉଁଦିନ ଆପଙ୍କର 2ଟି ଗାର ଆସିବ ସେହିଦିନ ହେଉଛି ଆପଣଙ୍କର ଓଭୁଲେସନ ଦିନ । ଏହା ଯେଉଁମାନଙ୍କ ପିରିଅଡ ର ସାଇକେଲ 25 ରୁ 30 ଦିନ ମଧ୍ୟରେ ହୋଇଥାଏ ସେମାନଙ୍କ ପାଇଁ । ଏଗ ଓଭୁଲେସନ ହେଲେ ଏଗ ଓ ସ୍ପର୍ମ ମିଶି ଗର୍ଭଧାରଣ କରାଇଥାନ୍ତି । ଯେଉଁ ମାନଙ୍କ ପିରିଅଡ ରେଗୁଲାର ହୋଇନଥାଏ ଏବଂ ମେଡ଼ିସିନ ନେବା ପରେ ହିଁ ପିରିଅଡ ଆସୁଛି ତେବେ ସେମାନଙ୍କର ଏଗ ହିଁ ବନିପାରିବନି ।
ତେଣୁ ପ୍ରଥମେ ଆପଣଙ୍କୁ ପିରିଅଡକୁ ରେଗୁଲାର କରିବାକୁ ପଡିବ । ତେବେ ଯାଇ ଆପଣ ଜଲ୍ଦି ଗର୍ଭଧାରଣ କରିପାରିବେ । ଯେତେବେଳେ ଆପଣଙ୍କର ଓଭୁଲେସନ ଠିକରେ ରହିବ ସେତେବେଳେ ହିଁ ଆପଣଙ୍କର ମା ହୋଇପାରିବେ । ରେଗୁଲାର ପିରିଅଡ ହେଉନଥିଲେ ଆପଣଙ୍କ ପିରିଅଡ ସାଇକେଲ 40 ଦିନ ଥିଲେ ଆପଣଙ୍କୁ 40 ଦିନରୁ 14 ଦିନ ଫେଡିବାକୁ ପଡିବ ।
ଆଉ ରହିଲା 26 ଦିନ ତେବେ ତ ପୂର୍ବରୁ 20 ଦିନରୁ ଯାଇ 30 ଦିନ ପର୍ଯ୍ୟନ୍ତ ସମ୍ପର୍କ ରଖନ୍ତୁ ତେବେ ଯାଇ ଆପଣ ଗର୍ଭ ଧାରଣ କରିପାରିବେ । 2ଦିନ ଛାଡି ଛାଡି ଆପଣ ସମ୍ପର୍କ ରଖିପାରିବେ । କାରଣ ଅପଣଙ୍କ ସ୍ବାମୀଙ୍କ କୋଷ 3ରୁ4 ଦିନ ପର୍ଯ୍ୟନ୍ତ ଆକ୍ଟିଭ ରହିବ । ଏହିସବୁକୁ ଧ୍ୟାନରେ ରଖନ୍ତୁ ଆପଣଙ୍କର ନିଶ୍ଚୟ ଗର୍ଭ ଧାରଣ କରିପାରିବେ । ଯଦି ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।